Yearly Archives

2023

ରାଧାକୃଷ୍ଣ ଅନୁଷ୍ଠାନର ଗଣେଶ ପୂଜା ସମ୍ପନ୍ନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଗୌଡପଡ଼ାଠାରେ ରାଧାକୃଷ୍ଣ ଅନୁଷ୍ଠାନର ଗଣେଶ ପୂଜା ସମାପନ ହୋଇଯାଇଛି । ଆଜି ଏହି ଗଣେଷ ପୂଜାର ପୂର୍ଣ୍ଣାହୁତି ହୋଇଥିବା ବେଳେ ପୂଜକ ଭାବରେ ତ୍ରିଲୋଚନ ଦାଶ ଓ କର୍ତ୍ତା ମାନସ ମହାରଣା ସପତ୍ନୀକ ଦାୟିତ୍ଵ ନିର୍ବାହ
Read More...

ଉର୍ଲାଦାନୀ ଆଶ୍ରମ ବିଦ୍ୟାଳୟରେ ଅଭିଭାବକ ସମ୍ମିଳନୀ : ଶିଶୁ ପାଇଁ ଶିକ୍ଷା ଏକାନ୍ତ ଆବଶ୍ୟକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ଉର୍ଲାଦାନୀ ଆଶ୍ରମ ବିଦ୍ୟାଳୟଠାରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମା ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା
Read More...

ପାଇକମାଲରେ କଳାକାରଙ୍କ ପ୍ରଶିକ୍ଷଣ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଲୋକକଳା ଦ୍ୱାରା ଓଡ଼ିଶା ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାଗୁଡିକୁ ପ୍ରତିଟି ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକରେ କଳାକାରମାନଙ୍କର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ସୂଚନା, ସେବା
Read More...

ଦୁର୍ଘଟଣା ଗ୍ରସ୍ତ ସମାଜସେବୀ ସୁରେଶ ରାମଚନ୍ଦାନିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଲେ ପୂର୍ବତନ ବିଧାୟକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ଜଣେ ଜଣାଶୁଣା ସମାଜସେବୀ ସୁରେଶ ରାମଚନ୍ଦାନିଙ୍କ ଏକ ସଡ଼କ ଦୁର୍ଘଟଣାରେ ମୁଣ୍ଡ ଓ ଆଖି ପାଖରେ ଗଭୀର ଆହତ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଭାବେ ନିଜ ଘରେ ରହୁଥିଲେ । ତାଙ୍କର ଦୁର୍ଘଟଣା ହେବାର ଖବର ପାଇ ପୂର୍ବତନ ବିଧାୟକ ପ୍ରଦୀପ
Read More...

ଖପ୍ରାଖୋଲ ବନ ବିଭାଗ ଦ୍ୱାରା ଏକ ନାଗ ସାପ ଉଦ୍ଧାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଦର ଖପ୍ରାଖୋଲଠାରେ ବନବିଭାଗ ଦ୍ୱାରା ଗୋଟିଏ ବିଷଧର ନାଗ ସାପକୁ ଉଦ୍ଧାର କରାଯାଇ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଛାଡି ଦିଆଯାଇଛି । ସୂଚନା ଅନୁସାରେ ଖପ୍ରାଖୋଲ ଗ୍ରାମର ସୁମିତ୍ରା କୁମ୍ଭାରଙ୍କ ଘର ଭିତରୁ ଏକ ନାଗ ସାପ
Read More...

ଓଡ଼ିଶା ସମେତ ୫ ରାଜ୍ୟର ୫୪ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପାଇଁ ‘ଆମାଜନ ଫ୍ୟୁଚର ଇଞ୍ଜିନିୟର…

• ଆମାଜନ ଇଣ୍ଡିଆ ଏବଂ ଲର୍ଣ୍ଣିଂ ଲିଙ୍କସ୍ ଫାଉଣ୍ଡେସନ୍ ସହଯୋଗରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧୀନ ଏନଇଏସଟିଏସ୍ ଆରମ୍ଭ• ଏହି ପଦକ୍ଷେପ ଆଦିବାସୀ ସମ୍ପ୍ରଦାୟମାନଙ୍କ ମଧ୍ୟରେ ଥିବା ଶିକ୍ଷାଗତ ବ୍ୟବଧାନକୁ ଦୂର କରିବା, ଉଦୀୟମାନ ପ୍ରଯୁକ୍ତିବିଦ୍ୟାରେ ସେମାନଙ୍କ ସଫଳ କ୍ୟାରିୟର
Read More...

ଡେଲାଙ୍ଗରେ ଏନଆରଟିଏସ ପରୀକ୍ଷା ଦେଲେ ୧୪୭ ଜଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକରେ ଜାତୀୟ ଗ୍ରାମାଞ୍ଚଳ ମେଧାବୃତି ପରୀକ୍ଷା (ଏନ୍‌ଆର୍‌ଟିଏସ୍‌) ସୋମବାର ପୂର୍ବାହ୍ନ ୧୦ରୁ ଆରମ୍ଭ ହୋଇ ୧୨ଟାରେ ଶେଷ ହୋଇଯାଇଛି । ରାଧାକାନ୍ତ ଉଚ୍ଚ ବିଦ୍ୟାପୀଠରେ ୧୫୩ ଜଣ ଏନ୍‌ଆର୍‌ଟିଏସ୍‌ ପରୀକ୍ଷା ଦେବାକୁ ଥିବା ବେଳେ ୧୪୭ ଜଣ ୯ମ
Read More...

ବଲାଙ୍ଗିର ଜିଲ୍ଲା ସିନିୟର ନକ୍‌ଆଉଟ୍‌ ଫୁଟବଲ୍‌

ରେଲୱେ ଏମ୍‌ଏସ୍‌, କୁଶମେଲ, ରେଙ୍ଗଟାସିଲ, ଚନ୍ଦ୍ରପୁର, ଘୁଚେପାଲି, ବଙ୍ଗୋମୁଣ୍ଡା, କୁତମୁଣ୍ଡା, ଦେଦର୍ହୋ, ଭାଟିପଡା, ତେନ୍ତୁଳିଖୁଣ୍ଟି ଓ ସୁଜିଆ ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ୧୦ ଗୋଟି ପଡିଆରେ ଫୁଟବଲ ଖେଳ ଅନୁଷ୍ଠିତ ହୋଇଯାଇଛି
Read More...

ସ୍କ୍ରବ ଟାଇପସ୍‌ ସଂକ୍ରମଣରେ ଜଣେ ମହିଳା ମୃତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ଥାନା ଡୁଙ୍ଗୁରିପାଲି ଗାଁରେ ସ୍କ୍ରବ ଟାଇଫସ ସଂକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ଡୁଙ୍ଗୁରିପାଲିଗାଁର ନମ୍ରତା ମହାକୁଡ଼ । ଏହା ନୂଆପଡ଼ା ଜିଲ୍ଲାରେ ସ୍କ୍ରବ ଟାଇଫସ ସଂକ୍ରମଣ ଜନିତ ପ୍ରଥମ ମୃତ୍ୟୁ ଘଟଣା ।
Read More...

ଟିଟଲାଗଡ ସରକାରୀ ମହିଳା ମହାବିଦ୍ୟାଳୟଠାରେ ଆଇସେକ୍ଟ୍ ପକ୍ଷରୁ କୌଶଳ ବିକାଶ ଯାତ୍ରା ଆୟୋଜିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : କୌଶଳ ବିକାଶ ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ଗତ ଚାରି ଦଶନ୍ଧି ଧରି ନିରନ୍ତର କାର୍ଯ୍ୟ କରିଆସୁଥିବା ସଂସ୍ଥା ଆଇସେକ୍ଟ୍ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ନୂତନ ଶିକ୍ଷା ନୀତି ପ୍ରତି ଆଗ୍ରହ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ଚୟନ ଉଦ୍ଦେଶ୍ୟରେ ଦେଶବ୍ୟାପୀ କୌଶଳ
Read More...