Yearly Archives

2023

ଝାରବନ୍ଧର ସ୍ୱାମୀ ବିବେକାନନ୍ଦ ଷ୍ଟଡ଼ି ସର୍କଲ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌

ଝାରବନ୍ଧ, (ପୁସ୍ତମ୍ ଯୁଆଡି) : ସ୍ୱାମୀ ବିବେକାନନ୍ଦ ଷ୍ଟଡ଼ି ସର୍କଲ, ଝାରବନ୍ଧ, ବରଗଡ଼ ଆନୁକୂଲ୍ୟରେ ଅନୁଷ୍ଠାନର ମାର୍ଗଦର୍ଶକ ସୁଶ୍ରୀ ଯାଜ୍ଞସେନି ନାୟକଙ୍କ ଅଧ୍ୟକ୍ଷତାରେ ଆଭାସି ମାଧ୍ୟମରେ ନୂଆଁଖାଇ ଭେଟ୍‌ଘାଟ୍‌ ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଙ୍ଗଠନର
Read More...

ଶାସ୍ତ୍ରୀନଗର ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ହେଉଛି ପବିତ୍ର ଗାନ୍ଧୀ ଜୟନ୍ତୀ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୪ତମ ଜୟନ୍ତୀ । ବ୍ରିଟିଶମାନଙ୍କ ଦ୍ୱାରା ଭାରତୀୟ ସମାଜରେ ଦାସତ୍ୱର ଶୃଙ୍ଖଳା ଭାଙ୍ଗିବା ପାଇଁ ସେ ଅହିଂସା ମାର୍ଗକୁ ଆପଣାଇଥିଲେ । ସେ ସବୁ ସମୟରେ ଅନ୍ୟାୟ ବିରୋଧରେ ସଂଘର୍ଷ
Read More...

ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ପଦ୍ମପୁର ଉପଖଣ୍ଡ ପ୍ରଶାସନ ଓ ଏନ୍ଏସି ତରଫରୁ ମହାତ୍ମାଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏହି ଅବସରରେ ସହର ମଧ୍ୟରେ
Read More...

ରେଳ ଯୋଗେ ପାର୍ସଲ କରିଥିବା ଆକ୍ଟିଭା-ଆଇ ସ୍କୁଟି ଗାଏବ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୩୦ ତାରିଖରେ ବଲାଙ୍ଗିର ରେଳ ଷ୍ଟେସନରୁ ବୁକିଙ୍ଗ୍‌ ହୋଇ ତାଳଚେର ପଠାଇଥିବା ଏକ୍ଟିଭା-ଆଇ ସ୍କୁଟି ନଂ ଓଡି୦୩ବି୯୩୯୭ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନଥିବା ଅଭିଯୋଗ ହୋଇଛି । ଏନେଇ ତାଳଚେର ରେଳଷ୍ଟେସନର ବୁକିଙ୍ଗ୍‌ ସୁପରିଷ୍ଟେଣ୍ଡେଣ୍ଟଙ୍କୁ ପଚାରିବାରୁ ଏହି
Read More...

ପଣ୍ଡିତ ଦୁର୍ଗା ଚରଣ କର ସାହିତ୍ୟ ସଂସଦ କେରା ପକ୍ଷରୁ ଓଡ଼ିଆ ଶିକ୍ଷାକର୍ମୀମାନଙ୍କୁ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ରବିବାର ଅକ୍ଟୋବର ଏକ ତାରିଖରେ ଝାଡ଼ଖଣ୍ଡର ପୂର୍ବ ସିଂହଭୂମି ଜିଲ୍ଲା ଅନ୍ତର୍ଗତ ବହଡାଗୋଡାର ଗୁହିଆପାଳ ଓଡ଼ିଆ ଉଚ୍ଚବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ ପଣ୍ଡିତ ଦୁର୍ଗା ଚରଣ କର ସାହିତ୍ୟ ସଂସଦ କେରା ପକ୍ଷରୁ କରାଯାଇଥିଲା । ଉକ୍ତ
Read More...

ପିଆଇବି ଓ ସିବିସି ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, (ପିଆଇବି) : ଗାନ୍ଧୀ ଜୟନ୍ତୀର ଅବ୍ୟବହିତ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବ୍ୟାପୀ ସ୍ୱଚ୍ଛତା ହିଁ ସେବା ଅଭିଯାନ ଆୟୋଜିତ ହୋଇଯାଇଛି । ବିଭିନ୍ନ ବର୍ଗର ଜନସାଧାରଣ ୧ ତାରିଖରେ, ଏକା ସାଥୀରେ, ଏକ ଘଣ୍ଟା ପାଇଁ ଶ୍ରମଦାନ କରିଛନ୍ତି । ଏହି
Read More...

ସ୍ୱଚ୍ଛତା ଅଭିଯାନରେ ଭାଗ ନେଲେ ପ୍ରଧାନମନ୍ତ୍ରୀ

ଅଙ୍କିତ ବାୟନପୁରିଆ ମଧ୍ୟ ଏହି ଅଭିଯାନରେ ପ୍ରଧାନମନ୍ତ୍ରୀଙ୍କ ସହ ସାମିଲ ହେଲେ ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଆଜି ସାରା ଦେଶ ସ୍ୱଚ୍ଛତା ଅଭିଯାନ ପାଳନ କରିଛି । ସମସ୍ତେ ସ୍ୱଚ୍ଛତା ପାଇଁ ଗୋଟିଏ ଘଣ୍ଟା ଉତ୍ସର୍ଗ କରିଛନ୍ତି ଯାହା ଦେଶର
Read More...

ଜନ ଶିକ୍ଷଣ ସଂସ୍ଥାନ ଦ୍ୱାରା ଖମ୍ବେଶ୍ୱରୀ ପୀଠରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭବାନୀପାଟଣା : ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଜନ ଶିକ୍ଷଣ ସଂସ୍ଥାନ କଳାହାଣ୍ଡିର ନିଦ୍ଦେଶକ ସୁବ୍ରତ କୁମାର ତ୍ରିପାଠୀଙ୍କ ତତ୍ୱାବଧାନରେ ଭବାନୀପାଟଣା ବ୍ଲକ ଗୋବରା ଗାଁ ଶଗଡା ସ୍ଥିତ ମା' ଖମ୍ବେଶ୍ୱରୀ ମନ୍ଦିର ଓ ସୋମବାର ବଜାର ପ୍ରାଣଙ୍ଗରେ
Read More...

ବଲାଙ୍ଗିର ଜିଲ୍ଲା ସିନିୟର ନକ୍‌ଆଉଟ୍‌ ଫୁଟ୍‌ବଲ୍‌ ଅଷ୍ଟମ ଦିବସ

ସୁଜିଆ, ଗଇଁନ୍ତଲା, ଆଗଲପୁର, ପତ୍ରାପାଲି, ହାତିସରା, କୁରସୁଡ ଓ ଡିଏଫ୍‌ଏ ବିଜୟୀ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ୭ ଗୋଟି ପଡିଆରେ ଫୁଟ୍‌ବଲ୍‌ ଖେଳ ଅନୁଷ୍ଠିତ ହୋଇଯାଇଛି । ସୁଜିଆ ପଡିଆରେ ସୁଜିଆ ୨-୦ ଗୋଲରେ କୁଶଙ୍ଗକୁ ହରାଇ ବିଜୟୀ ହୋଇଛି
Read More...

ସଇଁତଲାରେ ବ୍ଲକସ୍ତରୀୟ ବିପର୍ଯ୍ୟୟ ପରିଚାଳନା କର୍ମଶାଳା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ବିପର୍ଯ୍ୟୟ ପରିଚାଳନା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ତହସିଲଦାର
Read More...