ପାଟଣାଗଡ଼ ଜବହାର କଲେଜ ୧୯୯୨-୧୯୯୪ ବ୍ୟାଜ୍ ଗ୍ରାଜୁଏଟ କଳା ବିଭାଗର ଆୟୋଜକ କମିଟି ପକ୍ଷରୁ ବୈଠକ ଅନୁଷ୍ଠିତ
ପାଟଣାଗଡ : ପାଟଣାଗଡ଼ ଜବହାର କଲେଜ ୧୯୯୨-୧୯୯୪ ବ୍ୟାଜ୍ ଗ୍ରାଜୁଏଟ କଳା ବିଭାଗର ୨୮ ବର୍ଷ ପରେ ଆୟୋଜକ କମିଟି ପକ୍ଷରୁ ରାଉତ କୃଷି ଫାର୍ମ ସରମୁହାଣଠାରେ ଗତକାଲି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ୨୩/୯/୨୦୨୩ ଦିନ ନୂଆଁଖାଇ ଭେଟ୍ଘାଟ୍ ଓ ବନ୍ଧୁ ମିଳନ ଆଯୋଜନ ନିମନ୍ତେ!-->…
Read More...
Read More...