Yearly Archives

2023

ଡମଣା ଛକରେ ଅଟୋକୁ ପିଟିଲା କାର୍‌

ବାରଙ୍ଗ : ଭୁବନେଶ୍ୱର ଡମଣା ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଯାତ୍ରୀବାହୀ ଅଟୋକୁ ପିଟିଲା କାର୍‌ । ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଭୁବନେଶ୍ୱର ଡମଣା ଛକରେ
Read More...

ରାଜେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଉଦ୍‌ଯାପନୀ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉତ୍ସବ ଶୁକ୍ରବାର ଦିନ ଉଦ୍ଦୀପନା ଓ ଉତ୍କଣ୍ଠାର ସହିତ ସମାପନ ହୋଇଯାଇଛି । ଏଥିରେ ଅଧ୍ୟକ୍ଷା ଡ଼ା. ରଶ୍ମୀ ସାହୁ ଅଧ୍ୟକ୍ଷତା କରିଥିଲେ । ବଲାଙ୍ଗିର ପୌର ପାଳିକା
Read More...

୧୯୯୪ ମସିହା ସପ୍ତମ ଶ୍ରେଣୀ ବ୍ୟାଚ୍‌ର ବନ୍ଧୁମିଳନ ଅନୁଷ୍ଠିତ

ଆଗଲପୁର, (କେପିଏନ୍‌ଏସ୍‌) : ୧୯୯୪ ମସିହା ସପ୍ତମ ଶ୍ରେଣୀ ବ୍ୟାଚ୍‌ର ବନ୍ଧୁମିଳନ ଆଗଲପୁର ବ୍ଲକ ଭରସୂଜା ଗ୍ରାମସ୍ଥିତ ଆମ୍ବବଗିଚାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶତାଧିକ ବନ୍ଧୁ ଯୋଗ ଦେଇଥିବା ବେଳେ ଭୋଜିର ଆୟୋଜନ କରାଯାଇଥିଲା । ଆନନ୍ଦ ଉଲ୍ଲାସର ସହ ବନ୍ଧୁମିଳନ ଆୟୋଜିତ ହୋଇଥିବା
Read More...

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା : ଦୁଇ ମୃତ

ବାରଙ୍ଗ : ଦୁଇ ରେସିଂ ବାଇକ୍‌ ମୁହାମୁହିଁ ଧକ୍କା । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା
Read More...

ଅଗ୍ନିଶମ କର୍ମଚାରୀଙ୍କ ମହାନତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଶାସକ୍ତ ଅବସ୍ଥାରେ ବାଇକ୍‌ରେ ଯାଉଥିବା ବେଳେ ରାସ୍ତାକଡ଼ର ଗଛରେ ବାଡେ଼ଇ ହୋଇ ସାରା ରାତି ରାସ୍ତା କଡ଼ରେ ପଡ଼ିଥିବା ଯୁବକଙ୍କୁ ସକାଳୁ ଉଦ୍ଧାର କରି ଅଗ୍ନିଶମ ବାହିନୀ କର୍ମଚାରୀମାନେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି
Read More...

ବେଦାନ୍ତ ଗାଡି ଧକ୍କାରେ ଭାଙ୍ଗିଥାନ୍ତା ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାଉଣ୍ଡରି ୱାଲ୍ : ଅଳ୍ପକେ ବର୍ତିଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବେଦାନ୍ତ ଗାଡି ଧକ୍କାରେ ଭାଙ୍ଗିଥାନ୍ତା ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାଉଣ୍ଡରି ୱାଲ୍ । ଅଳ୍ପକେ ବର୍ତିଲା । ସୂଚନା ଅନୁସାରେ, ଆଜି ଭୋର୍‌ ଆଡ଼କୁ ରାତି ପ୍ରାୟ ୪ଟା ସମୟରେ ଝାର୍‌ସୁଗୁଡାରୁ ବିଶାଖାପାଟଣାକୁ ଯାଉଥିବା ଖାଲି ବେଦାନ୍ତ ଗାଡିର ବାଆଁ
Read More...

ରାସ୍ତାରୁ ମିଳିଲା କଟା ପାପୁଲି

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ମାନପୁର ଛକରେ ଅଘଟଣ । ରାସ୍ତାରୁ କଟା ପାପୁଲିକୁ ଜବତ କରିଛି ଜଙ୍କିଆ ଥାନା ପୋଲିସ । ଜବତ କଟା ପାପୁଲିକୁ ନେଇ ଛାନ୍‌ଭିନ୍‌ ଆରମ୍ଭ କରିଛି ଜଙ୍କିଆ ଥାନା ପୋଲିସ । ସୂଚନା ଅନୁଯାୟୀ, ମାନପୁର ଛକ ନିକଟରେ ଏକ କଟା ପାପୁଲି ପଡିଥିବାର ଦେଖିଥିଲେ
Read More...

ଅନୁଗୋଳ କାଙ୍ଗୁଲା ବେନ୍ତପୁରଠାରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଗରିବ ଲୋକମାନେ ଆତ୍ମନିର୍ଭର ହେଲେ ହିଁ ବିକଶିତ ଭାରତ ସମ୍ଭବ : ଧର୍ମେନ୍ଦ୍ର ପ୍ରଧାନମୋଦି ସରକାରରେ ହୋଇଥିବା କଲ୍ୟାଣକାରୀ ଯୋଜନାର ହିସାବ ଦେଲେ କେନ୍ଦ୍ରମନ୍ତ୍ରୀମୋଦିଙ୍କ ଗ୍ୟାରେଣ୍ଟି ଅର୍ଥ ସବୁ ବର୍ଗର ଉନ୍ନତିବିକଶିତ ଭାରତ ସଂକଳ୍ପ ଯାତ୍ରା, ନରେନ୍ଦ୍ର ମୋଦିଙ୍କୁ ଦେଶର ତୃତୀୟ ଥର
Read More...

ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୬ତମ ଜନ୍ମ ମହାମହୋତ୍ସବ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୬ତମ ଜନ୍ମ ବାର୍ଷିକ ମହାମହୋତ୍ସବ ପାଳନ ସହିତ ଡେଲାଙ୍ଗ ବ୍ଲକସ୍ତରୀୟ ବାର୍ଷିକ ସତସଙ୍ଗ କାର୍ଯ୍ୟକ୍ରମ ରବିବାର ଡେଲାଙ୍ଗ ଜଳସେଚନ କାର୍ଯ୍ୟାଳୟ, ସମ୍ମାନା ପଡିଆରେ ଅନୁଷ୍ଠିତ ହୋଇଯାଇଛି ।
Read More...

ଗାଁ ସଶକ୍ତ ହେଲେ ଦେଶର ବିକାଶ ସମ୍ଭବ ହୋଇପାରିବ : ଅର୍ଜୁନ ମୁଣ୍ଡା

କେନ୍ଦୁଝର ଜିଲ୍ଲା ରାଧିକାଦେଇପୁର ଏବଂ ଭଣ୍ଡାରିଡିହା ପଞ୍ଚାୟତରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗଦେଲେ କେନ୍ଦ୍ର ମନ୍ତ୍ରୀସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ମତ ବିନିମୟ କଲେ ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ଆଦିବାସୀ ବ୍ୟାପାର, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ
Read More...