Yearly Archives

2023

ତୁରେକେଲା ବ୍ଲକ ଲର୍କି ଗ୍ରାମରୁ ଘରେ ଘରେ କଂଗ୍ରେସ, ଘରେ ଘରେ ହାତ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ ସାଲୁଜା

 ଜନସାଧାରଣ ଙ୍କ ପାଇଁ କଂଗ୍ରେସ କାର୍ଯ୍ୟ କରିବ.ବିଜେଡି ଓ ଭାଜପା ସରକାରଙ୍କ ଉପରେ ବର୍ଷିିଲେ ବିଧାୟକ ଶତାଧିକ ବିଜେଡି ,ଭାଜପା କର୍ମି କଂଗ୍ରେସରେ ହେଲେ ସାମିଲ କଂଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳି ଅଧିନସ୍ଥ ତୁରେକେଲା
Read More...

ଖପ୍ରାଖୋଲ ପୋଲିସ ଦ୍ୱାରା ପାଞ୍ଚ ଜଣ ଦାଦନ ଶ୍ରମିକ ଉଦ୍ଧାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ପୋଲିସ ଦ୍ୱାରା ଶନିବାର ଦିନ ୫ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ଜଣାପଡିଛି । ଉଦ୍ଧାର ଶ୍ରମିକମାନେ ତେଲେନପାଲି ପଞ୍ଚାୟତ ଅନ୍ତର୍ଗତ ଜୁନାନିବାହାଲ ଗାଁର ବୋଲି ପୋଲିସ ସୂଚନା ଦେଇଛି । ସୂଚନା ଅନୁସାରେ ଦୁଇଟି ବାଇକରେ କିଛି ଦାଦନ ଶ୍ରମିକ
Read More...

ଅସ୍ତି ବିସର୍ଜନକୁ ନେଇ ତୁମୂଳ କାଣ୍ଡ : ୩ ବାପ ପୁଅଙ୍କୁ ବାନ୍ଧିଲା ପୁଇଁନ୍ତଲା ଥାନା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଟିକ୍ରାପଡ଼ାଠାରେ ଅସ୍ତି ବିସର୍ଜନକୁ ନେଇ ଏକ ତୁମୂଳ କାଣ୍ଡ ଘଟିଥିବା ବେଳେ ଏହି ଘଟଣାରେ ୩ ଜଣ ବାପ ପୁଅଙ୍କୁ ଗିରଫ କରିଛି ପୁଇଁନ୍ତଲା ଥାନା ପୋଲିସ । ଗିରଫ ୩ ଜଣ ହେଲେ ପୁଇଁନ୍ତଲା ଥାନା ଅନ୍ତର୍ଗତ ବନ୍ଧପଡ଼ା ଅଂଚଳର ଶ୍ରୀମନ୍ତ ଅମାତ ଓ
Read More...

ନରସିଂହଙ୍କ ପ୍ରେସ ବିବୃତି

ରାଧାକୃଷ୍ଣ ମନ୍ଦିର ବଲାଙ୍ଗିର ନ ଭାଙ୍ଗି ତାର ସୁରକ୍ଷା କରୁ ପ୍ରଶାସନ : ନରସିଂହଲୋକଙ୍କ ଭାବାବେଗ ସହ ଖେଳିଲେ ହେବ ଜନ ଆନ୍ଦୋଳନ : ନରସିଂହ ବଲାଙ୍ଗିର,( ଦେବାଶିଷ ମିଶ୍ର ) : ବଲାଙ୍ଗିର ରାଧାରାଣୀ ପଡା ଜିଲ୍ଲା ସଦର ମହକୁମା ଡାକ୍ତରଖାନା ନିକଟବର୍ତ୍ତି ରାଧାକୃଷ୍ଣ ମନ୍ଦିର ବଲାଙ୍ଗିରର
Read More...

ବାଳବେଙ୍ଗ ଗ୍ରାମର ପ୍ରହରୀ ମଣ୍ଡପର ଶିଳାନ୍ୟାଶ କଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡା ବ୍ଲକ ଅର୍ଷାତୁଲା ପଞ୍ଚାୟତ ଅଧୀନରେ ଥିବା ବାଳବେଙ୍ଗ ଗ୍ରାମର ପ୍ରହରୀ ମଣ୍ଡପର ଶିଳାନ୍ୟାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ
Read More...

ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଫିରୋଜ ଖାଁଙ୍କ ନେତୃତ୍ୱରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କଁସିଲ ପଂଚାୟତର ଧୁଣ୍ଡିମହୁଲ, ଡ଼ୁମେରମୁଣ୍ଡା, କଁସିଲ ଓ ମୁଣ୍ଡପଦର ପଂଚାୟତର ଗୋବିନ୍ଦପୁର, କନ୍ଧବାହାଲ, ସାଗୁନଭାଡି ଓ କୁଣ୍ଡାବୁଟୁଳା
Read More...

ବଲାଙ୍ଗିର ସଦର ବ୍ଲକ କଂଗ୍ରେସ ପକ୍ଷରୁ ଜନଜାଗରଣ ପଦଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବ୍ଲକ ସଭାପତି ରାମ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଜନଜାଗରଣ ପଦଯାତ୍ରା କୁଡାସିଂହା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ପ୍ରଦେଶ କଂଗ୍ରେସ କମିଟି ଡାକରାରେ ଘରେ ଘରେ କଂଗ୍ରେସ, ଘରେ ଘରେ ହାତ
Read More...

ଜାତୀୟ ବିଜ୍ଞାନ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତାରେ ଯୋଗ ଦେଇଥିବା କଳାହାଣ୍ଡିର ଛାତ୍ର ସୌମ୍ୟ ରଞ୍ଜନ ସିଂହ ଓ…

କଳାହାଣ୍ଡି, (ପିକେ ସାହୁ) : ଜାତୀୟ ସ୍ତରରେ ପୁରସ୍କୃତ ହେଲେ କଳାହାଣ୍ଡି ପୁଅ । କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ହୋଇ ତିନିଦିନ ଧରି ଚାଲିଥିବା ଜାତୀୟ ବିଜ୍ଞାନ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲା
Read More...

ବାଣ ଓ ମଦ ଚୋରାଚାଲାଣ ବେଳେ ଧରାପଡିଲେ ଜଣେ ହୋମ୍‌ଗାର୍ଡ : ପୋଲିସ ଜିମାରେ ଦେଲେ ଗାଁ ଲୋକେ

ବେଗୁନିଆ : ବାଣ ଓ ମଦ ଚୋରାଚାଲାଣ ବେଳେ ଧରାପଡିଲେ ଜଣେ ହୋମ୍‌ଗାର୍ଡ । ସୂଚନା ଅନୁସାରେ ରାତିଅଧିଆ ବେଗୁନିଆ ଥାନାରୁ କାର୍‌ରେ ବାଣ ଓ ମଦ ଚୋରାଚାଲାଣ ବେଳେ ଜଣେ ହୋମଗାର୍ଡଙ୍କୁ ଅଟକ ରଖି ଗାଁ ଲୋକେ ପୋଲିସ ଜିମାରେ ଦେଇଛନ୍ତି । ତେବେ ଏହି ଚୋରା ଚାଲାଣ ଅଭିଯୋଗକୁ ହୋମଗାର୍ଡ ସ୍ୱୀକାର
Read More...

ଟଙ୍କା ଓ ସୁନାଗହଣା ଲୁଟି ଫେରାର୍‌ ହେବା ବେଳେ ଆର୍‌ପିଏଫ୍‌ ପୋଲିସ ହାତରେ ଧରାପଡିଲେ ୨ ଡକାୟତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାରାଷ୍ଟ୍ର ଲକଡଗଞ୍ଜ ଥାନା ଅଞ୍ଚଳରୁ ଟଙ୍କା ଓ ସୁନାଗହଣା ଲୁଟି ଟ୍ରେନ ଯୋଗେ ବଲାଙ୍ଗିର ଦେଇ ଯାଉଥିବା ଦୁଇ ଡକାୟତଙ୍କୁ ଆରପିଏଫ୍ ପୋଲିସ କାବୁ କରିଛି । ଖବର ପାଇ ଲକଡଗଞ୍ଜ ପୋଲିସ ବଲାଙ୍ଗିର ପହଞ୍ଚି ଉଭୟଙ୍କୁ ନିଜ ସହ ନେଇଯାଇଥିବା ଜଣାପଡ଼ିଛି । ଅଭିଯୁକ୍ତ
Read More...