Daily Archives

ବଲାଙ୍ଗିର ଦୟାନନ୍ଦ ପ୍ଲେ-ସ୍କୁଲରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପେଲେସ୍‌ ଲାଇନ୍‌ଠାରେ ଥିବା ଦୟାନନ୍ଦ ପ୍ଲେ- ସ୍କୁଲରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡ଼ା ଉତ୍ସବରେ ବଲାଙ୍ଗିରର ପୂର୍ବତନ କ୍ରିକେଟର୍‌ ହରେଶ ଦାନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ଉତ୍ସବର କୃତି
Read More...

ଦିଲ୍ଲୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶନିବାର ଦିନ ଦିଲ୍ଲୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଉଯାଇଛି । ଉତ୍ସବଟି ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ଡ଼ଃ ପ୍ରଦୀପ କୁମାର ଷଡ଼ଙ୍ଗୀଙ୍କର ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବରେ ଜିଲ୍ଲାର ପୂର୍ବତନ
Read More...

ଭୀମକଟାର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ଜିଲ୍ଲାର ପର୍ଯ୍ୟଟନକ୍ଷେତ୍ର ପାଇଁ ନବୀନ ସରକାର ଯଥେଷ୍ଟ ଅନୁଦାନ ଦେଉଛନ୍ତି ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମଡୁଙ୍ଗୁରୀ ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ରାଜ୍ୟସରକାର ପ୍ରାୟ ୯କୋଟି ୯୭ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି
Read More...

ଭଇଁଷା ଜ୍ୟୋତି ବିକାଶ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ନୂଆ ଓଡ଼ିଶା, ଯୁବ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଯାପିତ

ପାଟଣାଗଡ, (ପୁସ୍ତମ୍ ଯୁଆଡି) : ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ଭଇଁଷା ଜ୍ୟୋତି ବିକାଶ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ନୂଆ ଓଡ଼ିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ କଲେଜ ଅଧ୍ୟକ୍ଷା ଶ୍ରୀମତୀ ଆଭାମୟି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ
Read More...

ସୁନାଧର ମାଝୀ ସର୍ବ ଭାରତୀୟ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ବାନେର ଖେଳ ପଡିଆଠାରେ ସର୍ବ ଭାରତୀୟ ସୁନାଧର ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶୁଭ ଉଦ୍‌ଘାଟନ ହୋଇଯାଇଛି । ସ୍ଥାନୀୟ ଉଦୀୟମାନ ଯୁବକ ସଂଘ ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ପାଇଁ ଭବ୍ୟ ଆୟୋଜନ କରାଯାଇଥିଲା
Read More...

ଘୋରଡିଆ ରାଧାକାନ୍ତ ଦେବ ମଠରେ ୬୪ ପ୍ରକାର ବ୍ୟଜଂନ ଲାଗି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବ୍ୟଜଂନ ଦ୍ୱାଦଶୀ ହିନ୍ଦୁ ପରମ୍ପରାରେ ଦେଦାଦେବୀ ମଠ ମନ୍ଦିରମାନଙ୍କରେ ମହୋତ୍ସବର ଦିନ । ଭଗବାନ ଶ୍ରୀକୃଷ୍ଣଙ୍କୁ ମାତା ଯଶୋଦା ଏହି ପବିତ୍ର ମାର୍ଗଶୀର ମାସ ଶୁକ୍ଳ ବ୍ୟଜଂନ ଦ୍ୱାଦଶୀ ତିଥିରେ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ପୃଷ୍ଟିକର ବ୍ୟଜଂନ
Read More...

ଛତ୍ରପୁରର ବିଦ୍ୟା ଇ-ଟେକନୋ ସ୍କୁଲର ସାମାଜିକ ଜନମଙ୍ଗଳ ସେବାର ଅଭିନବ ପ୍ରୟାସ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ବଚପନ ପ୍ଲେ-ସ୍କୁଲ ତଥା ବିଦ୍ୟା ଇ-ଟେକନୋ ସ୍କୁଲର ଅଭିନବ ପ୍ରୟାସରେ ଖ୍ରୀଷ୍ଟମାସ ପର୍ବ ପାଳନ ପୂର୍ବକ ଭିନ୍ନକ୍ଷମ, ଗରୀବ ଗୁରୁବାଙ୍କୁ ଆମନ୍ତ୍ରଣ କରି ସେମାନଙ୍କୁ ଅନ୍ନ-ଦାନ, ବସ୍ତ୍ର ଦାନ କରି ସ୍କୁଲ
Read More...

ଗଞ୍ଜାମ ଥାନା ଅଧିକାରିଣୀଙ୍କ ନେତୃତ୍ୱରେ ପୋଲିସକୁ ସଫଳତା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତଲା ଗ୍ରାମର ଏକ ତାଲା ବନ୍ଦ ଥିବା ଘରୁ ଗତ ଦୁଇମାସ ତଳେ ସୁନା ଅଳଙ୍କାର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏହାକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଥିଲା । ଶୁକ୍ରବାର ଉକ୍ତ ଡକାୟତି
Read More...

ଭାଷା ସଂସ୍କୃତି ସ୍ୱାଭିମାନ ଯାତ୍ରା ରଥକୁ କଂଟାବାଞ୍ଜିରେ ସ୍ୱାଗତ

କଂଟାବାଞ୍ଜି, (ଗୁରୁ ଦୟାଲ ହଂସ) : ପଶ୍ଚିମାଞ୍ଚଳ ପିପୁଲ୍ ଫୋରମ୍ ପକ୍ଷରୁ ଗତ ୨୨ ତାରିଖରୁ ନରସିଂନାଥ ମନ୍ଦିରରୁ ବାହାରି ସୁନ୍ଦରଗଡ ସମଲେଇ ମନ୍ଦିର ପର୍ଯ୍ୟନ୍ତ ଭାଷା ସଂସ୍କୃତି ସ୍ୱାଭିମାନ ଯାତ୍ରା ପାଇଁ ରଥ ବୁଲୁଛି । ତେବେ ଏହାକୁ ନେଇ ଶନିବାର ସନ୍ଧ୍ୟା ୭ଟାରେ ସ୍ଥାନୀୟ କୋଶଳ ପ୍ରେମୀ ଓ
Read More...