Yearly Archives

2023

ରାଜ୍ୟପାଳଙ୍କୁ ସାକ୍ଷାତ କଲେ ଯୁବନେତା ପ୍ରୀତେଶ ବହିଦାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶାର ନୂତନ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ପଦ୍ମପୁର ଅଞ୍ଚଳର ବିଭିନ୍ନ ବିଷୟରେ ଆଲୋଚନା ଓ ପଦ୍ମପୁର ଲୋକ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି ଯୁବନେତା ପ୍ରୀତେଶ ବହିଦାର ଏହା ସହ ନୃସିଂହନାଥ ଓ ଦେବଦର୍ହା ଭଳି
Read More...

ତୁରେକେଲା ଆର୍‌ଜିପିଏସ୍‌ ଉଚ୍ଚ ବିଦ୍ୟାଳୟରେ ଯୁବ ଓଡିଶା, ନବୀନ ଓଡିଶା ପାଳନର ୬ଷ୍ଠ ଦିବସ : ପୁରସ୍କୃତ ହେଲେ…

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକସ୍ଥିତ ରାଜୀବ ଗାନ୍ଧୀ ପଂଚାୟତ ସମିତି ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ଯୁବ ଓଡିଶା, ନବୀନ ଓଡିଶା ପାଳନର ସୋମବାର ୬ଷ୍ଠ ଦିବସରେ ପୂର୍ବତନ କଂଟାବାଂଜି ବିଧାୟକ ଅୟୁବ ଖାନ (ମୂଖ୍ୟ ଅତିଥୀ), କଂଟାବାଂଜି ଫରେଷ୍ଟ ରେଂଜ ଅଫିସର
Read More...

ରାଉରକେଲା ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାକ୍ଷରତା ଅଭିଯାନ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ (ନୂଆ - ଓ) ତରଫରୁ ସମନ୍ଵିତ ଯୁବ କ୍ରୀଡା ଓ ବିକାଶ ଦ୍ଵାରା ଆୟୋଜିତ ସାମାଜିକ ସମ୍ମେଳନ ଦ୍ଵାରା 'ସାକ୍ଷରତା ଅଭିଯାନ' ସେକ୍ଟର ୬ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର : ବିଭିନ୍ନ ୩୧ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ସୁବର୍ଣ୍ଣପୁରଠାରେ ଅନୁଷ୍ଠିତ ହୋଇଯାଇଛି । ବିମଳେନ୍ଦୁ ରାୟ ଜିଲ୍ଲାପାଳ ସୁବର୍ଣ୍ଣପୁର ଓ ହେମନ୍ତ କୁମାର ପାଢ଼ୀ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯୁଗ୍ମ
Read More...

ପ୍ରଖ୍ୟାତ କବି ସନତ୍ ରାୟଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ

ରାଉରକେଲା, (ସସ୍ମିତା ପ୍ରଧାନ) : କବି ସନତ୍ ରାୟ ଥିଲେ ସମାଜବାଦୀ ଚେତନାର ନାନ୍ଦୀକାର । ସନତ୍ ରାୟ ସ୍ମୃତି କମିଟି ଆନୁକୂଲ୍ୟରେ କଲ୍‌ଚରାଲ୍‌ ଏକାଡେମୀ ପରିସରରେ ପ୍ରଖ୍ୟାତ ପୁରୁଷ ସନତ୍‌ ରାୟଙ୍କ ତିରୋଧାନ ଦିବସ ଓ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ସଭାରେ ମୁଖ୍ୟ
Read More...

ଗାଇସିଲାଟରେ ଅଭିଯୋଗ ଶୁଣାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ବରଗଡ଼ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଦିତ୍ୟ ଗୋୟଲ, ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ପଦ୍ମପୁର
Read More...

ମହାମହିମ ଓଡିଶା ରାଜ୍ୟପାଳଙ୍କୁ ପଦ୍ମପୁରକୁ ନିମନ୍ତ୍ରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ଵରେ ଏକ ପ୍ରତିନିଧି ମଣ୍ଡଳୀ ଆଜି ଭୁବନେଶ୍ଵର ରାଜଭବନରେ ଓଡ଼ିଶାର ମହାମହିମ ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ କରି ଉପଢ଼ୌକନ ଫୁଳତୋଡ଼ା ଓ ନୃସିଂହନାଥ ମହାପ୍ରଭୁଙ୍କ ଫଟୋଚିତ୍ର ଦେଇ
Read More...

ବିକାଶ ଶିକ୍ଷାନୁଷ୍ଠାନର ପଞ୍ଚମ ବାର୍ଷିକ ଉତ୍ସବ ଦ ହାର୍ଭେଷ୍ଟ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଅଗ୍ରଣୀ ଶିକ୍ଷାନୁଷ୍ଠାନ ବିକାଶ ଗ୍ରୁପ ଅଫ୍‌ ଇନଷ୍ଟିଚ୍ୟୁସନର ଭବାନୀପାଟଣା ଉଇସ୍‌ଡ଼ମ୍‌ ପାର୍କରେ ପଞ୍ଚମ ବାର୍ଷିକ ଉତ୍ସବ ଦ ହାର୍ଭେଷ୍ଟ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
Read More...

ପୋଖରୀ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବାରିପଦା : ପୋଖରୀ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦ୍ଵାରଶୁଣି ଘାଟି ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦ୍ଵାରଶୁଣି ଘାଟି ନିକଟସ୍ଥ ଏକ ପୋଖରୀ ନିକଟରୁ ଆଜି
Read More...

ଟ୍ରେନର୍‌ ଏୟାରକାଫ୍ଟ୍‌ ଦୁର୍ଘଟଣା

ହାଇଦ୍ରାବାଦ, : ଆଜି ତେଲଙ୍ଗାନାରେ ଏକ ବାୟୁସେନା ଟ୍ରେନିର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି । ଏହି ଦୁର୍ଘଟଣାରେ ଦୁଇ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଛି ସକାଳ ୮ଟା ୫୫ରେ ଏହି ଦୁର୍ଘଟଣା ଘଟିଛି । ଭାରତୀୟ ବାୟୁସେନା ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛି । ବାୟୁସେନା କହିଛି ରୁଟିନ୍‌ ଟ୍ରେନିଂ
Read More...