Yearly Archives

2023

‘ଏବ୍ଲି’ର ୟୁନିଟ ୩ ସୋରୁମ ବଲାଙ୍ଗିର ସହରର ଭାଗରଥି ଛକଠାରେ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଥିବା 'ଏବ୍ଲି'ର ୟୁନିଟ ୩ ସୋରୁମ ଭାଗିରଥି ଛକଠାରେ ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ରଙ୍କ କରକମଳରେ ଉଦ୍‌ଘାଟିତ ହୋଇଯାଇଛି । ଏହି ତିନି ମହଲା ବିଶିଷ୍ଟ ସୋରୁମ ତଳ ମହଲରେ ବିଭିନ୍ନ କମ୍ପାନୀର ଟିଭି, ଏସି, ମୋବାଇଲ, କମ୍ପୁଟର, କ୍ୟାମେରା
Read More...

ବଲାଙ୍ଗିର ଜିଲ୍ଲା ପରିଦର୍ଶନରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ

ଯୁବ ଖେଳାଳୀଙ୍କ ପ୍ରଶିକ୍ଷଣକୁ ଗୁରୁତ୍ୱ ଦେଇ ପଶ୍ଚିମ ଓଡିଶା ବିକାଶ ପରିଷଦ ଦ୍ୱାରା ୧୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣାଜବାହାରଲାଲ କଲେଜରେ ୧ କୋଟି ବ୍ୟୟ ବରାଦରେ ମଲ୍ଟିପରପୋଜ୍ ହଲ୍ ନିର୍ମାଣ ଘୋଷଣାଗାନ୍ଧୀ ଷ୍ଟାଡିୟମରେ ୩ କୋଟି ୩୦ ଲକ୍ଷ ବ୍ୟୟ ବରାଦରେ ଫ୍ଲୋଡ୍ ଲାଇଟ୍ ନିର୍ମାଣ
Read More...

ମାଟିଲଗ୍ନା ସାହିତ୍ୟ ସଂସଦ ମାଲକାନଗିରି ପକ୍ଷରୁ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ ଓ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟାଉନ ବାଳିକା ବିଦ୍ୟାଳୟରେ ମାଟିଲଗ୍ନା ସାହିତ୍ୟ ସଂସଦ ମାଲକାନଗିରି ପକ୍ଷରୁ ରବିବାର ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ ଓ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ମାଟିଲଗ୍ନା ସାହିତ୍ୟ ସଂସଦର ରାଜ୍ୟ ସଭାପତି ତଥା ସାହିତ୍ୟ ଏକାଡେମୀ ସଦସ୍ୟ କିଶୋର ପ୍ରଧାନ
Read More...

ଗଗନଯାନ ମିଶନ ପ୍ରସ୍ତୁତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

୨୦୩୫ ସୁଦ୍ଧା ପ୍ରତିଷ୍ଠା ହେବ ଭାରତୀୟ ସ୍ପେଶ୍ ଷ୍ଟେସନ୍୨୦୪୦ ସୁଦ୍ଧା ଭାରତ ଚନ୍ଦ୍ରକୁ ମଣିଷ ପଠାଇବଶୁକ୍ର ଓ ମଙ୍ଗଳ ମିଶନ ଅଭିଯାନ କରିବ ଭାରତ ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଗଗନଯାନ ମିଶନର ଅଗ୍ରଗତି ଆକଳନ କରିବା ଏବଂ ଭାରତର ମହାକାଶ ଅନୁସନ୍ଧାନ
Read More...

ମିଛ ନାଁରେ ଫେସବୁକ୍‌ ଆଇଡି କରିଥିବା ରାମ ୟାଦବ ଓ ପ୍ରିୟଙ୍କା ପୁରୋହିତଙ୍କ ବିରୁଦ୍ଧରେ ସାଇବର ଥାନା ପକ୍ଷରୁ ପଦକ୍ଷେପ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ଦୁନିଆ ଯେତେ ଆଗକୁ ବଢୁଛି ସେତିକି ମାତ୍ରାରେ ଟେକନୋଲୋଜି ସେତିକି ଆଗକୁ ନେଉଛି । ଆଜିକାଲି ନେଟରେ ସବୁ କାର୍ଯ୍ୟ ଚାଲିଛି, ସେ ଭିତରୁ ସୋସିଆଲ ମିଡ଼ିଆ ଅନ୍ୟତମ । କିଛି ଘଟଣା ଘଟିଲା ମାତ୍ରକେ ଯିଏ ଯାହାର ଫେସବୁକ୍, ୱାଟସ୍‌ଏପ୍‌,
Read More...

ରାସ୍ତା ପାଇଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ

ସଇଁନ୍ତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ ଅନ୍ତର୍ଗତ ଖରିବାହଲ ରାସ୍ତାରୁ କନ୍ଦାମୁଣ୍ଡା ରାସ୍ତା ଖରାପ ଅବସ୍ଥାରେ ପଡ଼ିରହିଛି । ରାସ୍ତା ଫାଟି ସାରିଥିବା ଅଭିଯୋଗ ହୋଇଛି । ରାସ୍ତା ପିଚୁ କାମ ନିମ୍ନମାନର ହୋଇଥିବା ବେଳେ ଦୁଇ ତିନି ବର୍ଷ ପରେ ପିଚୁ ରାସ୍ତାରୁ
Read More...

ଟିଟିଲାଗଡ ନିକଟସ୍ଥ ଟିଟିଡୁଙ୍ଗୁରିପଡ଼ାଠାରେ ମା’ ଭୈରବୀଙ୍କ ଝାମୁଯାତ୍ରା ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପବିତ୍ର ଦଶହରା ମାସରେ ମା' ଭୈରବୀଙ୍କ ଝାମୁଯାତ୍ରା ଟିଟିଲାଗଡ ନିକଟସ୍ଥ ଟିଟିଡୁଙ୍ଗୁରିପଡ଼ାଠାରେ ତିନି ବର୍ଷ ଧରି ଚାଲି ଆସୁଛି । ଚଳିତ ବର୍ଷ ମଧ୍ୟ ବହୁତ ଭକ୍ତଙ୍କ ସମାଗମ ହୋଇଥିଲା । ଦେବୀ ଲାଗିବା ପରେ ଘରୁ ମନ୍ଦିର ନିକଟକୁ ବାଦ୍ୟର ତାଳେ ତାଳେ
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଉପଲକ୍ଷେ ସମୂହ ଦୀପଦାନ ତଥା ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଅନୁଦାନର…

ଲୋଇସିଂହା, (ବିମଳେନ୍ଦୁ ସାହୁ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମ ଦିବସ ଅବସରରେ ତାଙ୍କର ଦୀର୍ଘାୟୁ ତଥା ସୁସ୍ଥ ଜୀବନ ପାଇଁ ଲୋଇସିଂହା ବ୍ଲକ ବିଜୁ ଜନତା ଦଳ ତରଫରୁ ମା' କୁଶଙ୍ଗେଇ ମନ୍ଦିରଠାରେ ସମୂହ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେଡି ରାଜ୍ୟ
Read More...

ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୩

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ସାଉରିଆ ପଞ୍ଚାୟତ ଅନ୍ତର୍ଗତ ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ସୋମବାର ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଶିଶୁମହୋତ୍ସବ ସୁରଭି ୨୦୨୩ ଏବଂ ଓଡ଼ିଶା ମିଲେଟ୍ସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ବିଦ୍ୟାଳୟର
Read More...

ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନ ଯୋଜନାରେ ବିଚିତ୍ର ଠକେଇ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନ ଯୋଜନାରେ ଏକ ବିଚିତ୍ର ଠକେଇ ଅଭିଯୋଗ ଆଜି ସାମ୍‌ନାକୁ ଆସିଛି । ହିତାଧିକାରୀଙ୍କ ଅଜାଣତରେ ପ୍ରଧାନମନ୍ତ୍ରୀ ଆବାସ ପାଇଁ ଆବେଦନ ହୋଇଛି । ପୁଣି ଆବାସ ଗୃହ ମଂଜୁର ହୋଇ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିବା ପରେ ହିତାଧିକାରୀଙ୍କ
Read More...