Yearly Archives

2023

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମୀକ୍ଷା : ପାନବରଜ ଚାଷୀ ଓ କିଆଫୁଲ ଚାଷୀଙ୍କ ପାଇଁ ଖୁସି ଖବର, ପାନ ଚାଷକୁ ‘ରାଜ୍ୟ…

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଉଭୟ ଚାଷରପ୍ରକ୍ରିୟାକରଣ ୟୁନିଟ ପାଇଁ ମିଳିବ ସହାୟତାପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ କିଆଫୁଲ ଚାଷକୁ ଦିଆଯିବ ସହାୟତା ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ ଭି.କେ. ପାଣ୍ଡିଆନଙ୍କ ପୁରୀ ଓ ଗଞ୍ଜାମ
Read More...

ଚୁଡାପାଲି ଶିଶୁମନ୍ଦିରରେ ମାତୃ କର୍ମଶାଳା

ଚୁଡାପାଲି, (କେପିଏନ୍‌ଏସ୍‌) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଚୁଡାପାଲି ଶିଶୁ ବାଟିକା ବିଭାଗର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।କର୍ମଶାଳାର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ରୂପେ ସରକାରୀ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ପ୍ରଧ୍ୟାପିକା ସୁଶ୍ରୀ ସାଗରିକା ମିଶ୍ର ଦ୍ୱୀପ ପ୍ରଜ୍ୱଳନ
Read More...

ଆମେ ଜାଣିବା, ଆମେ ଜିଣିବା କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ପ୍ରଶାସନ (ମଙ୍ଗଳ)ବିଭାଗ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଅଭିଭାବକ ବୈଠକ ସହିତ ଆମେ ଜାଣିବା, ଆମେ ଜିଣିବା କାର୍ଯ୍ୟକ୍ରମ, ଶନିବାର ଡେଲାଙ୍ଗ ବ୍ଲକ ସ୍ଥିତ ଗୁଆଳିପଡ଼ା ସେବାଶ୍ରମ
Read More...

ଦୀର୍ଘ ଦିନ ପରେ ପୁଣି ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ମାଓ ସକ୍ରିୟ : ଲାଗିଲା ଲାଲ ବାହିନୀର ଲାଲ ବେନର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ଲାନ୍ଥନଦୀ ନିକଟରେ ଦୁଇଟି ହିନ୍ଦୀ ଭାଷାରେ ଲେଖା ହୋଇ ମାଓ ବେନର ଶନିବାର ମଧ୍ୟ ରାତ୍ରରେ ମରାଯାଇ ଥିବା ଦେଖିବାକୁ ମିଳିଛି । ରବିବାର ଲାଠୋର ବଜାର ହୋଇଥିବା ବେଳେ ଲାନ୍ଥନଦୀ ଦେଇ ବଜାରକୁ
Read More...

ସାଇ ମନ୍ଦିର ପୂଜକ ଶ୍ୟାମ ସୁନ୍ଦର ଶର୍ମାଙ୍କ ମୃତ୍ୟୁ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ମଣିଷ ଜୀବନ ପାଣି ଫୋଟକା ସଦୃଶ, କେତେ ବେଳେ ମଣିଷର କ'ଣ ଘଟିବ କେହି କହି ପାରିବେ ନାହିଁ, ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଟିଟିଲାଗଡ଼ ସ୍ଥିତ ନେହେରୁ ନଗର ଶିରିଡ଼ି ଶାଇ ମନ୍ଦିରରେ । ଏହି ମନ୍ଦିରର ପୂଜକ ଶ୍ୟାମ ସୁନ୍ଦର ଶର୍ମା ନିତିଦିନ
Read More...

ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍‌ପିଟାଲ୍‌ ପାଖରୁ ଲୁଟ୍‌ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍‌ପିଟାଲ୍‌ ପାଖରୁ ଲୁଟ୍‌ । ରୋଗୀଙ୍କ ସମ୍ପର୍କୀୟଙ୍କୁ ନିଶା ଦେଇ ଲୁଟିଲେ ଦୃର୍ବୃତ୍ତ । ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଡୁଡୁକାଶିରା ଗ୍ରାମର ସୁଶିଲ ଛତ୍ରିଆ ।
Read More...

ପବିତ୍ର ବିଶ୍ୱକର୍ମା ପୂଜା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ବିଶ୍ୱକର୍ମା ପୂଜା । ଚଳଚଞ୍ଚଳ କାରିଗରଙ୍କ ମହଲ । ଗଣେଷ ପୂଜାର ପୂର୍ବରୁ, ଭାଦ୍ରବ ମାସ, କନ୍ୟା ସଂକ୍ରାନ୍ତି ଦିନ ବିଶ୍ୱକର୍ମାଙ୍କ ଚତୁର୍ଭୁଜ ମୂର୍ତ୍ତି ପୂଜା ପାଳନ କରାଯାଏ । ପୁରାଣର ପ୍ରସିଦ୍ଧ ଯନ୍ତ୍ରୀ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପ୍ରତି
Read More...

ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସର ପ୍ରଥମ ୧୨ ଦିନରେ ସାରା ଦେଶରେ ଜନ ଆନ୍ଦୋଳନ ଡାସବୋର୍ଡରେ ୬ କୋଟିରୁ ଅଧିକ କାର୍ଯ୍ୟକ୍ରମ…

'ସ୍ବତନ୍ତ୍ର ସ୍ତନ୍ୟପାନ ଓ ପରିପୂରକ ଖାଦ୍ୟ' ଶୀର୍ଷକରେ ୧ କୋଟିରୁ ଅଧିକ କାର୍ଯ୍ୟକ୍ରମ ରିପୋର୍ଟ ହୋଇଛିବିଭିନ୍ନ ଅଂଶୀଦାର ମାନେ ତୃଣମୂଳ ସ୍ତରର ପୋଷଣ ଫଳାଫଳରେ ଉନ୍ନତି ଆଣିବା ଏବଂ ଆଚରଣଗତ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ପାଇଁ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଛନ୍ତି ଦିଲ୍ଲୀ,
Read More...

ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଆସନ୍ତା ୨୪ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ତ୍ୟାଗପୁତ ଜୀବନୀ, ଓଡିଆ ଭାଷା ଓ ଓଡିଶା ସଂପର୍କରେ ସଚେତନତା ସୃଷ୍ଟି କରିବା ନିମିତ୍ତ ଓଡିଆ ଭାଷାରେ ବିଭିନ୍ନ ପ୍ରତିଯୋଗିତା ସେକ୍ଟର ୫ ଆଦର୍ଶ ପାଠାଗାର ଆନୁକୂଲ୍ୟରେ ଆସନ୍ତା ୨୪ ତାରିଖ ରବିବାର ଦିନ ଭଞ୍ଜଭବନ
Read More...

ଟିଟିଲାଗଡ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭୋଟର ସଂଶୋଧନ ସମ୍ପର୍କିତ ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶନିବାର ଅପରାହ୍ନରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ସମ୍ପର୍କିତ ବୈଠକ ନିର୍ବାଚନ ଅଧିକାରୀ-ତଥା-ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂଶୋଧିତ ଭୋଟର ପଞ୍ଜିକରଣ ଆଇନ
Read More...