Yearly Archives

2023

ଟିଟିଲାଗଡରେ ସାଇବର ସୁରକ୍ଷା ଅଭିଜାନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଓଡିଶା ପୋଲିସ ପକ୍ଷରୁ ରାଜ୍ୟ ବ୍ୟାପୀ ଏକ ସାଇବର ସୁରକ୍ଷା ଅଭିଯାନ ଗାଡି ବୁଲୁଛି । ଜନସାଧାରଣମାନଙ୍କୁ ସାଇବର କ୍ରାଇମ ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ଟିଟିଲାଗଡ଼ ଏହି ସଚେତନ ଗାଡି ପହଞ୍ଚି ଶୁକ୍ରବାର ଦିନ ଡିଏଭି ମହାବିଦ୍ୟାଳୟ, ହିନ୍ଦୀ
Read More...

ଶାନ୍ତିପଡାରେ ଦୁର୍ଗା ପୂଜା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ମହାଳୟା ଦିନରେ ଜଗତ ଜନନୀ ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା ନିମନ୍ତେ ଶାନ୍ତିପଡ଼ାରେ ଅନୁଷ୍ଠିତ ହୋଇଯାଇଛି କଳସ ଶୋଭାଯାତ୍ରା । ଏହି କଳସ ଯାତ୍ରାରେ ଶାନ୍ତିପଡ଼ା ତଥା ଆଖପାଖ ଅଞ୍ଚଳର ଶତାଧିକ ମହିଳା ଏବଂ ପୁରୁଷ ଯୋଗ ଦେଇଥିବା ଦେଖିବାକୁ
Read More...

ରୌପ୍ୟ ଜୟନ୍ତୀ ନବରାତ୍ର ଦୁର୍ଗାପୂଜା ଉପଲକ୍ଷେ କଳସ ଶୋଭାଯାତ୍ରା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ପ୍ରତିବର୍ଷ ପରି ଚଳିତ ବର୍ଷ ରୌପ୍ୟ ଜୟନ୍ତୀ ନବରାତ୍ର ଦୁର୍ଗାପୂଜା ଉପଲକ୍ଷେ କଳସ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ପ୍ରଥମେ ସ୍ଥାନୀୟ ମଣ୍ଡପ ପରିସରରେ ସହରର ମହିଳା ଓ ପୁରୁଷମାନେ ଏକତ୍ରିତ ହୋଇଥିଲେ । ଏହାପରେ ଘଣ୍ଟବାଜା
Read More...

ଟିଟିଲାଗଡ ମାରୱାଡି ଯୁବାମଞ୍ଚ ପକ୍ଷରୁ ପିତୃପକ୍ଷ ଆରମ୍ଭ ଦିନରୁ ମହାଳୟା ଯାଏଁ ସବୁଦିନ ଦେଲେ ଅନ୍ନ ପ୍ରସାଦ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ମହାଳୟା ଦିନ ନିଜ ପୂର୍ବଜ ମାତା ପିତା, ଅଜା ଆଇ, ଜେଜେ ମା', ଜେଜେ ବାପା ତଥା ସମସ୍ତ ମୃତବ୍ୟକ୍ତିଙ୍କ ଆତ୍ମାର ଶାନ୍ତି ନିମନ୍ତେ ନିଜର ବଂଶଜଙ୍କ ଦ୍ୱାରା ଶ୍ରାଦ୍ଧ ଦେଇ ସେମାନଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରାଯାଏ । ସମସ୍ତ ଘରମାନଙ୍କରେ ଶ୍ରାଦ୍ଧ କରିବା
Read More...

କୋଷାଗୁମୁଡ଼ା ବ୍ଲକରେ ‘ଘରେ ଘରେ କଂଗ୍ରେସ, ଘରେ ଘରେ ହାତ’ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋଷାଗୁମୁଡ଼ା, (ଜଗନ୍ନାଥ ବିଷୋୟୀ) : ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସେପ୍ଟେମ୍ବର ପନ୍ଦର ଠାରୁ ଅକ୍ଟୋବର ପନ୍ଦର ପର୍ୟ୍ୟନ୍ତ ଘରେ ଘରେ କଂଗ୍ରେସ, ଘରେ ଘରେ ହାତ କାର୍ଯ୍ୟକ୍ରମ ଆୟୋଜିତ ହେଉଯାଇଛି । ଏହି ଅବସରରେ କୋଷାଗୁମୁଡା ଚାଉଁରିଆ ମନ୍ଦିର ଠାରୁ ଏକ ବିଶାଳ
Read More...

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ମହିଳା ନେତ୍ରୀ ଶ୍ରୀମତୀ ନିରୁପମା ମାଝୀଙ୍କୁ ସମ୍ୱର୍ଦ୍ଧନା ଜ୍ଞାପନ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ନୂତନ ଭାବେ ବଲାଙ୍ଗିର ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦର ଉପସଭାପତି ରୂପେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ମହିଳା ନେତ୍ରୀ ଶ୍ରୀମତୀ ନିରୁପମା ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋନୋନୀତ କରିଥିବାରୁ ଆଜି କଣ୍ଟାବାଞ୍ଜି ବିଜେଡି
Read More...

ଗୁଦେରପାଲିରେ ଆଞ୍ଚଳିକ ଚାଷୀ ସଂଗଠନର ନୂଆଁଖାଇ ଭେଟଘାଟ : ଯୋଗଦେଲେ ୧୨ଟି ବ୍ଳକର ଚାଷୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୂଆଁଖାଇ ସରିଲା ପରେ ବିଭିନ୍ନ ସ୍ଥାନରେ ବିଶିଷ୍ଟ ବ୍ୟକ୍ତି, ବିଭିନ୍ନ ଅନୁଷ୍ଠାନ ତରଫରୁ ସ୍ୱତନ୍ତ୍ର ଭାବରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯାଇଥିଲା । ଭେଟଘାଟ ମାଧ୍ୟମରେ ସମସ୍ତେ ଏକତ୍ରିତ ହେବାର ସୁଯୋଗ ମିଲିଥାଏ ଠିକ୍ ସେହିଭଳି ଆଞ୍ଚଳିକ ଚାଷୀ ସଂଗଠନ
Read More...

ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ମୁକାବିଲାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ରଙ୍କ…

• ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣକୁ ରୋକିବା ଏବଂ ହ୍ରାସ କରିବା ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା କଲେ• ସ୍ୱଚ୍ଛ ଇନ୍ଧନ ଏବଂ ଇ-ଯାନକୁ ଆପଣାଇବାର ଆବଶ୍ୟକତା ରହିଛି, ଇଭି ଚାର୍ଜିଂ ଭିତ୍ତିଭୂମିର ବିକାଶ ମଧ୍ୟ ଆବଶ୍ୟକ• ଜିଆରଏପିରେ ତାଲିକାଭୁକ୍ତ କାର୍ଯ୍ୟକୁ କଡ଼ାକଡ଼ି
Read More...

ଓଡ଼ିଶା ପରିବେଶ ସମିତି ପକ୍ଷରୁ କ୍ଲୋରୋଫିଲ୍ ସ୍କୁଲ ପରିସରରେ ଚାରା ରୋପଣ

ବ୍ରହ୍ମପୁର, ( କେ. ସତ୍ୟନାରାୟଣ ରେଡ୍ଡୀ ) : ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର ଏଵଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ବ୍ରହ୍ମପୁର ଉପକଣ୍ଠ ଭାବନ୍ଧ ନିକଟସ୍ଥ କ୍ଲୋରୋଫିଲ୍ ସ୍କୁଲ ପରିସରରେ ବୃକ୍ଷଚାରା ରୋପଣ କରାଯାଇଛି । ଏହି ବୃକ୍ଷରୋପଣ
Read More...

ନବମ ଜି – ୨୦ ସଂସଦୀୟ ବାଚସ୍ପତି ସମ୍ମିଳନୀ (ପି୨୦) କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

● ଏହି ଶିଖର ସମ୍ମିଳନୀ ସମଗ୍ର ବିଶ୍ୱର ବିଭିନ୍ନ ସଂସଦୀୟ ପ୍ରଥାର ଏକ ଅନନ୍ୟ ସମାଗମ● ପି - ୨୦ ଶିଖର ସମ୍ମିଳନୀ ସେହି ଭୂମିରେ ଅନୁଷ୍ଠିତ ହେଉଛି ଯାହା କେବଳ ଗଣତନ୍ତ୍ରର ଜନନୀ ଭାବରେ ପରିଚିତ ନୁହେଁ , ବରଂ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ମଧ୍ୟ ଅଟେ● ଭାରତରେ କେବଳ ବିଶ୍ୱର ସର୍ବବୃହତ
Read More...