Daily Archives

ଉଚ୍ଚ ଶିକ୍ଷା ବିଭାଗ ଓଡିଶା ସରକାର ଦ୍ୱାରା ନୂଆ ଓ ଯୁବ ଓଡିଶା କାର୍ଯ୍ୟକ୍ରମର ସମୀକ୍ଷା

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ମହିଳା ସ୍ନାତକ ମହାବିଦ୍ୟାଳୟକୁ ଉଚ୍ଚ ଶିକ୍ଷା ବିଭାଗ ସହ ନିର୍ଦେଶିକା ଡଃ ମମତା ପଣ୍ଡା ପରିଦର୍ଶନ କରି ଉଚ୍ଚ ଶିକ୍ଷା ବିଭାଗ ଓ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ପରିଚାଳିତ ହୋଇଥିବା ନୂଆ-ଓ ଯୁବ ଓଡିଶା,
Read More...

ଗଛରେ ପିଟି ହେଲା କ୍ଷୀର ଭ୍ୟାନ୍

ଢେଙ୍କାନାଳ : ଗଛରେ ପିଟି ହୋଇ କ୍ଷୀର ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମିଳିଛି । ଡ୍ରାଇଭର ସମେତ ଅନ୍ୟ ଦୁଇ ଜଣ ଦୁର୍ଘଟଣାରେ ଆହତ ହୋଇଛନ୍ତି । ସମସ୍ତେ ଗାଡ଼ି ଭିତରେ ଚାପି ହୋଇ ରହିଥିବା ଜଣାପଡିଛି । ଢେଙ୍କାନାଳ ଜିଲ୍ଲା ପୁରୁଣା କଟକ-ସମ୍ବଲପୁର ରାସ୍ତା ସୁକିଆବାଉତି ନିକଟରେ ଘଟିଛି
Read More...

ଯୁବ ଡାକ୍ତରଙ୍କୁ ମାଡ଼ ଘଟଣାର ଖୁଲାସା କଲେ ଏସ୍‌ଡ଼ିପିଓ ତୋଫାନ ବାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ୍‌ ଓ ହସ୍‌ପିଟାଲ୍‌ର ଯୁବ ଡାକ୍ତରଙ୍କୁ ମାଡ଼ ମାମଲାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଏକ ପ୍ରେସ୍‌ମିଟ୍‌ ଆହ୍ୱାନ କରି ଘଟଣାର ସଂପୂର୍ଣ୍ଣ ଖୁଲାସା କରିଛନ୍ତି ଏସ୍‌ଡ଼ିପିଓ ତୋଫାନ ବାଗ । ଦିଆଯାଇଥିବା ସୂଚନା ଅନୁସାରେ
Read More...

ଶିଶୁମାନଙ୍କର ସୁରକ୍ଷା ଓ ଯତ୍ନ ପାଇଁ ତାଲିମ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ୍ ମିଶନ ଶକ୍ତି ଭବନ, ଗଇଁତଲାଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ସୁରକ୍ଷା ସମ୍ପର୍କିତ ଏକ ତାଲିମ ଅନୁଷ୍ଠିତ ହୋଇଥିଲା । ଉକ୍ତ ତାଲିମ ଶିବିରରେ ମୁଖ୍ୟ ଅତିଥି ଭାବେ ପୁଇଁତଲା ବ୍ଲକ୍ ଅଧକ୍ଷ ସରୋଜ କୁମାର ପ୍ରଧାନ, ମୁଖ୍ୟ ବକ୍ତା
Read More...

ଶିଶୁ ସୁରକ୍ଷା ଓ ଯତ୍ନ ପାଇଁ କିଶୋର ନ୍ୟାୟ ଆଇନ ସମ୍ପର୍କିତ ତାଲିମ ଶିବିର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ସଭାଗୃହଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ସୁରକ୍ଷା ସମ୍ପର୍କିତ ଏକ ତାଲିମ ଅନୁଷ୍ଠିତ ହୋଇଥିଲା । ଉକ୍ତ ତାଲିମ ଶିବିରରେ ମୁଖ୍ୟଅତିଥି ଭାବେ ଗୋଷ୍ଟି ଉନ୍ନୟନ ଅଧିକାରୀ ବାସନ୍ତୀ
Read More...

ମୋ ଜଙ୍ଗଲ ଜମି ଯୋଜନାରେ ଲୋଇସିଂହାରେ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ତଥା ଏଫ୍ଇଏସ୍‌ ଓ ଆର୍‌ସିଡିସି ସହାୟତାରେ ଲୋଇସିଂହା ଓ ଆଗଲପୁର ବ୍ଲକର ଗୋଷ୍ଠୀ ସ୍ଵେଚ୍ଛାସେବୀଙ୍କୁ ନେଇ ସ୍ଥାନୀୟ ବ୍ଲକ ସଭାଗୃହରେ "ମୋ ଜଙ୍ଗଲ ଜମି ଯୋଜନା"ର ଏକ ଦିନିକିଆ ତାଲିମ ଶିବିର ଆୟୋଜିତ ହୋଇଯାଇଛି ।
Read More...

ନନ୍ଦନକାନନର ୬୪ତମ ପ୍ରତିଷ୍ଠା ଦିବସରେ ନାଁ ପାଇଲେ ୧୪ଟି ଶାବକ

ବାରଙ୍ଗ/ ତ୍ରିଶୁଳିଆ : ଆଜି ନନ୍ଦନକାନନର ୬୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ୧୬ଟି ବନ୍ୟପ୍ରାଣୀ ଶାବକଙ୍କ ନାମକରଣ କରାଯାଇଛି । ୨ଟି ହାତୀ ଶାକବ, ୬ ବାଘ ଓ ୬ ସିଂହ ଛୁଆ ଆଜିଠୁ ସେମାନଙ୍କ ନୂଆ ନାଁରେ ପରିଚିତ ହେବେ । ସାଧାରଣ ନାଲି ରଙ୍ଗର ବାଘୁଣୀ ଅଙ୍କିତା ଓ
Read More...

ସ୍ୱର୍ଗତ ଚନ୍ଦ୍ରଶେଖର ସାହୁଙ୍କ ସ୍ମୃତିରେ ଫୁଟବଲ ଟୁର୍ଣ୍ଣାମେଣ୍ଟର ରୌପ୍ୟ ଜୟନ୍ତୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅନ୍ତର୍ଗତ ଛତିଶଗଡ ସୀମାନ୍ତରେ ଥିବା ନୁଆପଡା ଗ୍ରାମଠାରେ ପୁଟକା ଗାଁ ଗୌନ୍ତିଆ ସ୍ୱର୍ଗତ ଚନ୍ଦ୍ରଶେଖର ସାହୁଙ୍କ ସ୍ମୃତିରେ ୧୯୯୩ ମସିହାରୁ ଆରମ୍ଭ ହୋଇଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟର ରୌପ୍ୟ ଜୟନ୍ତୀ ଆଜି ଉଦ୍‌ଯାପିତ
Read More...

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଘର

ନୟାଗଡ : ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଜଳିଗଲା ୧୦ ବଖରାରୁ ଅଧିକ ଘର । ଭାପୁର ବ୍ଲକ ପାର୍ବତୀପୁର ଗାଁର ପ୍ରକାଶ ବେହେରାଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି । ପରେ ନିଆଁ ଗୋଟିଏ ଘରରୁ ଅନ୍ୟ ଘରକୁ ବ୍ୟାପିଥିଲା । ନିଆଁ ଏଭଳି ଉଗ୍ରରୂପ ନେଇଥିଲା ଯେ, ସଙ୍ଗେ ସଙ୍ଗେ ୧୦ରୁ ଅଧିକ ବଖରା
Read More...

ଉଦ୍ଧାର ହେଲା ଚୋରି ବାଇକ୍‌ : ୪ ଗିରଫ

ଯାଜପୁର ସଦର : ବାଇକ୍‌ ଚୋରି ଅଭିଯୋଗରେ ଯାଜପୁର ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଆଶିଷ ଜେନା, ବୈଦ୍ୟନାଥ ପଣ୍ଡା, ଚିତ୍ତରଞ୍ଜନ ସାହୁ, ଜଳଧର ପ୍ରଧାନ । ସେମାନଙ୍କଠାରୁ ୨ଟି ବାଇକ୍‌ ଓ ଗୋଟିଏ ସ୍କୁଟି ଜବତ କରାଯାଇଛି । ଯାଜପୁର ଥାନାର ବିଭିନ୍ନ
Read More...