ନୂଆଁଖାଇ ପାଇଁ ସୁଟିଂ ଚାଲିଛି ନୂଆଁଖାଇର ଭାବ ପିରତି ଭିଡିଓ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହନୀ କ୍ରିଏସନ ତରଫରୁ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇକୁ ଆଖି ଆଗରେ ରଖି ସବୁ ବର୍ଷ ପରି ଏଇ ବର୍ଷ ମଧ୍ୟ ଆମ ଅଂଚଳର ନୃତ୍ୟ, କଳା, ସଂସ୍କୃତିକ ପରମ୍ପରାକୁ ନେଇ ସବୁ ବର୍ଷ ଭଳି ଏହି ବର୍ଷ ମଧ୍ୟ ଏକ ନୂଆଁଖାଇ ମ୍ୟୁଜିକ ଭିଡିଓ ପାଇଁ ପ୍ରସ୍ତୁତି ଚାଲିଛି ।!-->…
Read More...
Read More...