Yearly Archives

2023

ମହାକାର୍ତ୍ତିକ ପୂର୍ଣ୍ଣମୀ ଓ ଡଙ୍ଗା ଭସା ପର୍ବ : ପାରମ୍ପରିକ ବୋଦା ଲଢେ଼ଇ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ମହାକାର୍ତ୍ତିକ ପୂର୍ଣ୍ଣମୀ ଉପଲକ୍ଷେ ଆଜି ସୋମବାର ପ୍ରତ୍ୟୁଷରୁ ଭକ୍ତ, ଶ୍ରଦ୍ଧାଳୁ, ହବିଷ୍ୟାଳୀମାନେ ପ୍ରାଚୀନ ଓଡିଶାର ନୌବାଣିଜ୍ୟର ପ୍ରତିକ ପରମ୍ପରା ଅନୁଯାୟୀ କଦଳୀ ପଟୁକା, କାଗଜ, ରଙ୍ଗୀନ ଜରି ଓ ସୋଲ ନିର୍ମିତ (ବୋଇତ) ଡଙ୍ଗାରେ ପାନ,
Read More...

ତୁରେକେଲା ବ୍ଲକ ସଦର ଗ୍ରାମରେ କାର୍ତ୍ତିକ ମାହାତ୍ମ୍ୟ ପୂଜା ଏବଂ ୫ ଦିନିଆ ଜଳନ୍ଧର ବଧ ଉଦ୍‌ଯାପିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ଉପାନ୍ତ ତୁରେକେଲା ବ୍ଲକ ସଦର ମହକୁମାରେ ୫ ଦିନ ଧରି ଚାଲିଥିବା ଜଳଲନ୍ଧର ବଧ ଏବଂ ଶ୍ରୀ ଶ୍ରୀ କାର୍ତ୍ତିକ ମାହତ୍ମ୍ୟ ସୋମବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଗତ ନଭେମ୍ବର ମାସ ୨୧ ତାରିଖରୁ ଶ୍ରୀ ଶ୍ରୀ ଜଗନ୍ନାଥ ମଂଦିର ପରିସରରେ କମିଟି
Read More...

ଜିଲ୍ଲାସ୍ତରୀୟ ସମ୍ବିଧାନ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବରିଷ୍ଠ ଓକିଲ ଦିନେଶ ନାଗଙ୍କ ସଭାପତିତ୍ୱରେ ଜିଲ୍ଲା ସାମ୍ବାଦିକ ଭବନଠାରେ ଜିଲ୍ଲାସ୍ତରୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି ଏଥିରେ ସଂସ୍କୃତି ଗବେଷକ ତରଣୀସେନ ଦୀପଙ୍କ ସଂଯୋଜନାରେ ଶିକ୍ଷାବିଦ୍‌ ନେପାଲ ଚନ୍ଦ୍ର ବାଗ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି
Read More...

ଓଡିଶାରେ କୋରୋନା ମୃତ୍ୟୁ ସଂଖ୍ୟା ୨୫୦୩୨

ସରକାରଙ୍କ ଅନୁକମ୍ପା ସହୟତା ପାଇଛନ୍ତି ୨୦୩୯୭ଖୋର୍ଦ୍ଧାରେ ସର୍ବାଧିକ ଓ ଦେବଗଡରେ ସବୁଠୁ କମ କରୋନା ମୃତ୍ୟୁସମ୍ବେଦନହୀନ ଭାବେ କାର୍ୟ୍ୟ କରିଛନ୍ତି ରାଜ୍ୟ ସରକାର : ହେମନ୍ତ ପଣ୍ଡା ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ଲହର ସମୟରେ ରାଜ୍ୟର ପ୍ରାୟ ପ୍ରତ୍ୟେକ ଘର କାନ୍ଦ ବୋବାଳୀରେ
Read More...

ମାହେଶ୍ୱରୀ ମହିଳା ଶାଖାର ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସ୍ଵଧାର ଗୃହର ଅନ୍ତେବାସୀଙ୍କ ଗହଣରେ ମାହେଶ୍ୱରୀ ମହିଳା ଶାଖା ତରଫରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱଚ୍ଛତା ସଚେତନତା ସହିତ ସ୍ୱଚ୍ଛତା ସାମଗ୍ରୀ ମଧ୍ୟ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ମାହେଶ୍ୱରୀ ମହିଳା ଶାଖା
Read More...

ଗୀତା ଜ୍ଞାନ ଯଜ୍ଞ ଉଦ୍‌ଯାପିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ନିର୍ମାଲ୍ୟ କ୍ଷେତ୍ରରେ ଭଗବତ ଚେତନା ପରିଷଦ ଆନୁକୂଲ୍ୟରେ ମାସ ବ୍ୟାପି ଚାଲିଥିବା ଗୀତା ଜ୍ଞାନ ଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ପବିତ୍ର କାର୍ତ୍ତିକ ମାସ ଅବସରରେ ମାସ ବ୍ୟାପି ପ୍ରତ୍ୟହ ସକାଳେ ଗୀତା ପାଠ ଓ ଗୀତା
Read More...

ଜିଲ୍ଲାସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ : ମୁଖ୍ୟମନ୍ତ୍ରୀଙ୍କ ପୁସ୍ତକ ଉନ୍ମୋଚିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରସ୍ଥିତ ମିନି ଷ୍ଟାଡିୟମ ପରିସରରେ ସ୍ୱେଛାସେବୀ ଅନୁଷ୍ଠାନ ଦିଗଦର୍ଶନ ଫାଉଣ୍ଡେସନ ଓ ଭୁବନେଶ୍ୱର ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ମିଳିତ ଉଦ୍ୟମ ଓ ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚ ସହଯୋଗରେ ଜିଲ୍ଲା ସ୍ତରୀୟ ସାଂସ୍କୃତିକ ସମାବେଶ ଅନୁଷ୍ଠିତ
Read More...

ସଂସ୍କୃତ ପରିଷଦ ବଲାଙ୍ଗିରର ମାସିକ ଅଧିବେଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନରସିଂହ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ସଂସ୍କୃତ ପରିଷଦର ସଭାପତି ନୀଳମଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ପରିଷଦର ମାସିକ ଅଧିବେଶନ ପାଳିତ ହୋଇଯାଇଛି । ପ୍ରଥମେ ପୂର୍ବତନ ସଭାପତି ସ୍ୱର୍ଗତ ଟିକେଶ୍ୱର ଗୁରୁଙ୍କ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା ପରେ ସଭା
Read More...

ପଦ୍ମପୁର କୁବେର ଯୁବାମଞ୍ଚର ବୋଇତ ବନ୍ଦାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଦେବଦର୍ହା ଶୈବପୀଠ ଠାରେ ପଦ୍ମପୁର କୁବେର ଯୁବାମଞ୍ଚ ଆନୁକୂଲ୍ୟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । କୁବେର ମହାପ୍ରଭୁଙ୍କ ପୂଜନ ଓ ଭାଗବତ ପଠନ ସହ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା
Read More...

ଆମ ପରିବେଶ ଓ ଆମ ସଂସ୍କୃତି ସାହିତ୍ୟାୟନ

କଟକ, (ସସ୍ମିତା ପ୍ରଧାନ) : କଟକ କୈବଲ୍ୟ ସାହିତ୍ୟ ସଂସଦ, କଟକ ତରଫରୁ ବଖରାବାଗ ଗାନ୍ଧୀ ଭବନରେ ଆମ ପରିବେଶ ଓ ଆମ ସଂସ୍କୃତି ସହିତ୍ୟାୟାନ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବହୁତ୍ ସଂଖ୍ୟାରେ କବି , କବୟିତ୍ରୀ ଏବଂ ସମାଜସେବୀ ଯୋଗଦାନ କରିଥିଲେ । କବିତା ପାଠ ଏବଂ
Read More...