Yearly Archives

2023

ବିନୋଦ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଢୁଲୁସର : କାଲସାଏପାଲିକୁ ହରାଇ ଫାଇନାଲରେ ଜରାସିଂହା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଢୁଲୁସର ଖେଳ ପଡିଆରେ ଜବାହାରଲାଲ ଫୁଟ୍‌ବଲ୍‌ ଏସୋସିଏସନ୍‌ ଆନୁକୂଲ୍ୟରେ ପ୍ରଥମ ବର୍ଷ ବିନୋଦ ସ୍ମାରକୀ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ଖେଳରେ ବିଏନ୍‌ଏଏ ଜରାସିଂହା ୧-୦ ଗୋଲରେ ଜେକେୱାଇଏସ୍‌ କାଲସାଏପାଲିକୁ ହରାଇ ଫାଇନାଲରେ
Read More...

ସମ୍ବିଧାନର ଦିବସ ପାଳନ ପାଇଁ ସମ୍ବିଧାନ ସୁରକ୍ଷା ମଞ୍ଚର ପ୍ରସ୍ତୁତି ବୈଠକ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ସ୍ମିତ ବରିଷ୍ଠ ନାଗରିକ ସଙ୍ଘ କାର୍ଯ୍ୟାଳୟରେ ସମ୍ବିଧାନ ସୁରକ୍ଷା ମଞ୍ଚର ଆବାହକ ପବିତ୍ର ଦେହେରୀଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏହି ବର୍ଷ ସୁରକ୍ଷା ମଞ୍ଚର ସପ୍ତମ ବର୍ଷ ସମ୍ବିଧାନ ଦିବସ ପାଳନ ହେବ
Read More...

କୁସଂସ୍କାରର କୁପରିଣତି : ଅନ୍ଧବିଶ୍ୱାସରୁ ଚାରିକାନ୍ଧ ପାଇଲେଣି ଏଡସ୍‌ ରୋଗୀ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜିର ବିଜ୍ଞାନ ଯୁଗରେ ମଣିଷ ଚନ୍ଦ୍ରପୃଷ୍ଟକୁ ପହଞ୍ଚି ସାରିଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ ରହିଅଛି ଅନେକ ଅନ୍ଧବିଶ୍ୱାସ । ଆଜିର ଶିକ୍ଷିତ ସମାଜରେ ମଧ୍ୟ ଜଣେ ଏଡସ୍ ଆକ୍ରାନ୍ତଙ୍କୁ ସମାଜ ସବୁବେଳେ ଘୃଣା ଚକ୍ଷୁରେ ଦେଖେ । କେତେବେଳେ ସାମାଜିକ ବାସନ୍ଦ ହେବାକୁ
Read More...

ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବୀ ନେଇ ଆଜି ଟିଟିଲାଗଡ଼ରେ ୧୨ ଘଣ୍ଟିଆ ମହାବନ୍ଦ ଡାକରା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶନିବାର ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ । ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବୀ ନେଇ କୋଶଲ ରାଜ୍ୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ମହାବନ୍ଦ ଡାକରା ଦିଆଯାଇଥିଲା । ଏହାର ପ୍ରଭାବ ପଡିଛି ବଲାଙ୍ଗିର ଜିଲ୍ଲାର
Read More...

ତାଲପାଲିପଡାରେ ହନୁମାନଙ୍କ ବିଗ୍ରହସ୍ଥାପନ ଓ ସୁନ୍ଦରାକାଣ୍ଡ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ତାଲପାଲିପଡା ସ୍କୁଲ ନିକଟରେ ପବନ ପୁତ୍ର ହନୁମାନଙ୍କ ଏକ ବିଗ୍ରହ ସ୍ଥାପନ କରାଯିବା ସହିତ ସୁନ୍ଦରାକାଣ୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତିନିଦିନ ଧରି ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ୧୩ ତାରିଖରେ କଳସ ଶୋଭାଯାତ୍ରା କରାଯାଇଥିଲା ।
Read More...

କୋସଲ ମହାବନ୍ଦର ମହାପ୍ରଭାବ

ବଲାଙ୍ଗିର ଜିଲ୍ଲାରେ ଅଖଚକ, ଦୋକାନ ବଜାର, ବ୍ୟାଙ୍କ, ବୀମା କାର୍ଯ୍ୟାଳୟ ବନ୍ଦ ବଲାଙ୍ଗିର, (କେପିଏନ୍‌ଏସ୍‌) : କୋସଳାଞ୍ଚଳକୁ ସରକାର ଅଣଦେଖା କରୁଥିବା ଓ ବୈମାତୃକ ମନୋଭାବ କାରଣରୁ ଏହି ଅଞ୍ଚଳ ଅର୍ଥନୈତିକ ସ୍ତରରେ ଅନୁନ୍ନତ ହୋଇଯାଇଛି । ଏହି ଅଞ୍ଚଳର ସାଂସ୍କୃତି ଓ ଭାଷାକୁ ହୀନମନ୍ୟ
Read More...

ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଝାରବନ୍ଧ ବ୍ଲକ ଘେରାଉ କଲା ବିଜେପି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଝାରବନ୍ଧ ବ୍ଲକକୁ ଘେରାଉ ‌କରିଥିଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ବିଜେପି । ଝାରବନ୍ଧଠାରେ ବିଜେପିର ବିଶାଳ ଶୋଭାଯାତ୍ରାରେ ରାଜ୍ୟ ସରକାରଙ୍କ ଦୁର୍ନୀତି ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ଲେଗାନ ଦେଇ ସମଗ୍ର ସହର ପରିକ୍ରମା
Read More...

ପଦ୍ମପୁର ଉପଖଣ୍ଡରେ କୋସଲ ମହାବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଶଲାଞ୍ଚଲ ପ୍ରତି ହେଉଥିବା ବୈମାତୃକ ମନୋଭାବ ସହ ଅନ୍ୟାୟ ବିରୁଦ୍ଧରେ ପଶ୍ଚିମ୍ ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ଦାବୀରେ ପଶ୍ଚିମ୍ ଓଡିଶାର ସବୁ ଜିଲ୍ଲାରେ ୧୨ ଘଣ୍ଟିଆ ମହାବନ୍ଦ୍ ଡାକରା ଦିଆଯାଇଛି । ଏଣୁ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ
Read More...

ହାଇଡ୍ରା ଫେସିଆଲ୍‌ ଏଣ୍ଡ୍‌ ମେକ୍‌ଅପ୍‌ ମାଷ୍ଟର୍‌ କ୍ଲାସ୍‌ ‘ଲୁକ୍‌ ଏଣ୍ଡ ଲାର୍ଣ୍ଣ’ କାର୍ଯ୍ୟକ୍ରମ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାରୱାଡ଼ି ସଦନଠାରେ ହାଇଡ୍ରା ଫେସିଆଲ୍‌ ଏଣ୍ଡ୍‌ ମେକ୍‌ଅପ୍‌ ମାଷ୍ଟର୍‌ କ୍ଲାସ୍‌ 'ଲୁକ୍‌ ଏଣ୍ଡ ଲାର୍ଣ୍ଣ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରିଙ୍କି ମେକ୍‌ଅପ୍‌ ଷ୍ଟୁଡ଼ିଓର ପରିଚାଳିକା ବିଉଟିସିଆନ୍‌ ପିଙ୍କିରାଣୀ ଶତପଥୀ ଏହି କାର୍ଯ୍ୟକ୍ରମର
Read More...

ତୁରେକେଲା କ୍ଳଷ୍ଟରସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା କ୍ଳଷ୍ଟରର ଆଜି ଶନିବାର ପଞ୍ଚମ କ୍ଳଷ୍ଟରସ୍ତରୀୟ ମାସିକ ବୈଠକ ଆଶ୍ରମ ବିଦ୍ୟାଳୟ ସେମଲାଠାରେ ଅନୁଷ୍ଠିତ ହୋଇଯାଇଛି । କ୍ଲଷ୍ଟର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ
Read More...