Daily Archives

ମଠଖାଇ ମହୋବତ୍ସ ପାଇଁ ଶୁଭସ୍ତମ୍ଭ ସ୍ଥାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଜାନୁୟାରୀ ୭ ତାରିଖରୁ ଆରମ୍ଭ ହେବ ଜାତୀୟ ସ୍ତରର ମଠଖାଇ ମହୋତ୍ସବ ଏଥିପାଇଁ ସ୍ଥାନୀୟ କୋଶଳ କଳା ମଣ୍ଡଳରେ ଶୁଭସ୍ତମ୍ଭ ସ୍ଥାପନ ହୋଇଯାଇଛି । ଆଜି ପୂର୍ବାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ବଲାଙ୍ଗିର ମାଟିର ବିଶିଷ୍ଟ ନାଟ୍ୟକର୍ମୀ ସନାତନ ଠାକୁରଙ୍କ
Read More...

ମହଙ୍ଗା ପଡିଲା ସ୍କୁଲ୍‌କୁ ମାତାଲ ହୋଇ ଆସିବା

ଟିଟିଲାଗଡ : ମଦ ପିଇ ବିଦ୍ୟାଳୟକୁ ଆସୁଥିଲେ ଶିକ୍ଷକ । ଅଭିଯୋଗ ପରେ ନିଲମ୍ବିତ କଲେ ବ୍ଲକ ଶିକ୍ଷା ଅଧିକାରୀ । ଏଭଳି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକର ବୁଢ଼ାବାହାଲ ପଞ୍ଚାୟତର ଧୁମାପାଲି ଗାଁ ପ୍ରାଥମିକ ବିଦ୍ୟାଳୟରୁ ।ଖବର ଅନୁଯାୟୀ, ଧୁମାପାଲି ବିଦ୍ୟାଳୟର କାର୍ଯ୍ୟରତ
Read More...

ବିଲରୁ ମିଳିଲା ଯୁବକଙ୍କ ମୃତଦେହ

ଜଳେଶ୍ଵର : ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ଅଧୀନସ୍ଥ ନହରା ପଞ୍ଚାୟତର କଣ୍ଠାଳିଆ ଗାଁ ନିକଟରେ ବିଲ ଭିତରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକ ଜଣକ ସେହି କଣ୍ଠାଳିଆ ଗାଁର କାର୍ତ୍ତିକ ପଢିଆରୀଙ୍କ
Read More...

ଆଖି ବୁଜିଲା ଅସୁସ୍ଥ ଦନ୍ତା

ନୟାଗଡ଼ : ଆଖି ବୁଜିଲା ଅସୁସ୍ଥ ଦନ୍ତା । ଗୋଡ଼ରେ ଥିଲା ଗଭୀର କ୍ଷତ ସହ ସଂକ୍ରମଣ । ନୟାଗଡ଼ ଜିଲ୍ଲା ରଣପୁର ବନବିଭାଗ ଅଧିନ କାଞ୍ଚନପୁର କାଜୁ ଜଙ୍ଗଲରେ ଅସୁସ୍ଥ ଦନ୍ତାରେ ମୃତ୍ୟୁ ହୋଇଛି । ଖବର ଅନୁଯାୟୀ, କାଞ୍ଚନପୁର କାଜୁ ଜଙ୍ଗଲରେ ଏକ ଅସୁସ୍ଥ ଦନ୍ତା ହାତୀ ଏବେ କିଛି ଦିନ ହେବ ବୁଲୁଥିବା
Read More...

ହେଲ୍‌ପରଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର-ଧାମରା ରାସ୍ତାର ମନ୍ଦାରୀ ନିକଟରେ ଟ୍ରକ୍‌ ହେଲ୍‌ପରଙ୍କ ଉପରେ ଟ୍ରକ୍‌ ମାଡ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ଏହି ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଗୁରୁତର ହୋଇଛନ୍ତି । ଗାଡ଼ି ସଜାଡ଼ିବା ବେଳେ ପଛରୁ ଆସି ଏକ ଟ୍ରକ୍‌
Read More...

ଦୀର୍ଘ ଏକ ମାସ ପରେ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

କରଞ୍ଜିଆ : ଦୀର୍ଘ ଏକ ମାସ ପରେ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ଜିଲ୍ଲା ପ୍ରଶାସନ ଏବଂ ବନବିଭାଗର ପ୍ରତିଶୃତି ପରେ ରାସ୍ତାରୁ ହଟିଲେ ଆନ୍ଦୋଳନକାରୀ । ସୂଚନା ଅନୁଯାୟୀ, ୫ ଦଫା ଦାବି ନେଇ ଏକ ମାସ ପର୍ଯ୍ୟନ୍ତ ଶିମିଳିପାଳ ମୁଖ୍ୟ ରାସ୍ତାଗୁଡିକୁ ଅବରୋଧ କରିଥିଲେ ଶିମିଳିପାଳ ବିକାଶ ପରିଷଦ ।
Read More...

ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଓଡିଶା ମୋ’ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୁରେକେଲା ବ୍ଲକ ତୁରେକେଲା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ଓଡିଶା ମୋ' ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର ବିଜେଡି ଯୁବନେତା
Read More...

ଛତ୍ରପୁର ବାପ୍ ଟିଷ୍ଟ ଚର୍ଚ୍ଚରେ ବଡ଼ଦିନ ପାଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଅପର ବସଷ୍ଟାଣ୍ଡ ନିକଟସ୍ଥ ଚର୍ଚ୍ଚ ରୋଡ଼ରେ ଅବସ୍ଥାପିତ ୧୮୩୮ ମସିହାରେ ସ୍ଥାପିତ ୟୁନିୟନ ବାପ୍ ଟିଷ୍ଟ ଚର୍ଚ୍ଚରେ ମହାଆଡ଼ମ୍ବରରେ ଖ୍ରୀଷ୍ଟମାସ୍ ପର୍ବ ବା' ବଡ଼ଦିନ ପର୍ବ ପାଳିତ ହୋଇଯାଇଛି । ଛତ୍ରପୁରର ବିଭିନ୍ନ ଚର୍ଚ୍ଚରେ ଏହି ଉତ୍ସବ
Read More...

ତାଳଚେର ପଶୁ ଚିକିତ୍ସାଳୟରେ ଦୋଳାମେସିନ୍ ନଥିବା ଯୋଗୁଁ ଉପଚାର ହୋଇ ପାରୁନଥିବା ଅଭିଯୋଗ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ତାଳଚେର ଖଣି ଅଞ୍ଚଳରେ କୋଇଲା ପରିବହନ ଯୋଗୁଁ ରାସ୍ତାରେ ଥିବା ଗାଈଗୋରୁ ନିତିଦିନ ଦୁର୍ଘଟଣାର ଶିକାର ହେଉଛନ୍ତି । ଯାହା ଦେଖା ଯାଉଛି ଯେଉଁ ଗାଈଗୋରୁଙ୍କ ଗୋଡ଼ ଭାଙ୍ଗି ଯାଇଛି ସେମାନେ ସେମିତି ପଶୁ ଚିକିତ୍ସାଳୟରେ ପଡିରହି ମୃତ୍ୟୁକୁ ଅପେକ୍ଷା କରୁଛନ୍ତି ।
Read More...

ସୁଶୀଳ ଗୁରୁଙ୍କୁ ଏସ୍‌ଡିଓଙ୍କ ଆକ୍ରମଣର ପ୍ରତିବାଦରେ କେଆର୍‌ଏମ୍‌ଏମ୍‌ର ବିକ୍ଷୋଭ

ବଲାଙ୍ଗିର, ( କେପିଏନ୍‌ଏସ୍‌) : କୋସଲବାଦୀ ନେତା ତଥା ଖପ୍ରାଖୋଲ ବ୍ଲକ ସରପଞ୍ଚ ସଂଘର ସଭାପତି ସୁଶୀଳ ଗୁରୁ ହରିଶଙ୍କର ପର୍ଯ୍ୟଟନସ୍ଥଳିରେ ହେଉଥିବା ନିମ୍ନମାନର କାମକୁ ପ୍ରତିବାଦ କରିବାରୁ କଣ୍ଟାବାଞ୍ଜି ପୂର୍ତ୍ତବିଭାଗର ଏସ୍‌ଡିଓ ସିଦ୍ଧାର୍ଥ ଦାସ ମାଡ ମାରିଛନ୍ତି । ଗତକାଲି ଏହି ଘଟଣାକୁ
Read More...