Yearly Archives

2023

ଆଜି ପବିତ୍ର ବିଜୟା ଦଶମୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ

ପୁରୀ : ଆଜି ପବିତ୍ର ଦଶହରା ବା ବିଜୟା ଦଶମୀ । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁ ସୁନାବେଶ ବା ରାଜରାଜଶ୍ୱେର ବେଶରେ ସଜ୍ଜିତ ହେବେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି, ଚନ୍ଦନ, ନୂଆ ଲୁଗା, ୩୨ ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାର ପରେ ଅନୁଷ୍ଠିତ ହେବ ସୁନାବେଶ । ତେବେ
Read More...

ଡିଭାଇଡରରେ ପିଟି ହେଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ଗର୍ଭବତୀ ମହିଳା

ଭୁବନେଶ୍ୱର : ଦୁର୍ଘଟଣାର ଶିକାର ହେଲା ଆମ୍ବୁଲାନ୍ସ । ଅଳ୍ପକେ ରକ୍ଷା ପାଇଲେ ଗର୍ଭବତୀ ମହିଳା । ଭୁବନେଶ୍ୱର ଉପକଣ୍ଠ ସିଫା ସମ୍ମୁଖରେ ଘଟିଛି ଦୁର୍ଘଟଣା । ସମସ୍ତ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଆମ୍ବୁଲାନ୍ସଟି ଗର୍ଭବତୀ ମହିଳାଙ୍କୁ ନେଇ
Read More...

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ୍‌ ସରକାରୀ ପଦବୀରୁ ସ୍ୱେଚ୍ଛାକୃତ ଅବସର ନେଲେ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଆଇଏଏସ୍‌. ଅଧିକାରୀ ଭି.କେ.ପାଣ୍ଡିଆନ୍‌ ଆଜି ନିଜ ସରକାରୀ ପଦବୀରୁ ସ୍ୱେଚ୍ଛାକୃତ ଭାବେ ଅବସର ଗ୍ରହଣ କରିଛନ୍ତି । ଶ୍ରୀ ପାଣ୍ଡିଆନ୍‌ଙ୍କ ସ୍ୱେଚ୍ଛାକୃତ ଅବସର ଗ୍ରହଣ ସଂକ୍ରାନ୍ତରେ ଓଡ଼ିଶା ସରକାରଙ୍କ ଚିଠିକୁ ଆଜି ବିଧିବଦ୍ଧ ଭାବେ
Read More...

ଧାମନଡଙ୍ଗାରେ ସାମୁହିକ ଭାଇ ଜିଉଁତିଆ ପାଳିତ

ଜାତି ଧର୍ମ ନିର୍ବିଶେଷରେ ଏକାଠି କରନ୍ତି ଜିଉଁତିଆଏକାଠି ହେଲେ ୨ଟି ପଂଚାୟତର ସହସ୍ରାଧିକ ଝିଅଭାଇ ଜିଉତିଆର ମହା ଅନ୍ନପ୍ରସାଦ ଦିନ ଗାଁରେ କାହା ଘରେ ଚୁଳି ଜଳେ ନାହିଁ କଂଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ଧାମନଡଙ୍ଗା ଓ କରୁଆଁମୁଣ୍ଡା ପଂଚାୟତର
Read More...

ହସ୍ତତନ୍ତ, ବୟନ ଓ କୁଟୀର ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁଙ୍କ କଳାଗ୍ରାମ ପରିଦର୍ଶନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବୁରୋମୁଣ୍ଡାର କଳାଗ୍ରାମରେ ହେଉଥିବା ପ୍ରକଳ୍ପକୁ ହସ୍ତତନ୍ତ, ବୟନ ଓ କୁଟୀର ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ପ୍ରକଳ୍ପ ପରିଦର୍ଶନ କରିଥିଲେ । ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ କଳାଗ୍ରାମ ତରଫରୁ ଆସନ୍ତା
Read More...

ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ମାୟାଧର ପୁରୋହିତ ଓ ବୈରାଗୀ ରଣାଙ୍କ ଘରୁ ମାଟି ସଂଗ୍ରହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱାଧୀନତାର ୭୫ ବର୍ଷ ପୂତ୍‌ର୍ତ୍ତି ଉପଲକ୍ଷେ ଦେଶରେ ଚାଳିଥିବା ଅମୃତ ମହୋତ୍ସବରେ ନୂଆଦିଲ୍ଲୀର ଅମୃତ ବାଟିକା ପ୍ରତିଷ୍ଠା ସହ ଦେଶର ସ୍ୱାଧୀନତା ସଂଗ୍ରାମୀ, ସହିଦ, ବୀର ଜୱାନମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ୭୫ ଲକ୍ଷ ବୃକ୍ଷରୋପଣ ଉଦ୍ଦେଶ୍ୟରେ ଏବେ ସାରା
Read More...

ନିଆରା ଢଙ୍ଗରେ ଜନ୍ମ ଦିନ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମର କୁମୁଦିନୀ ପଟେଲ ଓ କୀର୍ତ୍ତି ଚନ୍ଦ୍ର ପଟେଲଙ୍କ ଝିଅ ହେମଙ୍ଗିନୀ ପଟେଲ ଗତ ବର୍ଷ ପରି ଏ ବର୍ଷ ମଧ୍ୟ ତାଙ୍କ ଜନ୍ମ ଦିନରେ କେକ୍ ନ କାଟି ଗୋଟିଏ ବର ଗଛ ଚାରା ରୋପଣ କରିବା ପାଇଁ ନିଜ ମା' ଓ ବାପାଙ୍କୁ ଅନୁରୋଧ
Read More...

ପଦ୍ମପୁର ଅଞ୍ଚଳର ସମସ୍ତ ଜୋନର ସଭାପତି ଓ ସଦସ୍ୟମାନଙ୍କର ସମ୍ମିଳନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଅଞ୍ଚଳର ସମସ୍ତ ଜୋନର ସଭାପତି ଓ ସଦସ୍ୟମାନଙ୍କର ଏକ ସମ୍ମିଳନୀ ପଦ୍ମପୁର ସ୍ଥିତ ଶୌଣ୍ଢିକ ସମାଜ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଞ୍ଚଳର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହେବା ସହ ନୂତନ ସ୍ଥାୟୀ କମିଟି ଗଠନ କରାଯାଇଥିଲା
Read More...

ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶଙ୍କ ସଇଁତଲା ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ପୂର୍ବତନ ସାଂସଦ ତଥା ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଗତ ରବିବାର ସନ୍ଧ୍ୟାରେ ସଇଁତଲା ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ତଥା ରଜତ ଜୟନ୍ତୀ ସମାରୋହ ପରିଦର୍ଶନରେ ଆସି ମା'ଙ୍କ ଦର୍ଶନ କରିଥିଲେ । ଏହାପରେ ରାବଣ ଦରବାର ଚାଲିଥିବା
Read More...

ଦୁର୍ଗାପୂଜା ରଜତ ଜୟନ୍ତୀ ଉପଲକ୍ଷେ ରାବଣ ଦରବାର : ତୃତୀୟ ଦିନରେ ସୀତା ଚୋରି ମଞ୍ଚସ୍ଥ, ଅନେକ ସମାଜସେବୀ ହେଲେ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗୀର ଜିଲ୍ଲା ସଇଁତଲା ସହରରେ ସାର୍ବଜନନୀ ନବରାତ୍ର ଦୁର୍ଗାପୂଜା ଉପଲକ୍ଷେ ରଜତ ଜୟନ୍ତୀ ପାଳନ କରୁଥିବା ଅବସରରେ ରାବଣ ଦରବାର ତୃତୀୟ ଦିନରେ ସୀତା ଚୋରି ନାଟକ ମଞ୍ଚସ୍ଥ ହୋଇଯାଇଛି । ଏଥିରେ ରଜତ ଜୟନ୍ତୀ ସଭାପତି ସୁରେନ୍ଦ୍ର ସିଂ ଭୋଇ ମୁଖ୍ୟଅତିଥି ଭାବେ
Read More...