ବଲାଙ୍ଗିର ନିକଟସ୍ଥ ଜଙ୍ଗଲ ଓ ସହର ଜଳାଶୟର ପକ୍ଷୀ ସୁରକ୍ଷା ପାଇଁ ଦାବୀ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ୧୭ଟି ଜଳାଶୟକୁ ଶୀତଦିନେ ଅନେକ ବିରଳ ପକ୍ଷୀ ଆଗାମନ କରିଥାନ୍ତି । ଜଳାଶୟ ଗୁଡିକର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାନ୍ତି । ଏହି ବିରଳ ପକ୍ଷୀମାନଙ୍କୁ ସୁରକ୍ଷା ଦେବା ପାଇଁ ପକ୍ଷୀ ସୁରକ୍ଷା କମିଟି ପକ୍ଷରୁ ସ୍ଥାନୀୟ ଡିଏଫ୍ଓଙ୍କୁ ଏକ ଦାବୀପତ୍ର!-->…
Read More...
Read More...