Yearly Archives

2023

ବିନିକା ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର : ବିଭିନ୍ନ ୩୮…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ବିନିକା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ
Read More...

ସ୍ୱାମୀ ଅନ୍ୟ ମହିଳାଙ୍କ ସହ ଅନୈତିକ ସଂପର୍କ ରଖିଥିବା ଅଭିଯୋଗ ନେଇ ପତ୍ନୀ ଟାଉନ୍‌ ଥାନାର ଦ୍ୱାରସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାମୀ ଅନ୍ୟ ମହିଳାଙ୍କ ସହ ଅନୈତିକ ସଂପର୍କ ରଖିଥିବା ଅଭିଯୋଗ ନେଇ ପତ୍ନୀ ଆଜି ବଲାଙ୍ଗିର ଟାଉନ୍‌ ଥାନାର ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଅଭିଯୋଗକାରିଣୀ ମହିଳା ଜଣକ ହେଉଛନ୍ତି ଶାନ୍ତିପଡ଼ାର ରୀତାଞ୍ଜଳି ଉପାଧ୍ୟାୟ । ତାଙ୍କ
Read More...

ସିଭିଲ୍‌ କୋର୍ଟ ପରିସରରେ ଚିତ୍ରାଙ୍କନ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାନ୍ୟବର ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ସିଭିଲ୍‌ କୋର୍ଟ ପରିସରରେ ବଲାଙ୍ଗିର ଜିଲ୍ଲା ଓ ଦୌରା ଜଜ୍‌ ଲଲାଟେନ୍ଦୁ ଜେନାଙ୍କ ଅଧ୍ୟକ୍ଷତାରେ ଶିଶୁ ଦିବସ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାର ୨୩ଟି
Read More...

ଶ୍ୟାମଜ୍ୟୋତି ମହୋତ୍ସବ ସର୍ଗିବାହାଲର ଦ୍ଵିତୀୟ ରଜନୀରେ ଜଳନ୍ଧର ବିବାହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଶ୍ୟାମାଜ୍ୟୋତି ମହୋତ୍ସବ ଦ୍ଵିତୀୟ ରଜନୀରେ ଜଲନ୍ଦର ଦରବାର କାର୍ଯ୍ୟକ୍ରମ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନାଟ୍ୟକାର ନିର୍ଦ୍ଦେଶକ ରାଜକୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା
Read More...

ଗରିବ, ବୃଦ୍ଧ ଅବହେଳିତ ଲୋକଙ୍କ ସହିତ ଦୀପାବଳି ପାଳନ କଲା ସହଯୋଗ ଫାଉଣ୍ଡସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକ ହୃଦୟସ୍ପର୍ଶୀ ପଦକ୍ଷେପରେ ବଲାଙ୍ଗିରର ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ୍ । ସୋନପୁର ରୋଡ଼ ନିକଟରେ ନାରାୟଣ କଲୋନୀର ବସ୍ତିରେ ରହୁଥିବା ପରିବାର ପାଇଁ ଏକ ସ୍ମରଣୀୟ ଉତ୍ସବରେ ପରିଣତ କରିବା ନିମନ୍ତେ ସ୍ମାଇଲ୍‌ ଫର୍‌ ଅଲ୍‌ କାର୍ଯ୍ୟକ୍ରମ ଅନ୍ତର୍ଗତ
Read More...

ଜନଜାଗରଣ ପ୍ରସ୍ତୁତି ବୈଠକ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକର ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ଜନଜାଗରଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବ୍ଲକ ସହସଂଯୋଜକ କୌସ୍ତୁଭ ଜାଲ ସଭାପତିତ୍ୱ କରିଥିଲେ । ଆଗଲପୁର ଖଣ୍ଡ ପାଳକ ଯୋଗେନ୍ଦ୍ର ଦାସ ମୁଖ୍ୟ
Read More...

ସାଲେଭଟାରେ ବିଦ୍ୱତ୍‌ ପରିଷଦର ଆଲୋଚନାଚକ୍ର

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ ସାଲେଭଟା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ରାଷ୍ଟ୍ରୋ ସର୍ବୋପରି ସନ୍ଧର୍ଭ ଉପରେ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ସଇଁନ୍ତଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଇତିହାସ ପ୍ରାଧ୍ୟାପକ କାହ୍ନୁଚରଣ ଦର୍ଜୀ ପ୍ରଦୀପ
Read More...

ଦୀପାବଳିରେ ସଂଘବଦ୍ଧ ଆକ୍ରମଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀପାବଳିରେ ସଂଘବଦ୍ଧ ଆକ୍ରମଣ । ଠେଙ୍ଗାରେ ମାଡ ମାରି ଯୁବକଙ୍କୁ ଲହୁ ଲୁହାଣ କଲେ ଦୃବୁର୍ତ୍ତ । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ସହର ବେହେରାପାଲିଠାରେ । ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବରେ ମରଣାନ୍ତକ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଆକ୍ରମଣର ଶିକାର
Read More...

ଧୂମୁଷୁ ଗ୍ରାମରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଗିରରାଜ ସିଂ ମାଝି

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଚାଉଲଶୁଖା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଧୂମୁଷୁ ଗ୍ରାମରେ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଆୟୋଜନର ପ୍ରଥମ ଦିବସରେ ମୁଖ୍ୟଅତିଥି ରୂପେ ଗିରିରାଜ ସିଂ ମାଝୀ ଅବସରପ୍ରାପ୍ତ ସୈନିକ ବିଜେଡି ଯୁବନେତା ଏବଂ ତାଙ୍କ ସହିତ ପ୍ରସୂଦନ
Read More...

ଟିଟିଲାଗଡରେ ଧୁମ୍‌ଧାମ୍‌ରେ ପାଳିତ ହେଲା ଆଲୋକର ପର୍ବ ଦୀପାବଳି

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଲୋକର ପର୍ବ ଦୀପାବଳି ପାଇଁ ଚଳଚଞ୍ଚଳ ହୋଇପଡିଥିଲା ଟିଟିଲାଗଡ ସହର । ସହରର ୧୫ ଗୋଟି ୱାର୍ଡ଼ରେ ଦୀପାବଳି ଅବସରରେ ଘର ବାହାରେ ଅତି ସୁନ୍ଦର ଭାବରେ ମୁରୁଜ ସାହାଯ୍ୟରେ ରଙ୍ଗୋଲି ପକା ଯାଇଥିଲା, ସେଥିରେ ହେପି ଦିୱାଲି, ପ୍ରଭୁ ଶ୍ରୀରାମ ସୀତା,
Read More...