ରୁଚି ବିଶ୍ୱାଳଙ୍କୁ ଇସ୍ପାତ ଫିଟନେସ୍ ପାର୍କ ତରଫରୁ ଶ୍ରଦ୍ଧାଞ୍ଜଳି
ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ସ୍ଥିତ ଇସ୍ପାତ ଫିଟ୍ନେସ୍ ପାର୍କର ଆରମ୍ଭଠାରୁ ଏହା ସହ ଅଙ୍ଗାଅଙ୍ଗୀ ଭାବେ ଜଡିତ ପୋଲିସ ଅଫିସର ରୁଚିର କୁମାର ବିଶ୍ୱାଳଙ୍କ ଅକାଳ ବିୟୋଗରେ ପାର୍କଠାରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ପାର୍କର ବର୍ଷିଆନ ମୁଖ୍ୟ ନିମାଇଁ ଚରଣ!-->…
Read More...
Read More...