Yearly Archives

2023

ବାଲିରେ ବାଲିଯାତ୍ରା ଆସନ୍ତା ୨୯ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକଦା ଓଡିଆ ସାଧବ ପୁଅ ବଣିଜ ବେପାର କରିବା ପାଇଁ ବାଲି, ଯାଭା, ସୁମାତ୍ରା, ବୋର୍ଣ୍ଣିଓ ପ୍ରଭୃତି ଅଂଚଳକୁ ଯାତ୍ରା କରି ସେଠାରେ ଓଡିଶାର ସଂସ୍କୃତି ଓ ପରମ୍ପରାକୁ ପ୍ରଚାର ପ୍ରସାର କରିବା ସହ ଅର୍ଥନୈତିକ କ୍ଷେତ୍ରରେ ନିଜକୁ ସୁଦୃଢ କରିପାରିଥିଲେ । ତେବେ
Read More...

ହିନ୍ଦୀ ଦିବସ ସମାରୋହ

ହିନ୍ଦୀ ସର୍ବାଧିକ ପ୍ରଚାର, ପ୍ରସାର ଓ କଥିତ ଭାଷା ରାଉରକେଲା, (ସସ୍ମିତା ପ୍ରଧାନ) : ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ ଦ୍ବାରା ହିନ୍ଦୀ ଦିବସ ସମାରୋହ ସେକ୍ଟର ୧୮ ଇସ୍ପାତ ଦୀପିକା ଶିକ୍ଷା ସଦନଠାରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ସଦନର ପ୍ରଧାନ ଶିକ୍ଷକ ଶିଶିର କୁମାର
Read More...

ଦ ହ୍ୟୁମାନିଟି ସେବା ଫାଉଣ୍ଡେସନ୍ ଦ୍ଵାରା ମେଡିକାଲ୍ ଚେକ୍ ଅପ୍‌ ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଦ ହ୍ୟୁମାନିଟି ସେବା ଫାଉଣ୍ଡେସନ୍ ଦ୍ଵାରା ଲୁହାକେରା ନୋଡାଲ ସ୍କୁଲ୍ ଏକ ମେଡିକାଲ୍ ଚେକ୍ ଅପ୍‌ର ଆୟୋଜନ କରାଯାଇଥିଲା । ସ୍କୁଲର ପାଖାପାଖି ୨୫୦ ପିଲା ଶିବିରକୁ ଆସି ଚିକିତ୍ସା ଲାଭ କରିଥିଲେ । ହାଇଟେକ୍ ହସ୍ପିଟାଲର ଡକ୍ଟର ଲଲାତେନ୍ଦୁ ଆଚାର୍ଯ୍ୟ ଓ
Read More...

ଦେଓଗାଁ ବ୍ଲକର ୬୦ଜଣ ଗୋପାଳକଙ୍କୁ ଗାଈ ଗୁହାଳ ପାଇଁ କାର୍ଯ୍ୟାଦେଶ ବଣ୍ଟନ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ୧୧ଟା ସମୟରେ ଦେଓଗାଁ ବ୍ଲକ ସଭା ଗୃହରେ ଗାଈଗୁହାଲ ନିର୍ମାଣ କରିବା ପାଇଁ ୬୦ଜଣ ଗୋପାଳଙ୍କୁ କାର୍ଯ୍ୟାଦେଶ ଦେଇଥିବା ଜଣାପଡ଼ିଛି । ଦେଓଗାଁ ଏପିଓ ସୁଧାଂଶୁ ଶେଖର ମେହେରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ
Read More...

ମାଲପଡା ନାଗରିକ କମିଟିର ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡାଠାରେ ନାଗରିକ କମିଟିର ୧୭୫ତମ ମାସିକିଆ ବୈଠକ ସଭାପତି ଯୁଧିଷ୍ଟିର ମିଶ୍ରଙ୍କ ସଭାପତିତ୍ୱରେ ପଡ଼ାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ବିଶେଷତଃ ମାଲପଡାର ରାସ୍ତା ଓ ଡ୍ରେନଗୁଡିକର ଅବସ୍ଥା ଖରାପ ହୋଇଥିବାରୁ ନୂତନ ପିଚୁ ରାସ୍ତା
Read More...

ଠିକାଦାରପଡ଼ା ଦୁର୍ଗାପୂଜାର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଠିକାଦାରପଡ଼ା ପୂଜା ମଣ୍ଡପରେ ଚଳିତ ବର୍ଷ ଦୁର୍ଗାପୂଜା ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ପ୍ରବୀଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ପୂଜା ପାଇଁ କମିଟି କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ଶ୍ରୀ ମିଶ୍ର
Read More...

ଅଭିନନ୍ଦନ ସାହିତ୍ୟ ପରିଷଦର କବି ଓ କବିତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଭିନନ୍ଦନ ସାହିତ୍ୟ ପରିଷଦ ତରଫରୁ ସ୍ଥାନୀୟ ଟିକ୍ରାପଡା କାର୍ଯ୍ୟାଳୟଠାରେ ପରିଷଦର ସଭାପତି ଡ. ରାଧାକାନ୍ତ ମିଶ୍ରଙ୍କ ସଭାପତିତ୍ୱରେ ‘କବି ଓ କବିତା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମାରୋହରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମୁଖ୍ୟ ଅତିଥି
Read More...

ଜଳମଗ୍ନ ହେଲା ତେଣ୍ଡିପାଲି ଗାଁ : କଂଗ୍ରେସ ଦଳ ତରଫରୁ ଚୂଡା ଓ ଚିନି ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲଗାଣ ବର୍ଷାରେ ସମଗ୍ର ବଲାଙ୍ଗିର ଜିଲ୍ଲା ସମ୍ପୂର୍ଣ୍ଣ ବେହଲା ହୋଇପଡିଛି । ତେବେ ପୁଇଁନ୍ତଲା ବ୍ଲକ ଛତାପିପିଲ ପଂଚାୟତ ଅନ୍ତର୍ଗତ ତେଣ୍ଡିପାଲି ଗାଁ ସମ୍ପୂର୍ଣ୍ଣ ଭାବେ ଜଳମଗ୍ନ ହୋଇଯାଇଛି । ଏ ସମ୍ପର୍କରେ ଖବର ପାଇବା ପରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ
Read More...

୪୦ ଜଣ ହିତାଧିକାରୀଙ୍କୁ ଗାଈ ଗୁହାଳ ପାଇଁ କାର୍ଯ୍ୟାଦେଶ ବଣ୍ଟନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟର ସଭାଗୃହଠାରେ ୪୦ ଜଣ ହିତାଧିକାରୀଙ୍କୁ ଗାଈ ଗୁହାଳ ପାଇଁ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ସରପଞ୍ଚ ମହାସଙ୍ଘ ପକ୍ଷରୁ ବିକ୍ଷୋଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ସରପଞ୍ଚ ମହାସଙ୍ଘ ପକ୍ଷରୁ ଛତ୍ରପୁରସ୍ଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୫ଦଫା ଦାବୀ ନେଇ ଗୁରୁବାର ସରପଞ୍ଚମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସରପଞ୍ଚମାନଙ୍କ ଭତ୍ତା ୨୫୦୦ ଟଙ୍କା ପରିବର୍ତ୍ତେ ଅଧିକ ବୃଦ୍ଧି
Read More...