Yearly Archives

2023

ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍‌ ସଂସ୍ଥା ଉପରେ ଆୟକର ବିଭାଗର ଚଢ଼ାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆୟକର ଫାଙ୍କି ଅଭିଯୋଗରେ ଏକ ସଂସ୍ଥା ଉପରେ ଆଇଟି ରେଡ୍‌ ଚାଲିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍‌ ସଂସ୍ଥା ଉପରେ ଚଢ଼ାଉ ହୋଇଛି । ତେବେ ଖୋର୍ଦ୍ଧା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗିର ଓ ରାୟଗଡ଼ାରେ ତଥା ,କୋଲକାତା ଓ
Read More...

୬୧ତମ ଗୃହରକ୍ଷୀ ବାହିନୀ ଦିବସ ପାଳିତ : ଗଞ୍ଜାମ ପୋଲିସ ଜିଲ୍ଲାରେ ୫୩ଜଣ ପୋଲିସ ସମ୍ବର୍ଦ୍ଧିତ ହେଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପୋଲିସ ମୁଖ୍ୟାଳୟ ଛତ୍ରପୁର ପୋଲିସ ପରେଡ଼ ପଡ଼ିଆରେ ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ଯୋଗଦେଇ ୬୧ତମ ଗୃହରକ୍ଷୀ ବାହିନୀ ଦିବସ ଅବସରରେ ଅନୁଷ୍ଠିତ ସମ୍ମିଳିତ ପରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ପ୍ରବଳ କୋହଲା ପାଗ, ଥଣ୍ଡା ପବନ,
Read More...

ଜଳବାୟୁ ପାଣ୍ଠି ଯୋଗାଣ ରୂପାନ୍ତର ଉପରେ କପ୍ ୨୮ ଅଧ୍ୟକ୍ଷତା ଅଧିବେଶନରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧ ଡିସେମ୍ବର ୨୦୨୩ରେ ୟୁଏଇର ଦୁବାଇଠାରେ "ଜଳବାୟୁ ପାଣ୍ଠି ଯୋଗାଣ ରୂପାନ୍ତର" ଉପରେ କପ୍ ୨୮ ଅଧ୍ୟକ୍ଷତା ଅଧିବେଶନରେ ଅଂଶଗ୍ରହଣ କରିଛନ୍ତି । ବିକାଶଶୀଳ ଦେଶମାନଙ୍କ ପାଇଁ ଜଳବାୟୁ ପାଣ୍ଠି ଯୋଗାଣକୁ ଅଧିକ ଉପଲବ୍ଧ ଗ୍ରହଣୀୟ ଏବଂ
Read More...

କପ୍ -୨୮ରେ ୟୁଏଇ ସହ ମିଶି ଗ୍ଲୋବାଲ ଗ୍ରୀନ୍ କ୍ରେଡିଟ୍ ଇନିସିଏଟିଭ୍ ଆୟୋଜନ କଲା ଭାରତ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନଙ୍କ ସହ ମିଶି ୧ ଡିସେମ୍ବର ୨୦୨୩ରେ ଦୁବାଇ ଠାରେ କପ୍-୨୮ରେ 'ଗ୍ରୀନ୍ କ୍ରେଡିଟ୍ ପ୍ରୋଗ୍ରାମ୍' ଶୀର୍ଷକ ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମର ସହ-ଆୟୋଜନ କରିଛନ୍ତି। ଏହି
Read More...

ଦୁର୍ଘଟଣା ପରେ ନିଜ ଛୁଆଙ୍କୁ ଜଗିଛି ମା’ କୁକୁର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସେ ମଣିଷ ହେଉ କି ପଶୁପକ୍ଷୀ, ମା’ ମନ ସବୁ ବେଳେ ନିଜ ଛୁଆ ପାଇଁ ବିଚଳିତ । ନିଜ ଛୁଆର କଷ୍ଟ କେବେ ବି କୌଣସି ମା’ ଦେଖିପାରେ ନାହିଁ । ମା’ର ମମତା ଅମୃତ ତୁଲ୍ୟ । ନିଜ ଛୁଆ ଉପରେ ଯେତେବେଳେ ବିପଦ ଆସେ ନିଜକୁ ଖାତିର୍‌ ନ କରି ନିଜ ଜୀବନକୁ ମଧ୍ୟ ବାଜି ଲଗାଇ
Read More...

ପ୍ରଥମ ଇସ୍ପାତ ନାଟକ ମହୋତ୍ସବର ପଞ୍ଚମ ସନ୍ଧ୍ୟା : କଳିଙ୍ଗ କଳା ପରିଷଦ ତରଫରୁ ନାଟକ ‘ୟୁ ଆର୍ ଅଣ୍ଡର୍‌…

ରାଉରକେଲା, (ସସ୍ମିତା ପ୍ରଧାନ) : ଏକତ୍ର ରାଉରକେଲା ଦ୍ଵାରା ଆୟୋଜିତ ପ୍ରଥମ ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୩ ପଞ୍ଚମ ସନ୍ଧ୍ୟାରେ ନାଟ୍ୟାନୁଷ୍ଠାନ କଳିଙ୍ଗ କଳା ପରିଷଦ ତରଫରୁ ନାଟକ 'ୟୁ ଆର୍ ଅଣ୍ଡର୍‌ ଆରେଷ୍ଟ୍‌' ମଞ୍ଚସ୍ଥ ହୋଇଥିବା ବେଳେ ନାଟକକୁ ପ୍ରଭାକର ପାତ୍ର ରଚନା ଓ ମଞ୍ଚ ସଜ୍ଜା ତଥା
Read More...

କଟକ ଓ ପୁରୀ ବସ୍‌ଷ୍ଟାଣ୍ଡକୁ ମୋ ବସ୍ ଏକ୍ସପ୍ରେସ୍ ସେବା

ଭୁବନେଶ୍ୱର : କ୍ୟାପିଟାଲ୍ ରିଜିୟନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ଭୁବନେଶ୍ୱର ବିମାନ ବନ୍ଦରରୁ ସିଧାସଳଖ କଟକ ନେତାଜୀ ବସ୍ ଟର୍ମିନାଲ୍ (ସିିିଏନ୍‌ବିଟି) ଏବଂ ପୁରୀ ବସ୍ ଷ୍ଟାଣ୍ଡ୍ ପର୍ଯ୍ୟନ୍ତ ମୋ ବସ୍ ଏକ୍ସପ୍ରେସ୍ ସେବା ଆରମ୍ଭ ହୋଇଛି । ବିମାନବନ୍ଦର ଯୋଗେ ଆସୁଥିବା
Read More...

ମାଟ୍ରିକ ପରୀକ୍ଷା ହେବ ସହଜ

ଭୁବନେଶ୍ୱର: ୨୦୨୪ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଛି । ଏହି ପ୍ରଶ୍ନପତ୍ର ଅନୁଯାୟୀ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଆଗକୁ ଦେବାକୁ ଥିବା ବୋର୍ଡ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବେ । ଜିଲ୍ଲା
Read More...

ହାତୀ ମଣିଷ ଲଢ଼େଇରେ ମୃତ୍ୟୁ ହେଲେ ମିଳିବ ୬ ଲକ୍ଷ

ଭୁବନେଶ୍ୱର : ରାଜ୍ୟରେ ହାତୀ ମଣିଷ ଲଢ଼େଇ ବଢ଼ୁଥିବା ବେଳେ ଏଥିରେ ଅନେକଙ୍କ ଜୀବନ ଯାଉଛି । ଏହି ଲଢ଼େଇ ମୃତ୍ୟୁ ହେଉଥିବା ଲୋକଙ୍କୁ ଅନୁକମ୍ପା ଦେବା ପାଇଁ ଅନୁକମ୍ପା ୱେବ୍‌ସାଇଟ ଅଛି । ସବୁ ଡିଭିଜନକୁ ପଇସା ଦିଆଯାଇଛି । ତୁରନ୍ତ ସେମାନେ ଅନ୍‌ଲାଇନ୍‌ରେ ଆବେଦନ କଲେ ଅନୁକମ୍ପା ମିଳିବ। ଏବେ
Read More...

ଶିକ୍ଷା ପ୍ରଶାସନ କ୍ଷେତ୍ରରେ ଅଭିନବ ପ୍ରୟାସ ପାଇଁ ଜାତୀୟ ପୁରସ୍କାର

ଭୁବନେଶ୍ଵର : ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ବିଭିନ୍ନ ସ୍ତରରେ କାର୍ଯ୍ୟରତ ଚାରିଜଜଣ ଶିକ୍ଷା ଅଧିକାରୀଙ୍କୁ ଶିକ୍ଷା ପ୍ରଶାସନ କ୍ଷେତ୍ରରେ ଅଭିନବ ପ୍ରୟାସ ପାଇଁ ବିଭିନ୍ନ ବର୍ଷ (୨୦୨୦ -୨୦୨୧ ଓ ୨୦୨୧ -୨୦୨୨ ) ପାଇଁ ମିଳିଛି ସମ୍ମାନଜନକ ଜାତୀୟ ପୁରସ୍କାର । ଏହି
Read More...