Yearly Archives

2023

ପୁଇଁତୋଳା ଗ୍ରାମରୁ ଘର ତାଲା ଭାଙ୍ଗି ଦିନ ଦ୍ୱିପ୍ରହରରେ ଲୁଟ୍‌ ଅଭିଯୋଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତୋଳା ଗ୍ରାମର କୃଷ୍ଣଚନ୍ଦ୍ର ପଲାଇଙ୍କ ଘରୁ ଦିନ ଦ୍ୱିପ୍ରହରରେ ଘର ତାଲା ଭାଙ୍ଗି ଗଡ଼୍‌ରେଜ୍‌ରୁ ସୁନା ଅଳଙ୍କାର ଲୁଟ୍‌ ହୋଇଥିବା ଜଣା ପଡିଛି । ଘର ମାଲିକ କହିବା ଅନୁଯାଇ ଦୁର୍ବୃତ୍ତ ମାନେ ଏକ ସ୍କର୍ପିଓ ଗାଡ଼ିରେ ଆସି
Read More...

ଫିଲ୍ମ ପାଇରେସୀକୁ ରୋକିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବଡ଼ ପଦକ୍ଷେପ

● ପାଇରେସୀ କାରଣରୁ ଚଳଚ୍ଚିତ୍ର ଉଦ୍ୟୋଗ ବାର୍ଷିକ ୨୦,୦୦୦ କୋଟି ଟଙ୍କାର କ୍ଷତି ସହୁଛି● ପାଇରେଟେଡ୍ ଚଳଚ୍ଚିତ୍ର ବିଷୟବସ୍ତୁ ଥିବା ଯେକୌଣସି ୱେବସାଇଟ୍ / ଆପ୍ / ଲିଙ୍କକୁ ବ୍ଲକ୍ କରିବା/ହଟାଇବାକୁ ସିବିଏଫସି ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିକାରୀମାନଙ୍କୁ ମିଳିଲା କ୍ଷମତା
Read More...

ଗାଁ ଲୋକଙ୍କ ଦ୍ୱାରା ବନ୍ଧକରେ ପୋଲିସ ବାବୁ

ଆଗଲପୁର, (ସୁଶିଲ କୁମାର ମିଶ୍ର) : ଗାଁ ଲୋକଙ୍କ ଦ୍ୱାରା ବନ୍ଧକରେ ପୋଲିସ ବାବୁ । ଏଭଳି ଏକ ଚକିତ କରିଦେବା ଭଳି ଖବର ମିଳିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଆଗଲପୁର ଥାନା ଅନ୍ତର୍ଗତ ରୋତ୍‌ ଗାଁରେ ତଦନ୍ତ ପାଇଁ ଆଗଲପୁର ଥାନାର ଆଇଆଇସି ଏବଂ ଏଏସ୍‌ଆଇ ପହଞ୍ଚିଥିବା ବେଳେ ସେମାନଙ୍କୁ
Read More...

ଉତ୍କଳ ସାଂସ୍କୃତିକ ପରିଷଦର ୩୩ତମ ବୋଇତ ବନ୍ଦାଣ ଉତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨ ସ୍ଥିତ ଉତ୍କଳ ସାଂସ୍କୃତିକ ପରିଷଦରେ ହେବାକୁ ଥିବା ୩୩ତମ ବୋଇତ ବନ୍ଦାଣ ଉତ୍ସବ ପାଇଁ ଆସନ୍ତା ୨୫ ଓ ୨୬ ତାରିଖ ଦୁଇ ଦିନ ଧରି ସେକ୍ଟର ୨ ଦୁର୍ଗା ପୂଜା ପଡିଆଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର କରାଯାଇଛି ବୋଲି ସେକ୍ଟର ଦୁଇ
Read More...

ଚା’ ପେ ଚର୍ଚ୍ଚାରେ ରାଜ୍ୟ ସଭାପତି ମନମୋହନ ସାମଲ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଆମ୍ବଗାନ ନିକଟସ୍ଥ ଇସ୍ପାତ ମାର୍କେଟଠାରେ ଚା' ପେ ଚର୍ଚ୍ଚା କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଅଂଶ ଗ୍ରହଣ କରିଥିଲେ । ସେ ପ୍ରତି ଦୋକାନକୁ ଯାଇ ଦୋକାନୀଙ୍କୁ ଓ କିଣିବା ପାଇଁ ଆସିଥିବା
Read More...

ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୩ ଉଦ୍‌ଯାପିତ

କଳା ଉତ୍ସବ ଓ ଓଡିଶା ମିଲେଟସ ପ୍ରତିଯୋଗିତା ଆୟୋଜିତ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନ ସୋନପୁରଠାରେ ଆୟୋଜିତ ହୋଇଯାଇଛି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ତଥା କଳା ଉତ୍ସବ ଓ ଓଡିଶା ମିଲେଟସ ପ୍ରତିଯୋଗିତା -୨୦୨୩ । ଆଜି
Read More...

ବାରପୁଡୁଗିଆ ଗଉଁନ୍ତିଆ ଯଜ୍ଞେଶ୍ଵର ସାଏଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଗ୍ରାମର ଗଉଁନ୍ତିଆ ଯଜ୍ଞେଶ୍ଵର ସାଏଙ୍କ ୮୦ ବର୍ଷ ବୟସରେ ସ୍ୱରାଜ ହସପିଟାଲରେ ହୃତଘାତରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ସମୟରେ ତାଙ୍କ ସହଧର୍ମିଣୀ ନୂଆଦେଇ ସାଏଙ୍କ ସହ ତିନି ପୁତ୍ର ନୃପରାଜ, ବିଶ୍ୱରାଜ, ଇଂ.
Read More...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ୧୪ ବିଭାଗରେ ପୁରସ୍କାର ପାଇଁ ଆବେଦନ ଆରମ୍ଭ

ନଭେମ୍ବର ୪ରୁ ୧୭ ଯାଏଁ ଆବେଦନwww.msp.odisha.gov.in ରେ ଆବେଦନ କରିପାରିବେବିଭିନ୍ନ ବିଭାଗରେ ୫୯, ୧୦୯ଟି ପୁରସ୍କାର ଦିଆଯିବ ଭୁବନେଶ୍ୱର : ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ରାଜ୍ୟ ସରକାରଙ୍କ ଏକ ବୃହତ ଆଭିମୁଖ୍ୟ । ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ
Read More...

ପଶ୍ଚିମ ଓଡ଼ିଶା ଯୁବାମଞ୍ଚର ସାମ୍ୱାଦିକ ସମ୍ମିଳନୀ : ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦର ତୀବ୍ର ବିରୋଧ, ଅପେରା ବନ୍ଦ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଅଭିନେତା ମନୋଜ ମିଶ୍ରଙ୍କୁ ଓଡିଶା ଫିଲ୍ମ ପ୍ରଯୋଜକ ସଂଘ ପକ୍ଷରୁ ୨ ବର୍ଷ ପାଇଁ ବାସନ୍ଦ କରିବା ପରେ ସମଗ୍ର ପଶ୍ଚିମ ଓଡ଼ିଶାରେ ଅଶାନ୍ତର ବାତାବରଣ ସୃଷ୍ଟି ହୋଇଛି । ଆଜି ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଫରେଷ୍ଟ ଡାକ
Read More...

‘ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୩’କୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

● ଏକ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ମାନଙ୍କୁ ମୂଳ ପୁଞ୍ଜି ସହାୟତା ପ୍ରଦାନ● ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୩ର ଅଂଶ ଭାବେ ଫୁଡ୍ ଷ୍ଟ୍ରିଟ୍ ଉଦ୍ଘାଟିତ● ବୈଷୟିକ ଜ୍ଞାନକୌଶଳ ଓ ସ୍ୱାଦର ମିଶ୍ରଣ ଭବିଷ୍ୟତର ଅର୍ଥନୀତି ପାଇଁ ପଥ ପ୍ରଶସ୍ତ କରିବ● ସରକାରଙ୍କ ନିବେଶକ ଅନୁକୂଳ ନୀତି
Read More...