Yearly Archives

2023

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ବିସ୍ଥାପିତ କଲୋନୀରେ ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ଲୋଇସିଂହା ବ୍ଲକ କୁସମେଲଠାରେ ଲୋୟର ସୁକତେଲ ପାଇଁ ବିସ୍ଥାପିତ ହୋଇଥିବା ଲୋକଙ୍କ ସହ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାନତେଲେନପାଲି, ପୋଡ଼ମୁଡ଼, ବନଛୋରପାଲି ଏବଂ
Read More...

ଜେଏସ୍‌ଏମ୍ କମର୍ସ ଆଣ୍ଡ ଆର୍ଟସ୍ କଲେଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍ ପାଳିତ

ବଲାଙ୍ଗିର, (କେପଏନ୍‌ଏସ୍‌) : ଆଜି ବଲାଙ୍ଗିର ଜେଏସ୍‌ଏମ୍ କମର୍ସ ଆଣ୍ଡ ଆର୍ଟସ୍ କଲେଜ ପକ୍ଷରୁ କଲେଜ ପରିସରରେ ନୂଆଁଖାଇ ଭେଟ୍‌ଘାଟ୍ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଲେଜର ନିର୍ଦ୍ଦେଶକ ସି.ଏ ଶ୍ରୀକାନ୍ତ ଶର୍ମାଙ୍କ ଆବବାହକତ୍ୱରେ
Read More...

ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ ଶିଶୁ ସୁରକ୍ଷା ଓ ଅଧିକାର କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ) : ଶିଶୁ ଓ ମହିଳା ବିକାଶ ସୋସାଇଟି (ସିଡବ୍ଲୁଡିଏସ୍‌)ର ଅଧ୍ୟକ୍ଷ ମେଜର ଡା. କଳ୍ପନା ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବଲାଙ୍ଗିର ଜିଲ୍ଲାର ସଇଁନ୍ତଳା ବ୍ଲକରେ ଡେଙ୍ଗ ପଞ୍ଚୟତ ଛାତ୍ରଛାତ୍ରୀମାନଙ୍କୁ ଶିଶୁ ସୁରକ୍ଷା ଓ ଅଧିକାର ବିଷୟରେ ଅବଗତ କରାଯାଇଥିଲା ।
Read More...

ରେଙ୍ଗାଲି ଗ୍ରାମରେ ନୂଆଖାଇ ଭେଟ୍‌ଘାଟ୍‌ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲୋଇସିଂହା ବ୍ଲକ ସଦର ମହକୁମା ଠାରୁ ୪୦ କିମି ଦୁରରେ ଥିବା ଏକ ଉପାନ୍ତ ଗାଁ ରେଙ୍ଗାଲି । ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ରେଙ୍ଗାଲି ଗ୍ରାମରେ ନୂଆଖାଇ ଭେଟ୍‌ଘାଟ୍‌ ପାଳିତ ହୋଇଯାଇଛି । ମାତ୍ର ଏଥର ନୂଆଁଖାଇ ଭେଟ୍‌ଘାଟ୍‌
Read More...

୧୮ଘଣ୍ଟା ପଡ଼ିରହିଲା ଶବ : ସତ୍କାର କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ତରଫରୁ ଆଜି ବରଗଡ଼ ଜୀରା ନଦୀ ତଟରେ ଥିବା ସ୍ୱର୍ଗଦ୍ୱାରରେ ଏକ ଅସହାୟ ଶବ ସତ୍କାର କରାଯାଇଛି । ସୂଚନା କ୍ରମେ ମୃତ ବ୍ୟକ୍ତି ଜଣକ ହେଉଛନ୍ତି ବରଗଡ଼ ବ୍ଲକ ଧାଙ୍ଗେର ପଞ୍ଚାୟତ ଅନ୍ତର୍ଗତ
Read More...

ଦେଶରେ ଏକକାଳୀନ ନିର୍ବାଚନ ଆୟୋଜନ ସମ୍ପର୍କିତ ଉଚ୍ଚସ୍ତରୀୟ କମିଟିର ପ୍ରାଥମିକ ବୈଠକ

ନୂଆଦିଲ୍ଲୀ, (ପିଆଇବି) : ଦେଶରେ ଏକକାଳୀନ ନିର୍ବାଚନ କରାଇବା ଓ ଏହା ଉପରେ ସୁପାରିସ କରିବା ପାଇଁ ୨୦୨୩ ସେପ୍ଟେମ୍ବର ୨ ତାରିଖର ବିଜ୍ଞପ୍ତି ମାଧ୍ୟମରେ ଗଠିତ ଉଚ୍ଚସ୍ତରୀୟ କମିଟିର ପ୍ରାଥମିକ ବୈଠକ ଆଜି ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ
Read More...

ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜନ : ୩୦ ୟୁନିଟ୍ ରକ୍ତ ସଂଗୃହିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଥିବା ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଶନିବାର ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି, ଯୁବ ରେଡକ୍ରସ୍
Read More...

ନୂଆଦିଲ୍ଲୀ ଠାରେ ‘ଅନ୍ତର୍ଜାତୀୟ ଆଇନଜୀବୀ ସମ୍ମିଳନୀ ୨୦୨୩’କୁ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ

‘‘ବର୍ଷ ବର୍ଷ ଧରି ନ୍ୟାୟପାଳିକା ଓ ବାର୍ ଭାରତର ନ୍ୟାୟିକ ବ୍ୟବସ୍ଥାର ରକ୍ଷକ ହୋଇ ଆସିଛନ୍ତି’’‘‘ଆଇନ ବୃତ୍ତିର ଅଭିଜ୍ଞତା ସ୍ୱାଧୀନ ଭାରତର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ କାମ କରିଛି ଏବଂ ଆଜିର ନିରପେକ୍ଷ ନ୍ୟାୟିକ ବ୍ୟବସ୍ଥା ମଧ୍ୟ ଭାରତ ପ୍ରତି ବିଶ୍ୱର ବିଶ୍ୱାସକୁ ସୁଦୃଢ଼ କରିବାରେ
Read More...

ସେପ୍ଟେମ୍ବର ୨୪ରେ ୯ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଏହି ୯ଟି ନୂଆ ବନ୍ଦେ ଭାରତ ଟ୍ରେନ୍ ୧୧ ରାଜ୍ୟରେ ଗମନାଗମନ ସୁବିଧା ପ୍ରଦାନ କରିବପୁରୀ, ମଦୁରାଇ ଓ ତିରୁପତି ଭଳି ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସ୍ଥଳକୁ ମିଳିବ ବନ୍ଦେ ଭାରତ ସଂଯୋଗଏହି ଟ୍ରେନ୍ ଗୁଡ଼ିକ ସେମାନଙ୍କ ଚଳାଚଳ ମାର୍ଗରେ ଦ୍ରୁତତମ ହେବ ଏବଂ ଯାତ୍ରୀ ମାନଙ୍କର ଯଥେଷ୍ଟ ସମୟ ସଞ୍ଚୟ
Read More...

ବଙ୍ଗୋମୁଣ୍ଡା ଝାଙ୍କରପଡା ଗଣେଶ ପୂଜା କମିଟି ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌

ଏକତା ସୂତ୍ରରେ ବାନ୍ଧି ରଖିଛି ନୂଆଁଖାଇ ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସର୍ବସାଧାରଣ ଖେଳ ପଡିଆଠାରେ ଝାଙ୍କରପଡା ଗଣେଶ ପୂଜା କମିଟି ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ
Read More...