Yearly Archives

2023

ବିଜେପି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀର ଆଜି ସର୍କିଟ ହାଉସଠାରେ ବିଜେପି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଗାମୀ ୧୭ ନଭେମ୍ବର ୨୦୨୩ତାରିଖରେ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୋଧରେ ବଲାଙ୍ଗିର
Read More...

‘ପାତାଳୀ ବ୍ରହ୍ମ’ ଆଧ୍ୟାତ୍ମିକ ଚିତ୍ରକଳା ଶିବିର ଅନୁଷ୍ଠିତ

ସୋନପୁର, (କେପିଏନ୍‌ଏସ୍‌) : ସୋନପୁରର ଇତିହାସ-ପ୍ରସିଦ୍ଧ ପାତାଳୀ ଶ୍ରୀକ୍ଷେତ୍ରଠାରେ, ଏକ ଦୁଇଦିନିଆ ଆଧ୍ୟାତ୍ମିକ ଚିତ୍ରକଳା ଶିବିର ଆଜି ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି । ୧୪ ତାରିଖ ପୂର୍ବାହ୍ନରେ ଶ୍ରୀଜଗନ୍ନାଥଙ୍କ ନିକଟରେ ପୂଜାର୍ଚ୍ଚନା, ନୈବେଦ୍ୟ ଅର୍ପଣ ଓ ଆଳତି ପରେ ଏହି ଶିବିରର
Read More...

ବିର୍ସା ମୁଣ୍ଡା ଜୟନ୍ତୀ ଅବସରରେ ବଲାଙ୍ଗିରରେ ଆଦିବାସୀଙ୍କ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଆହ୍ୱାନ କ୍ରମେ ବଲାଙ୍ଗିରରେ ଆଦିବାସୀ ଗୌରବ ଦିବସ ତଥା ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ମହୋତ୍ସବ ପାଳନ ଅବସରରେ ସହରରେ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । କୋଶଳ କଳା ମଣ୍ଡଳ ପଡ଼ିଆଠାରୁ ହଜାର ହଜାର
Read More...

ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ଜଣ ଯୁବତୀଙ୍କୁ କାବୁ କଲା ବଲାଙ୍ଗିର ଅବକାରୀ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଲୱେ ଷ୍ଟେସନଠାରେ ଆଜି ଗଂଜେଇ ଚାଲାଣ ମାମଲାରେ ଦୁଇଜଣ ଯୁବତୀଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ବଲାଙ୍ଗିର ଅବକାରୀ ବିଭାଗ । ଏହି ଘଟଣାକୁ ନେଇ ସହରର ବୁଦ୍ଧିଜୀବୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍‌ ଧରିଛି । ଏବେ ଗଂଜେଇ ଚାଲାଣର ନୂଆ ପ୍ଲାନ୍‌
Read More...

ବିଶ୍ଵଶାନ୍ତି ମହାଯଜ୍ଞ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ମାସ ୧୮ତାରିଖ ଦିନ ସେକ୍ଟର ୧୫ ସ୍ଥିତ ଶ୍ରୀ ରାଧାକୃଷ୍ଣ ମନ୍ଦିର ପରିସରରେ ବିଶ୍ଵଶାନ୍ତି ମହାଯଜ୍ଞ ଆୟୋଜନ କରାଯାଇଅଛି ବୋଲି ଆଦର୍ଶ ସାହିତ୍ୟ ଘରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି ମୁଖ୍ୟ
Read More...

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା : ଦୋଷୀକୁ ୨୦ ବର୍ଷ ଜେଲ, ୨୦ ହଜାର ଟଙ୍କା ଜରିମାନା

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ
Read More...

ବିଜୁ କନ୍ୟା ରତ୍ନ ଯୋଜନାର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର(ଡୁଡୁକ।) ବ୍ଲକ୍‌ଠାରେ ବଲାଙ୍ଗିର ଜିଲ୍ଲା ପାଇଁ ବିଜୁ କନ୍ୟା ରତ୍ନ ଯୋଜନା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ଲୋଗୋ ଉନ୍ମୋଚନ କରି ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ବ୍ଲକ୍ ଅଧ୍ୟକ୍ଷା ଗୀତାଞ୍ଜଳି ଦାସ, ଏ ବିଡିଓ ରୁଦ୍ରପ୍ରସ।ଦ
Read More...

ଠିକାଦାରପଡାରେ ନବଦିନାତ୍ମକ ତୁଳସୀ ରାମାୟଣ ପାରାୟଣ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ଠିକାଦାରପଡାରେ ନବଦିନାତ୍ମକ ତୁଳସୀ ରାମାୟଣ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ଗତ ୫ ନଭେମ୍ବରରେ ଭଜନ କୀର୍ତ୍ତନ ସହ ଅଧିବାସ ହୋଇ ୬ ନଭେମ୍ବରରୁ ରାମାୟଣ ପାରାୟଣ ଅନୁଷ୍ଠିତ କରାଯାଇଥିଲା । ୧୪ ନଭେମ୍ବରରେ ପୂର୍ଣ୍ଣାହୁତି
Read More...

କାର ଓ ବାଇକ ମୁହାଁମୁହିଁ ଧକ୍କା : ଦୁଇ ବାଇକ୍ ଆରୋହୀ ଗୁରୁତର

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡରୁ କେସିଙ୍ଗା ରାସ୍ତା ଯିବା ରାସ୍ତାର ଡଙ୍ଗାପଟା ଫାଟକ ଛକଠାରେ ଗୋଟିଏ ବାଇକ ଓ କାର ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକରେ ବସିଥିବା ଦୁଇ ଯୁବକ ଗୁରୁତର ଆହତ ହୋଇଥିବା ବେଳେ କାର ଚାଳକଙ୍କ ମୁହଁରେ ଆଘାତ ଲାଗି ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ
Read More...

ସାମ୍ବାଦିକଙ୍କ ପିତୃ ବିୟୋଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ସମାଜ ପ୍ରତିନିଧି ତଥା ଉତ୍କଳ ସାମ୍ବାଦିକ ସଂଘ ଓ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ସଦସ୍ୟ ଡାକ୍ତର ପୁଟେଲଙ୍କ ବାପା ମହାଜନ ପୁଟେଲଙ୍କ ୯୧ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସ୍ବର୍ଗତ ମହାଜନ ପୁଟେଲ ୧୯୭୦ରୁ ୧୯୭୫ ମସିହା ପର୍ଯ୍ୟନ୍ତ
Read More...