Yearly Archives

2023

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ “ମନ୍ କି ବାତ୍”

ଚନ୍ଦ୍ରଯାନ-୩ ର ସଫଳତା ପରେ ଜି-୨୦ର ଭବ୍ୟ ଆୟୋଜନ ପ୍ରତ୍ୟେକ ଭାରତୀୟଙ୍କ ଖୁସିକୁ ଦ୍ୱିଗୁଣିତ କରିଦେଇଛି : ପ୍ରଧାନମନ୍ତ୍ରୀ ଦିଲ୍ଲୀ, (ପିଆଇବି) :ମୋର ପ୍ରିୟ ପରିବାରଜନ, ନମସ୍କାର । ‘ମନ୍ କି ବାତ୍’ର ଆଉ ଏକ ଅଧ୍ୟାୟରେ ଦେଶର ସଫଳତା, ଦେଶବାସୀଙ୍କ ସଫଳତା, ସେମାନଙ୍କ ପ୍ରେରଣାଦାୟୀ
Read More...

ତେଜିଲା ମଦ ବିରୋଧୀ ଆନ୍ଦୋଳନ : କୁଚିଆ ମଦ ପାଇଁ ଲଛିପୁର ଥାନା ଘେରାଉ

ସାଲେଭଟା, (କେପିଏନ୍‌ଏସ୍‌) : ସରକାର ମହିଳାମାନଙ୍କୁ ସଶକ୍ତିକରଣ ନାଁରେ ଅନେକ ଯୋଜନା ପ୍ରଣୟନ କରୁଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ବୈମାତୃକ ମନୋଭାବ ଯୋଗୁଁ କେତେକ କ୍ଷେତ୍ରରେ ସରକାରଙ୍କ ଯୋଜନା ଯୋଜନାରେ ହିଁ ସୀମିତ ରହୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ସୁବର୍ଣ୍ଣପୁର
Read More...

୯ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

● ଦେଶରେ ଭିତ୍ତିଭୂମି ବିକାଶର ବର୍ତ୍ତମାନର ଗତି ଏବଂ ବ୍ୟାପକତା ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା ସହ ଠିକ୍ ମେଳ ଖାଉଛି● "ସେଦିନ ଦୂର ନୁହେଁ ଯେତେବେଳେ ବନ୍ଦେ ଭାରତ ଦେଶର ପ୍ରତ୍ୟେକ ପ୍ରାନ୍ତକୁ ସଂଯୋଗ କରିବ"● "ଜି - ୨୦ ସଫଳତା ଭାରତର ଗଣତନ୍ତ୍ର, ଜନସଂଖ୍ୟା ଏବଂ ବିବିଧତାର ଶକ୍ତି
Read More...

ବଲାଙ୍ଗିରରେ ବିଶାଳ ଆଦିବାସୀ ସାଂସ୍କୃତିକ ଶୋଭାଯାତ୍ରା : କଲ୍ୟାଣ ମଣ୍ଡପରେ ନୂଆଁଖାଇ ଜୁହାର ଭେଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ବଲାଙ୍ଗିର ସହରରେ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ହଜାର ହଜାର ସଂଖ୍ୟାରେ ଆଦିବାସୀମାନେ ସମଲେଇ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଆଦିବାସୀମାନେ ପାରମ୍ପରିକ ବେଶଭୁଷା ସହିତ ନୃତ୍ୟ, ଗୀତ,
Read More...

ଜିଲ୍ଲା ପ୍ରଶାସନର ଆଗଲପୁର ବ୍ଲକରେ ଜନଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସେପ୍ଟେମ୍ବର ମାସ ପାଇଁ ଜିଲ୍ଲା ପ୍ରଶାସନର ଅଭିଯୋଗ ଶୁଣାଣି ସୂଚୀ ଅନୁସାରେ ଆଜି ଆଗଲପୁର ବ୍ଲକ ଅଫିସରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବ୍ଲକ ଅଫିସରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟେଟ ଚଞ୍ଚଲ ରାଣା, ଆରକ୍ଷୀ ଅଧିକ୍ଷକ ଋଷିକେଶ
Read More...

ବୀରମହାରାଜପୁରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ଅଧ୍ୟକ୍ଷତାରେ ବ୍ଲକ୍‌ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ବୀରମହାରାଜପୁର ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ବିମଳେନ୍ଦୁ ରାୟ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ
Read More...

ଅବୈଧ ଗୋରୁ ଚାଲାଣ ରୋକିଲା ବଜରଙ୍ଗ ଦଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଭୋର୍ ପ୍ରାୟ ୪ଟା ସମୟରେ ଅବୈଧ ଗୋରୁ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ବଜରଙ୍ଗ ଦଳର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ବଲାଙ୍ଗିର ସଦର୍ ଥାନା ଅନ୍ତର୍ଗତ ମାଧିଆପାଲିଠାରେ ଏକ ମାକ୍ସ ପିକ୍‌ଅଫ୍ ଗାଡି( ଓଡି ୦୩ ଏ ୨୭୩୮)ରେ ପ୍ରାୟ, ୮-୯ ଟି
Read More...

ସେବା ସପ୍ତାହରେ ସେବା କାର୍ଯ୍ୟ ଓ ପଣ୍ଡିତ ଦୀନଦୟାଲଜୀଙ୍କ ଜୟନ୍ତୀ ପାଳନ କଲା ବିଜେପି

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ରାଉରକେଲା ବିଜେପି ଜିଲ୍ଲା କାର୍ଯ୍ୟାଳୟରେ, ବିଜେପି ପାନପୋଷ ସାଂଗଠନିକ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭାରତୀୟ ଜନସଂଘର ପ୍ରଖର ରାଷ୍ଟ୍ରୀୟ ନେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା । ଉକ୍ତ
Read More...

ନୀଳତୃଷ୍ଣାର ରାତି ‌: ଗୋଟେ ବିରହ ବ୍ୟଥାର ବିମୁଗ୍ଧ ସ୍ୱର

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରେମ ଈଶ୍ବର ପ୍ରଦତ୍ତ, ସମସ୍ତେ ପ୍ରେମ କରି ପାରନ୍ତି ନାହିଁ । ପ୍ରେମ ଯଦି ଶାଶ୍ଵତ ଆଉ ପବିତ୍ର ହୁଏ ତେବେ ଏହା କାଳ କାଳକୁ ଅମର ହୋଇ ରହିଯିବ । ଅତୀତରେ ପ୍ରେମ ଥିଲା, ବର୍ତ୍ତମାନ ଅଛି ଆଉ ଭବିଷ୍ୟତରେ ରହିବ । ମୃତ୍ୟୁର ଘେର ଭିତରେ ଥାଇ ବି ଜୀବନ ଏଠି
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାରେ ମାତୃଭାରତୀ ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରଠାରେ ମାତୃଭାରତୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ପରିଚାଳନା ସମିତି ସଦସ୍ୟା ସୈରୀନ୍ଦ୍ରି ଛତ୍ରିଆ ସଭାପତିତ୍ବ କରିଥିଲେ । ବରିଷ୍ଠ ଆଚାର୍ଯ୍ୟା ବବିତା ମହାଣା ଉଦ୍ଦେଶ୍ୟ କଥନ ଓ ପରିଚୟ ପ୍ରଦାନ କରିଥିବା ବେଳେ
Read More...