ରାଜ୍ୟ ସରପଞ୍ଚ ମହାସଂଘର ଆନ୍ଦୋଳନ ସ୍ଥଗିତ
ବ୍ରହ୍ମପୁର, (କେପିଏନ୍ଏସ୍) : ସ୍ଥଗିତ ହେଲା ରାଜ୍ୟ ସରପଞ୍ଚ ମହାସଂଘ ଆନ୍ଦୋଳନ । ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ଏକ ମାସର ମହଲତ ଦେଇଛି ମହାସଂଘ । ସରକାର କହିଛନ୍ତି ଡିସେମ୍ବର ୩୧ ତାରିଖ ସୁଦ୍ଧା ଦାବୀଗୁଡିକର ସମୀକ୍ଷା କରି ପଦକ୍ଷେପ ନିଆଯିବ । ଆନ୍ତଃ ମନ୍ତ୍ରୀସ୍ତରୀୟ!-->…
Read More...
Read More...