Yearly Archives

2023

ମଦନପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦୮ ଆମ୍ବୁଲେନ୍ସ ସେବା ଆରମ୍ଭ

ମଦନପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ମଙ୍ଗଳବାର ୧୦୮ ଆମ୍ବୁଲେନ୍ସ ସେବା ଆରମ୍ଭ ହୋଇଛି । ଏଥିରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି
Read More...

ଦ୍ୱିତୀୟ ଦିନରେ ଜାତୀୟ ସବ୍‌ଜୁନିୟର ବ୍ୟାଡମିଣ୍ଟନ ଚମ୍ପିୟାନସିପ୍‌

ବାଳକ ବର୍ଗରେ ପୁଷ୍କର, ସୌର୍ଯ୍ୟ, ଦିବ୍ୟାଂଶ, ଆଦିତ୍ୟ, ଯତିନ୍‌ବାଳିକାରେ ସାଇନା, ଧାନ୍ୟା, ଲକ୍ଷ୍ମୀ, ଅଗ୍ରୀମା, ଅବ୍‌ନି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ୩୫ତମ ଜାତୀୟ ସବ୍‌ ଜୁନିୟର ବ୍ୟାଡ୍‌ମିଣ୍ଟନ ଚମ୍ପିୟାନସିପ୍‌ର ଦ୍ୱିତୀୟ ଦିନ ବୁଧବାର ସ୍ଥାନୀୟ
Read More...

ବଲାଙ୍ଗିର ମାଲପଡ଼ାରେ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନଂ.୧୪ ମାଲପଡ଼ାରେ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଉଦ୍‌ଘାଟିତ ହେବା ସହ ୧୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପେଭର୍‌ବ୍ଲକ୍‌ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂବତନ ବଲାଙ୍ଗିର
Read More...

ଡେଲାଙ୍ଗ ବ୍ଲକସ୍ତରୀୟ ନିଯୁକ୍ତି ଭିତିକ ଦକ୍ଷତା ପରାମର୍ଶ ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକସ୍ତରୀୟ ନିଯୁକ୍ତି ଭିତ୍ତିକ ଦକ୍ଷତା ପରାମର୍ଶ ଶିବିର ପୁରୀ ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ଦକ୍ଷତା ବିକାଶ ଅଥୋରିଟ ଆନୁକୂଲ୍ୟରେ ସୋମବାର ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି
Read More...

ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୁଦ୍ଧରେ ବିଜେପି ତରଫରୁ ଡେଲାଙ୍ଗ ବ୍ଲକ ଘେରାଉ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ନେତୃତ୍ୱରେ ଡେଲାଙ୍ଗ ବ୍ଲକର ୨୧ଟି ପଂଚାୟତର ଶତାଧିକ ବିଜେପି କର୍ମୀ, ଜନସାଧାରଣ ଡେଲାଙ୍ଗ ହାଟ ବଜାରସ୍ଥିତ ବିଜେପି କାର୍ଯ୍ୟାଳୟଠାରୁ ପଂଚାୟତ ସମିତି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ
Read More...

ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୪ତମ ଜୟନ୍ତୀ ମଣ୍ଡଳ କାରାଗାର ବ୍ରହ୍ମପୁରଠାରେ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଇଂରେଜ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରି ବଣ ପାହାଡ ଘେରା ଅଭିଭକ୍ତ କୋରାପୁଟରୁ ସ୍ଵାଧୀନତା ସଂଗ୍ରାମର ତୁରୀବାଦ କରିଥିବା ମହାନ୍ ଦେଶଭକ୍ତ ସ୍ଵାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୪ତମ ଜନ୍ମ ଜୟନ୍ତୀ ଦିବସ ବ୍ରହ୍ମପୁର ମଣ୍ଡଳ କାରାଗାର
Read More...

ଛତ୍ରପୁର ନୀଳକଣ୍ଠେଶ୍ୱର ମନ୍ଦିରରେ ନୂତନ ବିଗ୍ରହ ସ୍ଥାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଶ୍ରୀଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିରରେ ବୃଷଭ ଏବଂ ନନ୍ଦୀ ଓ ଭୃଙ୍ଗି ନୂତନ ବିଗ୍ରହମାନ ବୁଧବାର ବିଧିବଦ୍ଧ ଭାବେ ସ୍ଥାପନ ହୋଇଛି । ଏହି ଅବସରରେ ମହାଦେବ ଠାକୁରଙ୍କ ସ୍ୱତନ୍ତ୍ର ନୀତିକାନ୍ତି ହୋଇ ମଙ୍ଗଳବାର ଅଧିବାସ ଆରମ୍ଭ ହୋଇ
Read More...

ମୁରିବାହାଲ ଆଦର୍ଶ ବିଦ୍ୟାଳୟରେ ବ୍ଲକସ୍ତରୀୟ ରାଷ୍ଟ୍ରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ

୬୦ଟି ବିଦ୍ୟାଳୟର ୧୩୪ ପ୍ରକଳ୍ପ ପ୍ରଦର୍ଶିତ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବ୍ଲକସ୍ତରୀୟ ରାଷ୍ଟ୍ରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମଗ୍ର ବ୍ଲକ ଅଞ୍ଚଳର ୬୦ଟି ବିଭିନ୍ନ
Read More...

ଛତ୍ରପୁରର ଦୁଇଦିନିଆ ବ୍ଲକସ୍ତରୀୟ କୃଷି ମେଳାର ଉଦ୍‌ଘାଟନୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ମିନିଷ୍ଟାଡିୟମରେ ଦୁଇଦିନିଆ ବ୍ଲକସ୍ତରୀୟ କୃଷି ମେଳାର ଆନୁଷ୍ଠାନିକ ଉଦ୍‌ଘାଟିତ ହୋଇଛି । ଆୟୋଜିତ କୃଷିମେଳାରେ ଉନ୍ନତ ଧରଣର କୃଷି ଯନ୍ତ୍ରପାତି, ସାମଗ୍ରୀ ଏବଂ କୃଷି ଓ କୃଷକ ସଶକ୍ତିକରଣ ପାଇଁ ଅଭିନବ ପ୍ରୟାସ କରିବା ପୂର୍ବକ ଏକ
Read More...

ବ୍ଲକସ୍ତରୀୟ ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ ଉତ୍ସବ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ସତଲମା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ବ୍ଲକ୍‌ସ୍ତରୀୟ ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ ଉତ୍ସବ ପାଳିତ ହୋଇଯାଇଛି । ଉଦ୍‌ଘାଟନୀ ସଭାରେ ବ୍ଲକ ବିଜ୍ଞାନ ସଂସଦର ସଭାପତି ତଥା ବ୍ଲକ ଶିକ୍ଷାଧିକାରୀ ମୁକୁନ୍ଦ ମହରା ସଭାପତିତ୍ୱ କରିଛନ୍ତି । ବରଗଡ଼ ଜିଲ୍ଲାର ଅତିରିକ୍ତ
Read More...