ମାଛ ଧରିବାକୁ ଯାଇ ମୃତ୍ୟୁବରଣ କରିଥିବା ଗୁଲେଖଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଲେ ଲୋଇସିଂହା ବିଧାୟକ ଡଃ.…
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭରସୂଜା ପଂଚାୟତର ରେଢ଼ା ଚେକ ଡେମକୁ ଗତକାଲି ପୂର୍ବାହ୍ନରେ ପିପିଲି ଗ୍ରାମର ୩ ଜଣ ମାଛ ମାରିବାକୁ ଯାଇ ଅଘଟଣର ଶିକାର ହୋଇଥିଲେ । ୩ ଜଣ ଯାକ ମାଛଧରା ଜାଲ ନେଇ ରେଢା ଚେକ୍ଡେମ୍କୁ ମାଛ ଧରିବାକୁ ଯାଇଥିଲେ । ଜାଲ ପକାଇ ମାଛ!-->…
Read More...
Read More...