ବସ୍ତି ଅଞ୍ଚଳରେ ଡେଙ୍ଗୁ ଓ ଚିକେନଗୁନିଆ ରୋଗ ବାବଦରେ ଜନସାଧାରଣ ମଧ୍ୟରେ ସଚେତନତା ପାଇଁ ଅଣ୍ଟା ଭିଡ଼ିଲା ମାନବିକତା…
ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ବର୍ଷ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ରେକର୍ଡ ଭାବେ ବୃଦ୍ଧି ପାଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଡେଙ୍ଗୁ ଓ ଚିକେନଗୁନିଆ ରୋଗୀଙ୍କ ସଂଖ୍ୟା ବହୁତ ଅଧିକ । ଚିକିତ୍ସା ନିମନ୍ତେ ସରକାରୀ ହସ୍ପିଟାଲ ସମେତ ପିଏଚ୍ସି ଓ ସିଏଚ୍ସିରେ!-->…
Read More...
Read More...