Daily Archives

କାମରେ ଆସୁନି ସିସିଟିଭି କ୍ୟାମେରା ମିଳିପାରୁନି ଅଧିକାଂଶ ଘଟଣାର ଫୁଟେଜ୍‌

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଦର ଖପ୍ରାଖୋଲଠାରେ ଲାଗିଥିବା ସିସିଟିଭି କ୍ୟାମେରା ଅଚଳ ଅବସ୍ଥାରେ ପଡ଼ିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଉଦ୍‌ବେଗର କଥା ହେଉଛି ଯେ, ଖପ୍ରାଖୋଲରେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ତଥା ଅପରାଧ ନିୟନ୍ତ୍ରଣ
Read More...

ବଣାଇ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ରକ୍ତ ଦାନ ଶିବିର ଆୟୋଜିତ

ବଣାଇ, (ହବିବ ଖାନ) : ଆଜି ବଣାଇସ୍ଥିତ ଉତ୍କଳ ସାମ୍ବାଦିକ ସଂଘ ସୁନ୍ଦରଗଡ଼ ଜିଲ୍ଲା ବଣାଇ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି । ପ୍ରତିଷ୍ଠା ଦିବସ ଅବସରରେ ଅନେକ ସାମ୍ବାଦିକ ବୁଦ୍ଧିଜୀବୀ ରକ୍ତ ଦାନ କରି ନିଜକୁ ଧନ୍ୟ ମଣିଥିଲେ । ଡାକ୍ତର ନେପାଲ ରଘୁ
Read More...

ଛତ୍ରପୁରର ପୁତିଗୋପାଳପୁରଠାରେ ମା’ ମହାମାୟୀ ଯାତ୍ରା ଉଦ୍‌ଯାପିତ

କୋହହ୍ଲା ନୃତ୍ୟରେ ଆର୍. ସତ୍ୟମ ରେଡ୍ଡୀଙ୍କ ଗୋଷ୍ଠୀଗତ ଯୋଗଦାନ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ଭକ୍ତିବାଦର ସଂଗଠନ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମିନୀ ଦାସୁଡୁ ସତ୍ୟମ ସେବା ନୃତ୍ୟ କଳା କେନ୍ଦ୍ର (ଭାଗବତଗାଦି) ପକ୍ଷରୁ ମା' ମହାମାୟୀଙ୍କ ଯାତ୍ରାରେ
Read More...

ରାସ୍ତାରେ ଜଳିଗଲା କୁକୁଡା ବୋଝେଇ ଟାଟା ଏସି ଗାଡି

କାମାକ୍ଷାନଗର : ରାସ୍ତାରେ ଜଳିଗଲା କୁକୁଡା ବୋଝେଇ ଟାଟା ଏସି ଗାଡି । ଅଳ୍ପକେ ବର୍ତ୍ତିଗଲେ ଚାଳକ ଓ ବୋଝେଇ ହୋଇଥିବା କୁକୁଡା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ କାମାକ୍ଷାନଗରରୁ ଗାଡିଟି କୁକୁଡା ବୋଝେଇ କରି
Read More...

ସୁପ୍ରିମଟାକ୍ସଠାରେ ପ୍ରି-ଖ୍ରୀଷ୍ଟମାସ ସେଲିବ୍ରେସନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଲାଲଟିକ୍ରାସ୍ଥିତ ସୁପ୍ରିମ ଟାକ୍ସ ଜେନେରାଲ ହସପିଟାଲ ଓ ନେତ୍ର ନିକେତନ ତଥା ସୁପ୍ରିମଟାକ୍ସ କଲେଜ ଅଫ୍‌ ନର୍ସିଂ ତରଫରୁ ପ୍ରି-ଖ୍ରୀଷ୍ଟମାସ ସେଲିବ୍ରେସନ ଗତ ୨୨.୧୨.୨୦୨୩ ଶୁକ୍ରବାର ଦିନ ପାଳିତ ହୋଇଯାଇଛି । ସୁପ୍ରିମଟାକ୍ସ ରାଷ୍ଟ୍ରୀୟ
Read More...

ଏକାଡେ଼ମୀ ହାଇଟସ୍‌ ପବ୍ଲିକ ସ୍କୁଲଠାରେ ବିଜ୍ଞାନ ମେଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକାଡେ଼ମୀ ହାଇଟସ୍‌ ପବ୍ଲିକ ସ୍କୁଲ ଓ ବଚ୍‌ପନ୍‌ ପ୍ଲେ-ସ୍କୁଲର ମିଳିତ ଉଦ୍ୟମ କ୍ରମେ ବିଷ୍ଣୁମୁଣ୍ଡାସ୍ଥିତ ଏକାଡେ଼ମୀ ହାଇଟସ୍‌ ପବ୍ଲିକ ସ୍କୁଲଠାରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୯୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ଏକାଡେ଼ମୀ
Read More...

ଅଟୋକୁ ଧକ୍କା ଦେଇ ଫେରାର ମାରିଲା ଟ୍ରକ

ବୌଦ୍ଧ : ଅଟୋକୁ ଧକ୍କା ଦେଇ ଫେରାର ମାରିଲା ଟ୍ରକ । ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ଜଣକ କନ୍ଧମାଳ ଜିଲ୍ଲା ସଡ୍ରୁକୁମ୍ପାର ସିମାଞ୍ଚଳ ଜାନୀ ବୋଲି
Read More...

୧୦ ଡିଗ୍ରୀ ତଳେ ରାଜ୍ୟର ୮ ସହର

ଭୁବନେଶ୍ୱର : ରାଜ୍ୟରେ ଶୀତ ଲହରି ଜାରି ରହିଛି । ରାଜ୍ୟର ୮ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ବେଳେ ଉପକୂଳ ଓଡ଼ିଶାରେ ସାମାନ୍ୟ ବୃଦ୍ଧି ପାଇଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । କୋରାପୁଟରେ ରାଜ୍ୟର ସର୍ବନିମ୍ନ
Read More...

ପଶ୍ଚିମାଞ୍ଚଳ କୁବେର ମହାସଭାରେ ଯୋଗ ଦେଲେ ନରସିଂହ

ଆପଣଙ୍କ ଏକତା ଅଞ୍ଚଳର ସାମାଜିକ, ଅର୍ଥନୈତିକ ବିକାଶରେ ସହାୟକ ହେବ - ନରସିଂହ ବଲାଙ୍ଗିର, (କେପିଏନ୍‌ଏସ୍‌) : କୁବେର ସମାଜ ସାମାଜିକ, ଅର୍ଥନୈତିକ ଓ ଶିକ୍ଷା କ୍ଷେତ୍ରରେ ଏକ ଅଗ୍ରଣୀ ସମାଜ ଅଟେ । ଆପଣମାନଙ୍କ ଏକତାକୁ ନେଇ ଆପଣମାନେ ଅତୀତ ଦିନମାନଙ୍କରେ ଅନେକ କିଛି ପ୍ରମାଣିତ
Read More...

ନ୍ୟାସ୍‌ନାଲ୍‌ ଫେଲୋସିପ ଆୱ।ର୍ଡରେ ସମ୍ମାନିତ ହେଲେ ବଲାଙ୍ଗିରର କଳ୍ପନା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୧୦ ବର୍ଷରୁ ଅଧିକ ହେବ ସାମାଜିକ କ୍ଷେତ୍ରରେ ଗରିବ ଅସହାୟ ପାଇଁ କାର୍ଯ୍ୟ କରୁଥିବା ସମାଜସେବୀ କଳ୍ପନା ସାହୁଙ୍କୁ ଦିଲ୍ଲୀସ୍ଥିତ ଭାରତୀୟ ଦଳିତ ସାହିତ୍ୟ ଏକାଡେମୀର ୩୯ତମ ଜାତୀୟ ସମ୍ବିଳନୀରେ ଭାରତର ପ୍ରଥମ ନାରୀ ଶିକ୍ଷୟିତ୍ରୀ ସାବିତ୍ରୀ ବାଈ ଫୁଲେଙ୍କ
Read More...