Yearly Archives

2023

ଓଡିଶା ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିବୃତି

ଭୁବନେଶ୍ୱର : ମୋ ସରକାର ଜନସାଧାରଣଙ୍କର ଅଭିଯୋଗ ସମାଧାନ ଉପରେ ସବୁବେଳେ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସିଛି । କୋଭିଡ ମହାମାରୀ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭୁବନେଶ୍ୱରରେ ଜନସାଧାରଣଙ୍କର ଅଭିଯୋଗ ଶୁଣାଣି କରି ସମାଧାନ ପାଇଁ ପଦକ୍ଷେପ ନେଉଥିଲେ । ସାରା ରାଜ୍ୟର ବିଭିନ୍ନ
Read More...

ହଳଦିଆ ତୈଲିକ ସାହୁ ସମାଜ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ଠକପରା : ହଳଦିଆ ତୈଲିକ ସାହୁ ସମାଜ ତରଫରୁ ଠକପରା ଚକ୍ ( ମାଟିଖାଇ, ମଲ୍ଲିକ ମୁଣ୍ଡା ଓ ଠକପରା) ଠକପରା ଗାଁରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରଥମରୁ ଅତିଥିମାନଙ୍କୁ ନଗର ପରିକ୍ରମା କରିବା ସହ ସମସ୍ତଙ୍କ ଘର ସାମ୍ନାରେ ଫୁଲ ଚନ୍ଦନ ଦେଇ ସ୍ବାଗତ କରିଥିଲେ । ପରେ
Read More...

୫୩ତମ ଶିବତଲା ସାର୍ବଜନୀନ ଦୁର୍ଗାପୂଜାର ପ୍ରାକ୍ ବୈଠକ

ଶିବତଲା : ଶିବତଲା ଦୁର୍ଗାଛକରେ ମନୋଜ ପାଣ୍ଡେଙ୍କ ସଭାପତିତ୍ବରେ ଏକ‌ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପସ୍ଥିତ ସମସ୍ତ ଦୁର୍ଗାପୂଜା କମିଟିର ସଦସ୍ୟଙ୍କ ନିଷ୍ପତ୍ତି କ୍ରମେ ଦୁର୍ଗାପୂଜାର ଏକ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି । ସାଂସ୍କୃତିକ କାର୍ଯ୍ୟକ୍ରମରେ ମିକଶ୍ଚର ରାମଲୀଳା,
Read More...

ଗାଇସିଲାଟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲାର ଗାଇସିଲାଟ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜି, ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାଏ ମିନା, ପ୍ରକଳ୍ପ ନିର୍ଦ୍ଦେଶକ ଆଦିତ୍ୟ ଗୋୟଲ, ପଦ୍ମପୁର
Read More...

ଗୋପପୁର ମହିମା ଆଶ୍ରମରେ ବୃକ୍ଷ ରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅଧିନସ୍ଥ ଯୋଗେନ୍ଦ୍ରନାଥପୁର ଗୋପପୁର ମହିମା ଆଶ୍ରମଠାରେ ଶହେରୁ ଉର୍ଦ୍ଧ ଫଳ ବୃକ୍ଷ ରୋପଣ କଲେ ସମାଜସେବୀ ରବୀନ୍ଦ୍ର ବାରିକ । ଏହି କାର୍ଯ୍ୟକ୍ରମରେ ରୋହିତ ବେହେରା, ଅର୍ଜୁନ ପଟେଲ, ପବିତ୍ର ପଟେଲ, ରଞ୍ଜନ ବେହେରା,
Read More...

ରାଜେନ୍ଦ୍ର ୟୁନିଭର୍‌ସିଟି ସମ୍ମୁଖସ୍ଥ ଗାନ୍ଧୀ ଷ୍ଟାଡ଼ିଅମ୍‌ ସାମ୍ନା ଷ୍ଟଲ୍‌ ଉପରେ ଲାଗିଲା ବୁଲ୍‌ଡୋଜର୍‌,…

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ୟୁନିଭର୍‌ସିଟି ସମ୍ମୁଖସ୍ଥ ଗାନ୍ଧୀ ଷ୍ଟାଡ଼ିଅମ୍‌ ସାମ୍ନାରେ ରହିଥିବା ଷ୍ଟଲ୍‌ ଗୁଡ଼ିକ ଉପରେ ଆଜି ଅପରାହ୍ନରେ ଲାଗିଛି ଜିଲ୍ଲା ପ୍ରଶାସନର ବୁଲ୍‌ଡୋଜର୍‌ । ଏବେ ଜବର୍‌ଦଖଲ୍‌ ଉଚ୍ଛେଦ ପାଇଁ ଅଂଟା ଭିଡ଼ଛି ବଲାଙ୍ଗିର ଜିଲ୍ଲା ପ୍ରଶାସନ । ଏଇ
Read More...

ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ୧୦ ଦଫା ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ୧୦ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ହଜାର ହଜାର ଆଦିବାସୀଙ୍କ ଏକ
Read More...

ଶାରଳା ଶକ୍ତିପୀଠରେ ଷୋହଳ ପୂଜା ପାଇଁ ପ୍ରସ୍ତୁତି ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଢୋଲମହୁଲ ସ୍ଥିତ ମା' ଶାରଳା ଶକ୍ତିପୀଠରେ ଷୋଡ଼ଶ ଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଅକ୍ଟୋବର ୬ ରୁ ୨୩ ତାରିଖ ପର୍ଯ୍ୟନ୍ତ ମା'ଙ୍କ ବିଭିନ୍ନ ବେଶ କରାଯିବା ସହିତ ପ୍ରତ୍ୟହ ଭଜନ
Read More...

ବିରକେଲ୍ ଗ୍ରାମରେ ଗୋଷ୍ଠୀ ସଂଘର୍ଷ, ୫ ଆହତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବାଦିମୁଣ୍ଡା ପଞ୍ଚାୟତ ବିରକେଲ ଗ୍ରାମରେ ରବିବାର ରାତିରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ଉଭୟ ପକ୍ଷର ୫ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଆହତମାନେ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ଗତକାଲି ରାତିରେ
Read More...

ଉଦ୍‌ଘାଟିତ ହେଲା ଦୁଲ୍‌ଦୁଲି କଳା ପରିଷଦର ଲୋକକଳା ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋକକଳା ନିଜ ମାଟିର ଭାଷା, ଗୀତ, ନାଚ ସହ ପରମ୍ପରାକୁ ସମୃଦ୍ଧ କରିଥାଏ । ଲୋକକଳା ପ୍ରତି ସମ୍ମାନ ଓ ତାର ସଂରକ୍ଷଣ ପ୍ରତି ପ୍ରତ୍ୟେକ ଜନସାଧାରଣଙ୍କ ଦାୟିତ୍ୱ ରହିଛି । ପୁଣି ଲୋକ କଳାକାରଙ୍କୁ ଉଚିତ୍‌ ସହାବସ୍ଥାନର ସୁଯୋଗ ପ୍ରଦାନ କରିବା ସରକାର ତଥା
Read More...