Yearly Archives

2023

ମା’ ସମଲେଶ୍ୱରୀ ଓ ପାଟଣେଶ୍ୱରୀଙ୍କ ଆଶୀର୍ବାଦ ଭିକ୍ଷା କଲେ ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାନ୍‌ ଗଣପର୍ବ ନୂଆଁଖାଇ ଅବସରରେ ଆଜି ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ ମା’ ସମଲେଶ୍ୱରୀ ଓ ପାଟଣେଶ୍ୱରୀଙ୍କ ମନ୍ଦିର ପରିଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି କେବଳ ନିଜ ପରିବାର ପାଇଁ ନୁହେଁ
Read More...

ପ୍ରଥମ ଆର୍ନ୍ତଜାତିକ କାର୍ଟୁନ୍‌ ପ୍ରତିଯୋଗିତା-ୟେମେନ ୨୦୨୩ରେ ଅଶ୍ୱିନୀ ରଥ ବିଚାରକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୟେମେନ୍‌ ସ୍ଥିତ ‘ଦ ମିଡିଆ ମେକର୍‌ସ୍‌ ଟିମ୍‌’ ର ଆବାହକତ୍ୱରେ ସଂପ୍ରତି ଅନୁଷ୍ଠିତ ‘ପ୍ରଥମ ଆର୍ନ୍ତଜାତିକ କାର୍ଟୁନ୍‌ ପ୍ରତିଯୋଗିତା-ୟେମେନ୍‌ ୨୦୨୩’ରେ ଓଡିଶାର ଲବ୍ଧ ପ୍ରତିଷ୍ଠ କାର୍ଟୁନିଷ୍ଟ ଅଶ୍ୱିନୀ ରଥ ବିଚାରକ ମଣ୍ଡଳୀର ଜଣେ ସମ୍ମାନନୀୟ ସଦସ୍ୟ ଭାବରେ
Read More...

ସମୃଦ୍ଧ ଭାରତ ପାଇଁ ହିନ୍ଦୁତ୍ୱ ଆଧାରିତ ଶିକ୍ଷା ଏକାନ୍ତ ଆବଶ୍ୟକ : ଶାନ୍ତନୁ କୁସୁମ

ରାଉରକେଲା, (ସସ୍ମିତା ପ୍ରଧାନ) : ଶିକ୍ଷା ହେଉଛି ସମାଜ ଓ ରାଷ୍ଟ୍ରର ଦର୍ପଣ ସଦୃଶ । ଏହା ମାନବୀୟ ମୂଲ୍ୟବୋଧକୁ ଦୃଢ଼ତା ପ୍ରଦାନ କରିଥାଏ । ଶିକ୍ଷା ରହିତ ମଣିଷ କେବେ କେବେ ସାମାଜିକ ଶୃଙ୍ଖଳାର ବାହକ ହୋଇପାରିବନି । ଏହା ବାସ୍ତବିକ ଜୀବନଧାରା ଓ ଜୀବନଚର୍ଯ୍ୟାର ମାର୍ଗଦର୍ଶକ । ତେବେ
Read More...

ଝଲପ ଗ୍ରାମରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ଝଲପ ଗ୍ରାମରେ ପ୍ରାୟ ଦୁଇ ହଜାରରୁ ଅଧିକ ଲୋକ ସବୁ ବର୍ଷ ଭଳି ଏକାଠି ମିଶି ନୂଆ ଖାଇଛନ୍ତି । ଏହି ଅବସରରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୁଧୀର
Read More...

ସାହୁ ପରିବାର ପକ୍ଷରୁ ସମୂହ ନୂଆଁଖାଇ – ୨୦୨୩ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ମହିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ମହିମୁଣ୍ଡା ଗ୍ରାମରେ ସାହୁ ପରିବାର ପକ୍ଷରୁ ସମୂହ ନବାନ୍ନ ଭକ୍ଷଣ ତଥା ନୂଆଁଖାଇ ପାଳିତ ହୋଇଯାଇଛି । ପରିବାରର ମୋଟ୍‌ ୭୦ ଜଣ ସଦସ୍ୟ ସଦସ୍ୟା ଏକା ସାଙ୍ଗରେ ନୂଆଁ ଖାଇବା ସହ ପରସ୍ପରକୁ ଜୁହାର ଭେଟ ହୋଇଥିଲେ ।
Read More...

ନୂଆଖାଇରେ ଚାଷୀ ପାଇଲେ କାଳିଆ ସହାୟତା, ରବି ଫସଲ ପାଇଁ ସହାୟତା

୪୪ ଲକ୍ଷ ୫୬ ହଜାର ଚାଷୀ ପାଇଲେ ୯୦୦ କୋଟି୪୩.୮୮ ଲକ୍ଷ କ୍ଷୁଦ୍ର, ନାମମାତ୍ର ଚାଷୀ ୬୮.୭୫ ହଜାର ଭୂମିହୀନ ଚାଷୀ୨୨ ଲକ୍ଷରୁ ଅଧିକ ଚାଷୀ ପରିବାର ପାଇଁ ରାଜ୍ୟ ସରକାର ଫସଲ ବୀମାର premium ଦେଇଛନ୍ତିମୁଁ ଚାହେଁ ଚାଷୀ ସମ୍ମାନର ସହ, ସ୍ୱାଭିମାନର ସହ ବଞ୍ଚୁଆଜି ପର୍ଯ୍ୟନ୍ତ କାଳିଆ ଯୋଜନାରେ
Read More...

ଓଡିଶା ବ୍ରାହ୍ମଣ ସମାଜ ବଙ୍ଗୋମୁଣ୍ଡା ଶାଖା ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଜମିଦାର ଭବନଠାରେ ଓଡିଶା ବ୍ରାହ୍ମଣ ସମାଜ ବଙ୍ଗୋମୁଣ୍ଡା ବ୍ଲକ ଶାଖା ପକ୍ଷରୁ ବ୍ରାହ୍ମଣ ସମାଜର ସାମୂହିକ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜଗତର ନାଥ ଜଗନ୍ନାଥଙ୍କ ଫଟୋ
Read More...

ଆନନ୍ଦ ଉଲ୍ଲାସର ସହ ନୂଆଖାଇଁ ପର୍ବ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଂଚଳରେ ପଶ୍ଚିମ ଓଡିଶାର ମହାନ୍ ଗଣପର୍ବ ନୂଆଁଖାଇକୁ ଧୂମ୍‌ଧାମ୍‌ରେ ପାଳନ କରାଯାଇଛି । ସକାଳେ ନିଜ ଇଷ୍ଟଦେବୀଙ୍କଠାରେ ନବାନ୍ନ ଲାଗିବା ପରେ ଘରେ ଘରେ ସମସ୍ତେ ଆନନ୍ଦ ଉଲ୍ଲାସର ସହ ନବାନ୍ନ ଭକ୍ଷଣ କରିଛନ୍ତି ।
Read More...

ପୂର୍ବତନ କାଉନ୍‌ସିଲରଙ୍କ ମାତୃ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡ଼ାର ପୂର୍ବତନ କାଉନ୍‌ସିଲର୍‌ କୁଳମଣି ସାହୁଙ୍କ ମା’ ଅମୃତ ସାହୁ(୭୭)ଙ୍କ ଆଜି ଦେହାନ୍ତ ଘଟିଛି । ସେ ବୃଦ୍ଧାବସ୍ଥା ଜନିତ ରୋଗରେ ଆକ୍ରାନ୍ତ ଥିଲେ । ତେବେ ତାଙ୍କ ଦେହାନ୍ତରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପୁତ୍ର କୁଳମଣିଙ୍କ
Read More...

ବନ୍ଦେଭାରତ ଏକ୍ସପ୍ରେସକୁ ସ୍ୱାଗତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବିକାଶ ମଞ୍ଚ ସହ ବିଭିନ୍ନ ସାମାଜିକ ଅନୁଷ୍ଠାନର ଦୀର୍ଘ ଦିନର ଦାବୀ ଫଳରେ ଆଜି ନୂତନ ବନ୍ଦେଭାରତ ଏକ୍ସପ୍ରେସ ଟ୍ରେନର ରାଉରକେଲା ରେଳଷ୍ଟେସନ ପର୍ଯ୍ୟନ୍ତ ପରୀକ୍ଷା ମୂଳକ ଭାବରେ ଗଡ଼ିଥିଲା । ଏହି ଟ୍ରେନ ରାଉରକେଲାରେ ପହଂଚିବା କ୍ଷଣି ବିକାଶ ମଞ୍ଚର
Read More...