Yearly Archives

2023

କେବୁଲ ଟେଲିଭିଜନ ନେଟ ୱାର୍କ ଆଇନ ୧୯୯୪ରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ସଂଶୋଧନ

• ଏମ୍‌ଏସ୍‌ଓ ରେଜିଷ୍ଟ୍ରେସନ ବା ନବୀକରଣର ମିଆଦ ୧୦ବର୍ଷ ପାଇଁ ହେବ; ପରିବର୍ଦ୍ଧିତ ଇଣ୍ଟରନେଟ ଆକ୍‌ସେସ ପାଇଁ ଇନ୍‌ଫ୍ରାଷ୍ଟକଚର ସେୟାରିଂ ବ୍ୟବସ୍ଥା• ଏମ୍‌ଏସ୍‌ଓମାନଙ୍କ ପାଇଁ ସେବା ଅବ୍ୟାହତ ରଖିବାକୁ ଠିକ୍ ସମୟରେ ନବୀକରଣ କରିବାକୁ ପଡିବ ଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ
Read More...

ସେପ୍ଟେମ୍ବର ୩୦ ରେ ଆକାଂକ୍ଷୀ ବ୍ଲକଗୁଡିକ ପାଇଁ ‘ସଂକଳ୍ପ ସପ୍ତାହ’ ନାମକ ଏକ ଅନନ୍ୟ ସପ୍ତାହବ୍ୟାପୀ…

ଦେଶର ୩୨୯ ଟି ଜିଲ୍ଲାର ସମସ୍ତ ୫୦୦ ଆକାଂକ୍ଷୀ ବ୍ଲକରେ 'ସଂକଳ୍ପ ସପ୍ତାହ' ପାଳନ କରାଯିବ'ସଂକଳ୍ପ ସପ୍ତାହ'ରେ ପ୍ରତ୍ୟେକ ଦିନ ଏକ ନିର୍ଦ୍ଦିଷ୍ଟ ବିକାଶ ବିଷୟବସ୍ତୁକୁ ସମର୍ପିତ କରାଯାଇଛି ଯାହା ଉପରେ ସମସ୍ତ ଆକାଂକ୍ଷୀ ବ୍ଲକକାର୍ଯ୍ୟ କରିବେ ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ
Read More...

ନିର୍ମାଣ କ୍ଷେତ୍ରରେ ପ୍ରଦୂଷଣମୁକ୍ତ ପଦକ୍ଷେପ

୨୦୭୦ ସୁଦ୍ଧା ଦେଶକୁ ଅଙ୍ଗାର ନିର୍ଗମନରୁ ମୁକ୍ତ ରଖିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ପରିପ୍ରେକ୍ଷୀରେ ନିର୍ମାଣ କ୍ଷେତ୍ରରେ ମଧ୍ୟ ସବୁଜ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ନୀତିନ ଗଡ଼କରୀସ୍ୱଚ୍ଛତା ହିଁ ସେବା ଅଭିଯାନରେ ଜାତୀୟ ରାଜପଥ ଓ ଏହାର ପାଶ୍ୱର୍ବର୍ତ୍ତୀ ଢାବା, ଟୋଲ୍ ପ୍ଲାଜା
Read More...

୬୭୦୦ କୋଟି ଟଙ୍କାର ୨ଟି ପ୍ରସ୍ତାବିତ ରେଳ ପ୍ରକଳ୍ପରୁ ଓଡିଶାରେ ଗୋଟିଏ

● ପ୍ରସ୍ତାବିତ ଗ୍ରୀନଫିଲ୍ଡ ରେଳଲାଇନ ପ୍ରକଳ୍ପ ପଶ୍ଚିମ ଓଡ଼ିଶାର ଶିଳ୍ପ ଓ ଖଣିଜ କ୍ଲଷ୍ଟରକୁ ପୂର୍ବତଟ ବନ୍ଦର ସହ କରିବ ସଂଯୋଗ● ପ୍ରଧାନମନ୍ତ୍ରୀ ଗତିଶକ୍ତି କାର୍ଯ୍ୟକ୍ରମ ଅଧୀନରେ ୫୬ତମ ନେଟୱାର୍କ ପ୍ଲାନିଂ ଗ୍ରୁପ୍ ବୈଠକରେ ୬ଟି ଭିତ୍ତିଭୂମି ପ୍ରକଳ୍ପର ଆକଳନ● ପାଖାପାଖି ୫୨,୦୦୦ କୋଟି
Read More...

ଓଷ୍ଟା ପକ୍ଷରୁ ଉପଖଣ୍ଡସ୍ତରୀୟ ଜରୁରୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଶିକ୍ଷକ ଭବନଠାରେ ଜିଲ୍ଲା ଓଷ୍ଟା ସଭାପତି ଅବନୀ ତ୍ରିପାଠୀଙ୍କ ସଭାପତିତ୍ୱରେ ଓଷ୍ଟା ଡାକରାରେ ସେପ୍ଟେମ୍ବର ୩୦ ତାରିଖର ମହା ସମାବେଶରେ ଯୋଗଦେବା ପାଇଁ ଆଲୋଚନା ହୋଇଥିଲା । ଉକ୍ତ ସଭାରେ ପ୍ରାକ୍ତନ ରାଜ୍ୟ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ,
Read More...

ରେଳ ଉପଭୋକ୍ତା ସଂଘର ରେଳଷ୍ଟେସନ ପରିଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରେଳ ଉପଭୋକ୍ତା ସଂଘର ଏକ ପ୍ରତିନିଧି ଦଳ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ନେତୃତ୍ୱରେ ଷ୍ଟେସନ ପରିଦର୍ଶନରେ ଯାଇଥିଲେ । ବର୍ଷେ ତଳେ ବିଶ୍ୱସ୍ତରୀୟ ରେଳ ଷ୍ଟେସନ ଆଜି ପର୍ଯ୍ୟନ୍ତ ଅଣଦେଖା ହୋଇପଡିଛି । ବରିଷ୍ଠ ନାଗରିକ ରୋଗୀ, ମହିଳାଙ୍କ
Read More...

ବଲାଙ୍ଗିର ଜିଲ୍ଲା ସିନିୟର ନକ୍‌ଆଉଟ୍‌ ଫୁଟ୍‌ବଲ୍‌ ପଂଚମ ଦିବସ

ସୁଜିଆ, ଏପିଜେ ଲୋଇସିଂହା, ଖୁଜେନପାଲି, ଗେର୍ଡି, ବଙ୍ଗୋମୁଣ୍ଡା, ମୁରିବାହାଲ, ରାଏପାଲି, କରେଲଧୁଆ, ଚିକିନିବାହାଲି, କୁରୁସୁଡ, ନକଟାସର, ମହିମୁଣ୍ଡା ଓ ଭାଲୁପିଟା ୱାଇଏସ୍‌ଏଫ୍‌ସି ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ୧୧ ଗୋଟି
Read More...

ଭାରତୀୟ କିଷାନ ସଂଘ ଓଡିଶା ବଲାଙ୍ଗିର ଜିଲ୍ଲାସ୍ତରୀୟ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଆର୍ଯ୍ୟ ସମାଜ ମନ୍ଦିର ପ୍ରାଙ୍ଗଣରେ ଶଶୀ ଭୂଷଣ ସାହୁ ଜିଲ୍ଲା ସଭାପତିଙ୍କ ସଭାପତିତ୍ୱରେ ଆଗାମୀ ନଭେମ୍ବର ୩ ତାରିଖ ଭୁବନେଶ୍ୱରଠାରେ ହେବାକୁ ଥିବା ଆନ୍ଦୋଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଧାକୃଷ୍ଣ ମେହେର
Read More...

କପିଳେଶ୍ଵର ଯୁବକ ସଂଘ ଯୁରାବନ୍ଧ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ଉଦ୍‌ଯାପିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ପବିତ୍ର ଗଣେଶ ପୂଜା ଓ ନୂଆଁଖାଇ ଉପଲକ୍ଷେ କପିଳେଶ୍ଵର ଯୁବକ ସଂଘ ଯୁରାବନ୍ଧ ଅନୁକୂଲ୍ୟରେ ଦୁଇ ଦିନିଆ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନରେ ମୂଖ୍ୟ ଅତିଥି ଭାବେ ରାଜ୍ୟ ଯାଦବ ସଭାପତି ପ୍ରକଳ୍ପ ବିଭାଗ(ଓଡିଶା)
Read More...

ସାଇବର କ୍ରାଇମ ରୋକିବା ନିମନ୍ତେ ଗଞ୍ଜାମ ଜିଲ୍ଲା ପୋଲିସ ପ୍ରଶାସନର ଉଦ୍ୟମ ଓ ତତ୍ପରତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ବଢୁଛି ସାଇବର କ୍ରାଇମ । ଏହାକୁ ରୋକିବାକୁ ଗଞ୍ଜାମ ପୋଲିସ ପ୍ରଶାସନ ଓ ଗଞ୍ଜାମ ଜିଲ୍ଲା ସାଧାରଣ ପ୍ରଶାସନର ମିଳିତ ପ୍ରୟାସ ଆରମ୍ଭ ହୋଇଛି । ଏଥିପାଇଁ ପ୍ରତିଟି ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ତୃଣମୂଳ ସ୍ତରରୁ ସଚେତନତା ସଭା, ରାଲି
Read More...