Yearly Archives

2023

ଦଶ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ ବରଗଡର ସସ୍ମିତା ମେହେର ବାଜି ମାରି ନେଲେ ୨୦୨୩ର କୋଶଳ ସୁନ୍ଦରୀ ଆୱାଡ

ସାଲେଭଟା, (କେପିଏନ୍‌ଏସ୍‌) : ନିରୁ ମିଡିଆରେ ଚାଲିଥିବ‍ା ଅନ୍‌ଲାଇନ୍‌ କୋଶଳ ସୁନ୍ଦରୀ ଆୱାଡ ୨୦୨୩ ବର୍ଷ ୦୩ର ଫଳାଫଳ ଆଜି ପ୍ରକାଶିତ ହୋଇଥିବା ଜଣାଇଛନ୍ତି ନିରୁ ମିଡିଆର ପ୍ରଜୋଜକ ପ୍ରଦୀପ ବୈରାଗୀ । ଏଥିରେ ପାଖାପାଖି ଦଶ ହଜାର ପ୍ରତିଯୋଗୀ ଭାଗ ନେଇଥିବା ବେଳେ ତାଙ୍କ ଭିତରୁ ଟପ୍ ୧୦ରେ
Read More...

ତୁରେକେଲା କ୍ଳଷ୍ଟରସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଳକ ଅନ୍ତର୍ଗତ ଆଶ୍ରମ ବିଦ୍ୟାଳୟ ତୁରେକେଲାଠାରେ ତୁରେକେଲା କ୍ଳଷ୍ଟରସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା । କ୍ଳଷ୍ଟର ସଂଯୋଜକ ବିରଂଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜୟନ୍ତ କୁମାର ପ୍ରଧାନ, ଗୋଷ୍ଠୀ
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କୁ ଧନ୍ୟବାଦ ଜଣାଇଲେ ବଲାଙ୍ଗିର ପୌର ଅଧ୍ୟକ୍ଷା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗତ ଅଗଷ୍ଟ ୬ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ବଲାଙ୍ଗିର ଗସ୍ତରେ ଆସିଥିଲେ ।
Read More...

ବଲାଙ୍ଗିରରେ “ଆୟୁଷ୍ମାନ ଭବଃ” ଅଭିଯାନର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଶାସ୍ତ୍ରୀନଗର, ଯାହା ନେସନାଲ ପିସ ଊନୀସନ (ଭାରତ) ଦ୍ୱାରା ପରିଚାଳିତ ଦ୍ୱାରା "ଆୟୁଷ୍ମାନ ଭବଃ" ସ୍ୱାସ୍ଥ୍ୟ ଜନ ଜାଗରଣ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରାଯାଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ଏକ ଅଭିନବ ଅଭିଯାନ
Read More...

ସାମ୍ବାଦିକଙ୍କ ପିତୃ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ୍ ସାମ୍ବାଦିକ ଝସକେତନ ସାହୁଙ୍କ ପିତା ନିରଞ୍ଜନ ସାହୁ(୬୩) ଆଜି ଆକସ୍ମିକ ମୃତ୍ୟୁବରଣ କରିଛନ୍ତି । ନିରଞ୍ଜନ ବିଳମ୍ବିତ ରାତ୍ରୀରେ ଅସୁସ୍ଥତା ଅନୁଭବ କରିବା ସହିତ ତାଲପାଲି ସ୍ଥିତ ନିଜ ବାସ ଭବନରେ ପ୍ରାଣତ୍ୟାଗ କରିଥିଲେ
Read More...

ବିଧାୟକ ନରସିଂହଙ୍କ ଦୋଷାରୋପକୁ ଖଣ୍ଡନ କଲେ ପୌରାଧ୍ୟକ୍ଷା ଲିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୩ ତାରିଖ ଦିନ ବଲାଙ୍ଗିର ସହରରେ ପ୍ରଚଣ୍ଡ ବର୍ଷା ଯୋଗୁଁ ଅନେକ ସମସ୍ୟା ଦେଖାଦେଇଥିବା ବେଳେ ବିଧାୟକ ନରସିଂହ ମିଶ୍ର ପ୍ରାକୃତିକ ବିପର୍ଯ୍ୟୟ ସହ ବଲାଙ୍ଗିର ମ୍ୟୁନିସିପାଲିଟିର ଡ୍ରେନେଜ୍‌ ବ୍ୟବସ୍ଥାରେ ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା
Read More...

୯୫ ବର୍ଷ ବୟସରେ ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବିଳମ୍ବିତ ରାତ୍ରିରେ ଖପ୍ରାଖୋଲ ବ୍ଲକ ଜୁରିଆ ଗ୍ରାମର ବିଶିଷ୍ଟ ଧର୍ମ ପରାୟଣ ବ୍ୟକ୍ତି ରାଜନ ମେହେରଙ୍କର ୯୫ ବର୍ଷ ବୟସରେ ପରଲୋକ ଘଟିଛି । ସ୍ୱର୍ଗତ ରାଜନ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ବ୍ୟାଧିରେ ପୀଡ଼ିତ ଥିବା ବେଳେ ଶୁକ୍ରବାର ରାତ୍ରି ଚାରି ଘଣ୍ଟା
Read More...

ନିଜ ଜମି ଫେରସ୍ତ ନ ପାଇଲେ ବଲାଙ୍ଗିର ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୂତ ଦେବି : ଜମି ମାଲିକ କ୍ଷେତ୍ର ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଜ ଜମି ଫେରସ୍ତ ନ ପାଇଲେ ବଲାଙ୍ଗିର ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୂତ ଦେବାକୁ ଜଣେ ବ୍ୟକ୍ତି ମତ ଦେଇଛନ୍ତି । କର ବନ୍ଧକି ରଖି ଜମି ହଡ଼ପ୍‌ କରିବାକୁ ଯୋଜନା କରୁଛନ୍ତି ଜଣେ ବ୍ୟକ୍ତି । ଏହି ମାମଲାରେ ଗୁହାରି କରି କରି ହାଲିଆ ହେବା ପରେ ବି
Read More...

ମେରି ମାଟି ମେରା ଦେଶ ଅଭିଯାନ ଆମ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି : ଅନୁରାଗ ସିଂହ ଠାକୁର

ମୁମ୍ବାଇ ଠାରେ ନେହରୁ ଯୁବ କେନ୍ଦ୍ର ଦ୍ୱାରା ଆୟୋଜିତ ଅମୃତ କଳସ ଯାତ୍ରାକୁ କେନ୍ଦ୍ର ସୂଚନା ପ୍ରସାରଣ ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି ମୁମ୍ବାଇ, (ପିଆଇବି) : କେନ୍ଦ୍ର ସୂଚନା ପ୍ରସାରଣ ଓ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି
Read More...

ଇପିଏଫ୍ଓ ଏବଂ ଏନପିଏସ୍ ତଥ୍ୟ ଅନୁଯାୟୀ ଗତ ୪ ବର୍ଷରେ ୫.୨ କୋଟି ଆନୁଷ୍ଠାନିକ ଚାକିରି ସୃଷ୍ଟି ହୋଇଛି : ଏସବିଆଇ ଅଧ୍ୟୟନ

ନୂଆଦିଲ୍ଲୀ, (ପିଆଇବି) : କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ଏବଂ ନୂଆ ପେନସନ ପ୍ରଣାଳୀ (ଏନପିଏସ୍) ତଥ୍ୟରୁ ଜଣାପଡ଼ିଛି ଯେ ଗତ ୪ ବର୍ଷ ମଧ୍ୟରେ ୪୭ ପ୍ରତିଶତ ନୂଆ ଚାକିରି ସମେତ ୫.୨ କୋଟି ଆନୁଷ୍ଠାନିକ ଚାକିରି (ପେରୋଲ୍) ଯୋଡ଼ି ହୋଇଛି ।"ଭାରତରେ ପେରୋଲ ରିପୋର୍ଟିଂ ଦିଗରେ"
Read More...