Yearly Archives

2023

ପଲ୍‌ସର୍ ବାଇକ୍‌ରେ ଆସି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସୋସୋ ଥାନା ଆମ୍ବଗଡ଼ିଆ ଛକ ନିକଟରେ ଜଣେ ଶିକ୍ଷୟିତ୍ରୀଙ୍କ ନିକଟରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଖବର ମିଳିଛି । ୩ଜଣ ଦୁର୍ବୁତ୍ତ ଏକ ପଲ୍‌ସର୍ ବାଇକ୍‌ରେ ଆସି ଶିକ୍ଷୟିତ୍ରୀଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା, ନଗଦ ଟଙ୍କା ଓ ୨ଟି ମୋବାଇଲ୍ ଲୁଟିନେଇ
Read More...

ବାଲେଶ୍ୱର କ୍ଷେପଣାସ୍ତ୍ର ପ୍ରଳୟର ବ୍ୟବହାରିକ ପରିକ୍ଷଣ କରାଗଲା

ବାଲେଶ୍ୱର : ବାଲେଶ୍ୱର କ୍ଷେପଣାସ୍ତ୍ର ପ୍ରଳୟର ବ୍ୟବହାରିକ ପରିକ୍ଷଣ ଆଜି କରାଯାଇଥିବା ସୂଚନା ରହିଛି । ଧାମରା ଆଇ.ଟି.ଆର.ର.୪ ନମ୍ବର ଲଞ୍ଚପ୍ୟାଡ ଅବଦୁଲ କଲାମ ଆଇଲାଣ୍ଡରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭୂପୃଷ୍ଠରୁ-ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ସ୍ୱଳ୍ପ ଦୂରଗାମୀ
Read More...

ବରଗଡ ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବରଗଡ଼ ଏସ୍‌ପିଙ୍କୁ ସ୍ମାରକ ପତ୍ର…

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବରଗଡ଼ ଏସ୍‌ପିଙ୍କୁ ସ୍ମାରକ ପତ୍ର ପ୍ରଦାନ କାରାଯାଇଥିବା ଜଣାପଡ଼ିଛି । ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାର ଦୋଷୀ ବିରୋଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ କଂଗ୍ରେସ
Read More...

ପଦ୍ମପୁର ଗୋରୁ ବଜାର ପ୍ରାଙ୍ଗଣରୁ ଚାଷୀଙ୍କ ବାହାରିଲା ଏକ ବିଶାଳ ଶୋଭାଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରରେ ବିଶାଳ ଚାଷୀ ସମାବେଶ ରାଜ ବୋଡ଼ାସମ୍ବର କୃଷକ ସଂଗଠନ ଡାକରାରେ ଆୟୋଜିତ ସମାବେଶରେ ଯୋଗ ଦେଲେ ସଂଯୁକ୍ତ କିଷାନ ମୋର୍ଚା ଦିଲ୍ଲୀ ଓ ଭୁବନେଶ୍ୱର ପ୍ରତିନିଧି ଦଳ । ସେହିପରି ସମାବେଶରେ ସାମିଲ ହେଲା ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ମୟ ସମିତି
Read More...

ସୂଜିଆ ଏମଆଇପିରେ ନିମ୍ନମାନର କାମ ଅଭିଯୋଗ : ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର କ୍ଷୁଦ୍ର ଜଳସେଚନ ବିଭାଜନ ଅଧୀନ ଲୋଇସିଂହା ବ୍ଲକ ସୂଜିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ନିମ୍ନମାନର କାମ ହୋଇଥିବା ଅଭିଯୋଗ କରି ସ୍ଥାନୀୟ ବାସିନ୍ଦା ବଲାଙ୍ଗିର ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଫେରାଦ ହୋଇଛନ୍ତି । ଚାଷଜମିକୁ ଜଳସେଚନ
Read More...

ଶ୍ରେଷ୍ଠ ଓଡ଼ିଆଣୀ ଅଡିସନ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ସଂସ୍କୃତି ପ୍ରତି ପ୍ରତିବଦ୍ଧତା ରଖିଥିବା ସାଂସ୍କୃତିକ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଗରିମା ପ୍ରାୟୋଜିତ ଶ୍ରେଷ୍ଠ ଓଡ଼ିଆଣୀର ଅଡିସନ ସେକ୍ଟର ୨୦ସ୍ଥିତ ରାଉରକେଲା କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । ଗରିମାର ସଭାପତି ମମତା ନାୟକ
Read More...

କବିତା ପତିଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୬ ସରକାରୀ ପ୍ରାଥମିକ ବିଦ୍ୟାଳୟ 'କ' ର ପ୍ରଧାନ ଶିକ୍ଷୟିତ୍ରୀ କବିତା ପତିଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସେକ୍ଟର ୧୫ କମ୍ୟୁନିଟି ସେଣ୍ଟରଠାରେ ରାଉରକେଲା ପ୍ରାଥମିକ ଶିକ୍ଷକ ସଂଘ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର
Read More...

ବରଗଡ ନାରୀ ସଶକ୍ତିକରଣର ବଳିଷ୍ଠ ତଥା ବିରଳ ଉଦାହରଣ ଥିଲେ ପୂର୍ବତନ ମନ୍ତ୍ରୀ ସରସ୍ଵତୀ ପ୍ରଧାନ

ବରଗଡ, (ନିରୋଜ କୁମାର ପାଣୀ) : ମହିଳା ସମିତି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଆଜି ସନ୍ଧ୍ୟାରେ ମହିଳା ସମିତି ସଭା ଗୃହରେ ସଭାନେତ୍ରୀ ରାଧାରାଣୀ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଡ଼ା. କମଳିନୀ ଦାଶ ମୁଖ୍ୟ ଆଲୋଚକ ଭାବରେ ଯୋଗଦେଇଥିଲେ । ସେ ତାଙ୍କ
Read More...

ଜଗନ୍ନାଥ ମନ୍ଦିର ମୁଖ୍ୟ ଦ୍ଵାର ତାଲା ଭାଙ୍ଗି ଚୋରି ଅଭିଯୋଗ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଜଗନ୍ନାଥ ମନ୍ଦିର ମୁଖ୍ୟ ଦ୍ଵାର ତାଲା ଭାଙ୍ଗି କିଛି ଦୁର୍ବୃର୍ତ୍ତ ଦୁଇଟି ହୁଣ୍ଡି ଚୋରି କରିନେଇଥିବା ମନ୍ଦିର କମିଟି ତରଫରୁ ଥାନାରେ ଅଭିଯୋଗ ହୋିଛି । ସୂଚନା ଅନୁସାରେ ଗତକାଲି ରାତିରେ ମନ୍ଦିର ତାଲା ଦେଇ ପୂଜକ
Read More...

ବଣାଇ ମହାବିଦ୍ୟାଳୟର ସ୍ଵର୍ଣ୍ଣ ଜୟନ୍ତୀ ପାଳନ ପାଇଁ ଆଲୋଚନା ସଭା

ବଣାଇ, (ହବିବ ମହମ୍ମଦ) : ବଣାଇ ସୁନ୍ଦରଗଡ଼ ଜିଲ୍ଲାର ଏକ ପ୍ରାକୃତିକ ସମ୍ଭାରରେ ପୂର୍ଣ୍ଣ ଉପଖଣ୍ଡ । ବଣାଇ ଏକ ସ୍ୱତନ୍ତ୍ର ରାଜ୍ୟ ଥିଲା । ପରବର୍ତୀ କାଳରେ ସଂଘୀୟ ବ୍ୟବସ୍ଥାରେ ସାମିଲ ହୋଇ ଉପଖଣ୍ଡ ଟିଏ ହୋଇରହିଛି । ଏହି ଉପଖଣ୍ଡର ସର୍ବ ପୁରାତନ ବଣାଇ ମହାବିଦ୍ୟାଳୟ ତାର ସ୍ଵର୍ଣ୍ଣ ଜୟନ୍ତୀ
Read More...