ଦୁଇ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଚନ୍ଦନ କାଠ ଗଣ୍ଡି ଚୋରି ଅଭିଯୋଗ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର ଏମ୍ସ ପବ୍ଲିକ୍ ସ୍କୁଲ୍ ପରିସର ମଧ୍ୟରେ ରହିଥିବା ଉଦ୍ୟାନ ଭିତରୁ ଦୁର୍ବୃତ୍ତମାନେ ଏକ ଧଳା ଚନ୍ଦନ ଗଛ କାଟି ଦୁଇ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଚନ୍ଦନ କାଠ ଗଣ୍ଡି ଚୋରି କରି ନେଇଥିବା ସୂଚନା ମିଳିଛି । ସ୍କୁଲର ନିର୍ଦ୍ଦେଶକ ବିଜୟ!-->…
Read More...
Read More...