Yearly Archives

2023

ସାଇବର୍‌ ପୋଲିସ୍‌ ଦ୍ୱାରା ମହା ବ୍ଲାକ୍‌ମେଲର୍‌ ଗିରଫ୍‌

କଟକ : କଟକ ସାଇବର ପୋଲିସ ଦ୍ୱାରା ଜଣେ ମହା ବ୍ଲାକ୍‌ମେଲର୍‌ ଗିରଫ୍‌ ହୋଇଥିବା ଜଣାପଡ଼ିଛି । ଝିଅମାନଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆଇଡିରୁ ଫଟୋ ଆଣି ବ୍ଲାକମେଲ୍‌ କରୁଥିବା ଅଭିଯୋଗରେ ସାଇବର୍‌ ପୋଲିସ୍‌ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ୍‌ କରିଥିବା ଜଣାପଡ଼ିଛି । ଗିରଫ୍‌ ଅଭିଯୁକ୍ତ ଜଣକ ଦିନେଶ
Read More...

ଝିଅ ନିଖୋଜ ନେଇ ତୁରେକେଲା ଥାନାରେ ଅଭିଯୋଗ କଲେ ପରିବାର ଲୋକେ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡଡକଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନାଗଫେଣା ଗାଁର ପ୍ରେମଶିଲା ସଗ୍ରିଆ ଗତ ନଭେମ୍ବର ୯ ତାରିଖ ରାତ୍ର ପ୍ରାୟ ବାରଟା ସମୟରୁ ନଖୋଜ ହୋଇଥିବା ନେଇ ତୁରେକେଲା ଥାନାରେ ଅଭିଯୋଗ ହୋଇଛି । ଆଜିକୁ ପ୍ରାୟ ପନ୍ଦର ଦିନ ହେଲା
Read More...

ପ୍ରତି ଗାଁରେ ମାହେଶ୍ଵରୀର ସ୍ୱଚ୍ଛତା ସେବା

ବଲାଙ୍ଗିର, (କେପିଏନ୍‌ଏସ୍‌) : "ସ୍ୱଚ୍ଛତା ମୂଳ ମନ୍ତ୍ର, ଆମ ଗାଁର ସ୍ୱଚ୍ଛତା ଆମ ଦାୟିତ୍ଵ" ଏହାକୁ ପାଥେୟ କରି ମାହେଶ୍ୱରୀ ତାର ସେବା କାର୍ଯ୍ୟ ଜାରି ରଖିଛି ଏହି କ୍ରମରେ ଗତକାଲି ପୁଇଁତଲା ବ୍ଲକ ଅନ୍ତର୍ଗତ ମଙ୍ଗଳାମୁଣ୍ଡା ଗ୍ରାମରେ ଏକ ସଚେତନତା ଧର୍ମୀ ସଫେଇ କାର୍ଯ୍ୟ ଗ୍ରାମବାସୀଙ୍କ
Read More...

୩୫ତମ ଜାତୀୟ ସବ୍‌ ଜୁନିୟର ବ୍ୟାଡମିଣ୍ଟନ

ଆଜି ହେବ ଫାଇନାଲବାଳିକା ଓଡିଶାର ତନଭି ଓ କର୍ଣ୍ଣାଟକର ସାଇନା ମନିମୁଥୁବାଳକ କର୍ଣ୍ଣାଟକର ପୁଷ୍କର ସାଏ ଓ ଦିଲ୍ଲୀର ହରସିତ କ୍ଷତ୍ରୀ ଭିତରେ ମୁକାବିଲା ବଲାଙ୍ଗିର, (ଦେବାଶିଷ ମିଶ୍ର) : ୩୫ତମ ଜାତୀୟ ସବ୍‌ ଜୁନିୟର ଚମ୍ପିୟାନସିପ୍‌ ଯାହାକି ପୃଥ୍ୱୀରାଜ ହାଇସ୍କୁଲ ବଲାଙ୍ଗିର ଇନ୍‌ଡୋର
Read More...

ସଂକଳ୍ପ ପରିବାର ତରଫରୁ ମାଗଣା ରକ୍ତ ବର୍ଗ ଚିହ୍ନଟ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ସ୍ଥିତ ବରଡୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କେନାଲ ଝୁପିଡ଼ିପଡ଼ା, ଡାଙ୍ଗରେ ସଂକଳ୍ପ ପରିବାର ଓ ରାଜ ପୋଲିକ୍ଲିନିକ, ବରଗଡ଼ର ମିଳିତ ଉଦ୍ୟମରେ ସ୍କୁଲରେ ପାଠ ପଢୁଥିବା ୩୫ଜଣ ଛାତ୍ର ଛାତ୍ରୀ ମାନଙ୍କର ମାଗଣାରେ ରକ୍ତ
Read More...

ହାଟପଦାପଡ଼ା ମେଟାକାନୀ ମନ୍ଦିରର ନାମ ଯଜ୍ଞ ପାଇଁ କଳସ ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସ୍ଥିତ ହାଟପଦା ପଡା ମା' ମେଟାକାନୀ ମନ୍ଦିର କମିଟି ପକ୍ଷରୁ ସବୁବର୍ଷ ଭର୍ଳି ଚଳିତ ବର୍ଷ ମଧ୍ୟ ନବମ ବାର୍ଷିକ ୨୪ ପ୍ରହରି ନାମଯଜ୍ଞ ପାଳିତ କରାଯାଉଛି । କମିଟିର ସଭାପତି ଲୋଟସ ଷଢଙ୍ଗୀଙ୍କ ସଭାପତିତ୍ୱରେ ଚଳିତ ବର୍ଷ ବହୁ ଅଡମ୍ବରରେ ଜିଲ୍ଲା
Read More...

ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାର ସର୍ବ ବୃହତ, ପୁରାତନ ତଥା ଅଗ୍ରଣୀ ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ ତଥା କର୍ମକର୍ତ୍ତା ନିର୍ବାଚନ ରାଧାକୃଷ୍ଣ ମନ୍ଦିର, ପଲ୍ଲିଶ୍ରୀ ବିହାର, ସଦାଇପାଲିଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରିଥିଲେ ସଭାପତି ପ୍ରଭାକର
Read More...

ହୃଦଘାତରେ ଯୁବ ଆଇନଜୀବୀ କୁଳମଣୀ ଲୁହାଙ୍କ ଅକାଳ ବିୟୋଗ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବିଟାବନ୍ଧ ପଞ୍ଚାୟତ କନ୍ଦାଖାଳ ଗ୍ରାମର ଯୁବ ଆଇନଜୀବୀ କୁଳମଣି ଲୁହା(୪୦)ଙ୍କ ହୃଦଘାତରେ ଅକାଳ ବିୟୋଗ ଘଟିଛି । ବୁଧବାର ଅପରାହ୍ନ ୪ଟା ସମୟରେ ସେ ଘରେ ଥିବା ବେଳେ ହଠାତ ତାଙ୍କ ଦେହ ଅସୁସ୍ଥ ହୋଇପଡିଥିଲା । ତାଙ୍କୁ
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ନିଖୋଜ ବ୍ୟକ୍ତି ଓ ଆଠ ବର୍ଷର ଶିଶୁପୁତ୍ର ଏବଂ ମା’ ନିଜ ଗାଁ କୁ…

ତୁରେକେଲା, (କୈଲାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କୁଇବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କିନ୍ଦେରକେଲା ଗାଁର ନିଖୋଜ ମାନସିକ ବିକୃତ ବ୍ୟକ୍ତିର ଆଠ ବର୍ଷର ଶିଶୁପୁତ୍ର ଓ ମା'ଙ୍କୁ ପ୍ରଦୀପ ସେଟ୍ ସର୍ଦାରଙ୍କ ପୁଅ କୁନ୍ଦନ ସେଟ୍ କିନ୍ଦେରକେଲା ଗାଁକୁ ପହଞ୍ଚାଇ ଥିଲେ ।
Read More...

ଶେଷ ପର୍ଯ୍ୟାୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଭୋଟର ତାଲିକାର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ-୨୦୨୪ ଅକ୍ଟୋବର ମାସ ୨୭ ତାରିଖଠାରୁ ଆରମ୍ଭ ହୋଇ ଅଦ୍ୟାବଧୂ ଚାଲୁରହିଛି ଓ ଏହି ସଂଶୋଧନ କାର୍ଯ୍ୟକ୍ରମ ଆସନ୍ତା ଡିସେମ୍ବର ମାସ ୯ ତାରିଖ ପର୍ଯ୍ୟନ୍ତ
Read More...