୧୪ ନଭେମ୍ବରରେ ବଲାଙ୍ଗିର ଚାଲ୍ ଡାକରା ଦେଇଛି ବଲାଙ୍ଗିର ଓ ସୋନପୁର ଜିଲ୍ଲା ମିଳିତ କୃଷକ ମଞ୍ଚ
ବଲାଙ୍ଗିର, (କେପିଏନ୍ଏସ୍) : ଚାଷୀମାନଙ୍କ ବିଭିନ୍ନ ଦାବୀକୁ ନେଇ ଆଗାମୀ ୧୪ ନଭେମ୍ବରରେ ବଲାଙ୍ଗିର ଚାଲ୍ ଡାକରା ଦେଇଛି ବଲାଙ୍ଗିର ଓ ସୋନପୁର ଜିଲ୍ଲା ମିଳିତ କୃଷକ ମଞ୍ଚ । ଏ ସଂକ୍ରାନ୍ତରେ ବଲାଙ୍ଗିର ସାମ୍ବାଦିକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରାଯାଇ ମଞ୍ଚ ପକ୍ଷରୁ ଘୋଷଣା!-->…
Read More...
Read More...