ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ
ତରଭା, (କେପିଏନ୍ଏସ୍) : ତରଭା ହାଟପଦାସ୍ଥିତ ଆହାର କେନ୍ଦ୍ରଠାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ପୂର୍ବ ନଗରପାଳ ଶୈଳେନ୍ଦୁ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଚକ୍ଷୁ ପରୀକ୍ଷା ଶିବିର ଉଦ୍ଘାଟନ କରିଥିଲେ । ୮୦ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା ।!-->…
Read More...
Read More...