Yearly Archives

2023

ଏସ୍‌ଏଚ୍‌ଜି ମା’ମାନଙ୍କ ୨ ଲକ୍ଷ ଋଣ ଟଙ୍କା ଝାଂପି ନେଲେ ଲୁଟେରା, ଟାଉନ୍‌ ଥାନାରେ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ତୁଷୁରା ଥାନା ଅନ୍ତର୍ଗତ ଚାଁଟିମୁଣ୍ଡା ପାଖ ଫଟ୍‌କରା ଗାଁର ଏସ୍‌ଏଚ୍‌ଜି ମା’ମାନେ ବଲାଙ୍ଗିର ସହର କଲେଜ୍‌ଛକ ନିକଟରେ ଥିବା ଇଣ୍ଡାଆନ୍‌ ଓଭର୍‌ସିଜ୍‌ ବ୍ୟାଙ୍କରୁ ଋଣ ରାଶି ୨ ଲକ୍ଷ ଟଙ୍କା ଉଠାଇ ନୂତନ ବସ୍‌ ଷ୍ଟେସନକୁ ବସ୍‌ ଧରିବା ପାଇଁ ଆସିବା ସମୟରେ
Read More...

ସରକାରୀ ଗାଡ଼ି ଧକ୍କାରେ ଜଣେ ଛାତ୍ରୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ଗାଡ଼ି ଧକ୍କାରେ ଜଣେ ଛାତ୍ରୀ ଗୁରୁତର ହୋଇଥିବା ଜଣାପଡ଼ିଛି । ବଲାଙ୍ଗିର ସହରର ରୁଗୁଡ଼ିପଡା ସ୍ଥିତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ସମ୍ମୁଖରେ ଏଭଳି ଏକ ଘଟଣା ଘଟିଛି । ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଛାତ୍ରୀ ଜଣକ ହାତୀଶାଲପଡ଼ାର
Read More...

ଜୁରାବନ୍ଧ କପିଳେଶ୍ୱର ଯୁବକ ସଂଘ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ

କପିଳେଶ୍ୱର ମିତ୍ର ସମ୍ମାନରେ ସମ୍ବର୍ଦ୍ଧିତ ହେଲେ ସାମ୍ବାଦିକ ହୁଲେଶ୍ୱର ହଂସ ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଧ ଗ୍ରାମର କପିଳେଶ୍ୱର ଯୁବକ ସଂଘ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ରାଉରକେଲା ପକ୍ଷରୁ ବୈଷୟିକ ଗଣମାଧ୍ୟମ ସୂଚନା ସାକ୍ଷରତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ରାଉରକେଲା ପକ୍ଷରୁ ବୈଷୟିକ ଗଣମାଧ୍ୟମ ସୂଚନା ସାକ୍ଷରତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ମହାବିଦ୍ୟାଳୟ ପକ୍ଷରୁ ନୂତନ ଭାବେ ଆରମ୍ଭ ହୋଇଥିବା ସାମ୍ବାଦିକ ଓ ଗଣମାଧ୍ୟମ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି
Read More...

ସ୍ଵରାଗିଣୀ ତରଫରୁ ମା’ ଖୁଦୁରୁକୁଣୀ ମେଲଣ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଵରାଗିଣୀ ଅନୁଷ୍ଠାନ ତରଫରୁ ମା' ଖୁଦୁରୁକୁଣୀ ମେଲଣ ୨୦୨୩ ସେକ୍ଟର ୨୦ସ୍ଥିତ କମ୍ୟୁନିଟି ସେଣ୍ଟରଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଗୁରୁ ପ୍ରଫୁଲ୍ଲ ମଙ୍ଗଳଙ୍କ ସଭାପତିତ୍ଵ, ଉପସଭାପତି ସ୍ଵର୍ଣ୍ଣପ୍ରଭା ପଲାଇଙ୍କ ଆବାହକତ୍ଵ ଓ
Read More...

ସାମାଜିକ କର୍ମୀ ତଥା ଶିକ୍ଷାବିତ କୃଷ୍ଣ ମୋହନ ପଣ୍ଡାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମଗ୍ର ବରଗଡ଼ ଜିଲ୍ଲା ତଥା ପଦ୍ମପୁର ସହରର ଜଣାଶୁଣା ବ୍ୟକ୍ତିତ୍ଵ, ଅବସରପ୍ରାପ୍ତ ପ୍ରାଧ୍ୟାପକ, ବିଶିଷ୍ଟ ସାମାଜିକ କର୍ମୀ, କିରନ୍ ଫାଉଣ୍ଡେସନ, ଜିଷ୍ଟ ଶିକ୍ଷାନୁଷ୍ଠାନ, ଜୟଦେବ ଶିକ୍ଷାନୁଷ୍ଠାନ ଆଦିର ପ୍ରତିଷ୍ଠାତା, ଦକ୍ଷ ସଂଗଠକ କୃଷ୍ଣମୋହନ ପଣ୍ଡାଙ୍କ
Read More...

ଦଳିତ ଡେଭଲପମେଣ୍ଟ ମିଶନ ଟିଟିଲାଗଡ ଶାଖା ତରଫରୁ କୁରସୁଡ ଗ୍ରାମର ଦିବ୍ୟାଙ୍ଗଙ୍କୁ ହ୍ୱିଲ ଚେୟାର ପ୍ରଦାନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦଳିତ ଡେଭଲପମେଣ୍ଟ ମିଶନ (ଡିଡିଏମ) ହେଉଛି ଏକ ଅଗ୍ରଣୀ ଦଳିତ ଅନୁଷ୍ଠାନ । ଏହି ଅନୁଷ୍ଠାନର ଲକ୍ଷ୍ୟ ହେଉଛି ଯେ, ଯେଉଁମାନେ ସମାଜରେ ଆର୍ଥିକ ଅବହେଳିତ ତଥା ଦଳିତ ବର୍ଗର ଲୋକ ହୋଇଥିବେ ସେମାନଙ୍କୁ କିପରି ସାହାଯ୍ୟ ସହଯୋଗ ଦିଆଯାଇପାରିବ ସେନେଇ ଏହି
Read More...

ନୂଆଁଖାଇ ଭେଟ୍‌ ପରିବାର ମହାମିଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବ ପ୍ରସ୍ତାବିତ ଅନୁସାରେ ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ସଂଘର ପରିବାର ମଧ୍ୟରେ ଏକ ନୂଆଁଖାଇ ଭେଟ୍‌ ମହାମିଳନ ଉତ୍ସବ ବଲାଙ୍ଗିର ଖୁଜେନପାଲି ସ୍ଥିତ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମୁଖ୍ୟ ଉପଦେଷ୍ଟା ବିକ୍ରମାନନ୍ଦ ବହିଦାର ଏବଂ ମୁଖ୍ୟବକ୍ତା ଗୁରୁଶ୍ରୀ
Read More...

ବଲାଙ୍ଗିର ଜିଲ୍ଲା ସିନିୟର ନକ୍‌ଆଉଟ୍‌ ଫୁଟ୍‌ବଲ୍‌ ତୃତୀୟ ଦିବସ

ଖୋଲାନ, ମନହୀରା, ହାତୀସରା, ହଲଦି, ଲୁହାସିଂହା, ଫ୍ରେଣ୍ଡସ୍‌ କ୍ଲବ, ଖୁଣ୍ଟ ସମଲେଇ, କାଲସାଏପାଲି, ଗଇଁନ୍ତଲା, ଚନ୍ଦନଭାଟି, ବିଲେଇସର୍ଡା, ଗୁଲମି ଓ ପ୍ରୋଗ୍ରେସିଭ୍‌ କ୍ଲବ (ବି) ବିଜୟୀ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ୧୨ ଗୋଟି ପଡିଆରେ
Read More...

କଂଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ଗୁରୁତ୍ୱପୂର୍ଣ୍ଣ ରାଏ

ଦୁଇ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନାଅନାଦେୟ ହେଲେ ଅଧିକ ୨ ବର୍ଷ ସଶ୍ରମ କାରାଦଣ୍ଡ କଂଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ମଙ୍ଗଳବାର ଦିନ ଦୁଇ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ୨୦ ହଜାର
Read More...