Yearly Archives

2023

ମୁରିବାହାଲ ବ୍ଲକସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ମୁରିବାହାଲ ବ୍ଲକ ସଭାଗୃହରେ ଶୁକ୍ରବାର ବ୍ଲକସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ନିୟୋଜନ ଅଧିକାରୀ କେଶବ ଚନ୍ଦ୍ର ପାଣିଗ୍ରାହୀଙ୍କ
Read More...

ଆଗଲପୁରରେ ନୂତନ-ଓ ସମନ୍ୱିତ ଯୁବ ବିିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର +୨ ବିଜ୍ଞାନ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ନୂଆ ଓଡିଶା ଗଠନରେ ଯୁବକ ଯୁବତୀ ମାନଙ୍କ ସଂପୃକ୍ତି ସହ ବିଭିନ୍ନ ପ୍ରତିଯୋଗୀତା
Read More...

ମୁନିଗୁଡ଼ାରେ ବୁଲୁଛି ମହାରାଷ୍ଟ୍ରର ବାଘ, ଭିଡ଼ିଓ ଭାଇରାଲ୍‌

ରାୟଗଡ଼ା : ରାୟଗଡ଼ାର ମୁନିଗୁଡ଼ାରେ ବୁଲୁଛି ମହାରାଷ୍ଟ୍ରର ବାଘ । ଏସଂକ୍ରାନ୍ତୀୟ ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି । ଗଜପତିରୁ ଆସି ଦହିଖାଲ ଅଂଚଳରେ ବୁଲୁଥିବା ସୂଚନାରେ କୁହାଯାଇଛି । ତେବେ ମହାରାଷ୍ଟ୍ରର ଏହି ବାଘ ବନ୍ଧଗୁଡ଼ା ଗାଁ ପାଖରେ ମଇଁଷି ମାରିବା ପରେ
Read More...

ବରିଷ୍ଠ ସାମ୍ବାଦିକ ବିଜୟ ମିଶ୍ରଙ୍କ ପରଲୋକ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ଧଣ୍ଡାମୁଣ୍ଡା ଗ୍ରାମର ବରିଷ୍ଠ ସାମ୍ବାଦିକ ବିଜୟ ମିଶ୍ରଙ୍କ ଗୁରୁବାର ମଧ୍ୟ ରାତ୍ରିରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ବରିଷ୍ଠ ସାମ୍ବାଦିକ ବିଜୟ ମିଶ୍ର
Read More...

ଝାର୍‌ସୁଗୁଡା ଜିଲ୍ଲା ଲଖନ୍‌ପୁରଠାରେ ଏକ ଆଇଟିଆଇ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

୨୪.୪୮କୋଟି ଟଙ୍କା ମଞ୍ଜୁର, ଜିଲ୍ଲା ଖଣିଜ ପାଣ୍ଠିରୁ ଏହି ଅର୍ଥ ବିନିଯୋଗ କରାଯିବ ଭୁବନେଶ୍ୱର, : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଝାର୍‌ସୁଗୁଡା ଜିଲ୍ଲାର ଲଖନ୍‌ପୁରଠାରେ ଏକ ଆଇଟିଆଇ ପ୍ରତିଷ୍ଠା ପାଇଁ ଅନୁମୋଦନ କରିଛନ୍ତି ଏବଂ ଏଥିପାଇଁ ୨୪ କୋଟି ୪୮ ଲକ୍ଷ ଟଙ୍କା ମଞ୍ଜୁର
Read More...

ଚଳକୀରୁ ୧୦ଦାଦନ ଶ୍ରମିକ ଉଦ୍ଧାର : ଟାଟା ମ୍ୟାଜିକ ଜବତ, ଡ୍ରାଇଭରଙ୍କୁ କୋର୍ଟ ଚାଲାଣ, ସର୍ଦ୍ଦାର ଫେରାର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଚଳକୀ ଛକରୁ ଜଏଁତରା ଗ୍ରାମର ୧୦ଜଣ ଦାଦନ ଶ୍ରମିକ ବାହାର ରାଜ୍ୟକୁ ଚାଲାଣ ହେଉଥିବା ବେଳେ ମୁରିବାହାଲ ପୁଲିସ ଦ୍ଵାରା ଉଦ୍ଧାର ହୋଇଥିବା ଜଣାପଡିଛି । ଏମାନଙ୍କୁ ଚାଲାଣରେ ବ୍ୟବହାର ହୋଇଥିବା ଗୋଟିଏ ଟାଟା ମ୍ୟାଜିକ
Read More...

ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜି ଦ୍ୱାରା ଏଡ଼ସ୍‌ ସଚେତନତା ରାଲି ଓ ମାଗଣା ସ୍ୱାସ୍ଥ୍ୟ ଶିବିର

କଣ୍ଟାବାଞ୍ଜି , (ଗୁରୁ ଦୟାଲ ହଂସ) : ଡ଼ିସେମ୍ବର ୦୧ ତାରିଖ ହେଉଛି ବିଶ୍ୱ ଏଡ଼ସ୍‌ ଦିବସ । ଏହି ଦିବସକୁ ସରକାରୀ ଓ ବେସରକାରୀ ସ୍ତରରେ ସମଗ୍ର ବିଶ୍ୱରେ ବ୍ୟାପକ ଭାବେ ଏଡ଼ସ୍‌ ସଚେତନତା ଦିବସ ରୂପେ ପାଳନ କରାଯାଏ । ଏହି ପ୍ରକ୍ରିୟାରେ କଣ୍ଟାବାଞ୍ଜି ମହିଳା ସ୍ନାତକ ମହାବିଦ୍ୟାଳୟ ମଧ୍ୟ୍ୟ
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୪ ଓଡ଼ିଆ ଶ୍ରମିକ

ଆପଣମାନେ ନିରାପଦରେ ଫେରି ଆସିଥିବାରୁ ମୁ ବହୁତ୍ ଖୁସିପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ଦେଲେ ମୁଖ୍ୟମନ୍ତ୍ରୀପ୍ରତ୍ୟେକ ଶ୍ରମିକ ଜଣେ ଜଣେ ହିରୋ, ପ୍ରତିକୂଳ ପରିସ୍ଥିତିରେ ଜୀବନ ପାଇଁ ସେମାନଙ୍କ ସଂଘର୍ଷର କାହାଣୀ ପ୍ରେରଣା ଦାୟକ - ମୁଖ୍ୟମନ୍ତ୍ରୀ ଭୁବନେଶ୍ଵର, : ଉତ୍ତରାଖଣ୍ଡ
Read More...

ବିଶ୍ଵ ଦିବ୍ୟାଙ୍ଗ ଦିବସ ଉପଲକ୍ଷେ ଦିବ୍ୟାଙ୍ଗ ଟି -୨୦ କ୍ରିକେଟ୍ ପ୍ରତିଯୋଗୀତା

ମ,ରାମପୁର, (ହେମନ୍ତ ସାହୁ) : ଡିସେମ୍ବର ମାସ ତିନି ତାରିଖରେ ବିଶ୍ଵ ଦିବ୍ୟାଙ୍ଗ ଦିବସ ଉପଲକ୍ଷେ ଆସନ୍ତାକାଲି ଦୁଇ ତାରିଖ ଶନିବାର ଦିନ ଦିବ୍ୟାଙ୍ଗ ଟି -୨୦ କ୍ରିକେଟ୍ ପ୍ରତିଯୋଗୀତା ସ୍ଥାନୀୟ ଦୁର୍ଗା ମାଧବ ସରକାରୀ ଉଚ୍ଚବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ହେବ । ଏହି ମ୍ୟାଚ୍‌ଟି ସକାଳ ଦଶ
Read More...

ଗୁଣପୁର ଅଞ୍ଚଳର ସ୍ୱାସ୍ଥ୍ୟସେବା ପାଇଁ ମୈତ୍ରୀ କମ୍ପାନୀ ପକ୍ଷରୁ ଆମ୍ବୁଲାନ୍ସ୍‌ ପ୍ରଦାନ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୁଣପୁର ଅଞ୍ଚଳର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ମୈତ୍ରୀ ଇଂଫ୍ରା ପ୍ରାଇଭେଟ୍‌ ଲିଃ ପକ୍ଷରୁ ଏକ ନୂତନ ଆମ୍ବୁଲାନ୍ସ୍‌ ଶୁକ୍ରବାର ପ୍ରଦାନ କରାଯାଇଛି । ଗୁଣୁପୁର ପଞ୍ଚାୟତ
Read More...