Daily Archives

ପନିର୍‌ ତର୍‌କାରୀର୍‌ ଲାଗି ଘିଚାଟନା

ନୂଆଦିଲ୍ଲୀ : ମାଂସ ଖାଏବାର୍‌ ଲାଗି ସିନେ ଲୋକ୍‌ ମାଡ଼୍‌ ଲାଗ୍‌ସନ୍‌ ଇନ ପନିର୍‌ ଖାଏବାର୍‌ ଲାଗି ଘିଚାଟନା ମାଡ଼୍‌ଧର୍‌ ହେଉଛନ୍‌ । ଚୌକି ଫିକାଫୁକି ସାଙ୍ଗେ ଲାତ୍‌ ବିଧା ଥାପଡ଼୍‌ ଚାପଡ଼୍‌ ଆର୍‌ କେତେ କାଣା । ଏନ୍ତା ଗୁଟେ ଭିଡିଓ ଇହାଦେ ସୋସିଆଲ୍‌ ମିଡ଼ିଆ ଥି ଭାଏରାଲ୍‌ ହେବାର କେ
Read More...

ଶୁଆ ପାଇଁ ଛାଡପତ୍ର

ପୁନେ : ଶୁଆ ପାଇଁ ଛାଡପତ୍ର । ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଛାଡପତ୍ର ଦେବା ପାଇଁ ଆଫ୍ରିକୀୟ ଧୂସର ଶୁଆକୁ ଫେରାଇବାକୁ ଦାବି କରିଥିଲେ । ବିବାହ ପୂର୍ବରୁ ସେ ତାଙ୍କୁ ଏହି ଶୁଆ ଉପହାର ଦେଇଥିଲେ । ପରିବାର କୋର୍ଟରେ ଆଡଭୋକେଟ ଭାଗାଶ୍ରୀ ସୁଭାଷ ଗୁଜର କହିଛନ୍ତି, ସ୍ତ୍ରୀଙ୍କ ପକ୍ଷରୁ
Read More...

ଚୀନ୍‌ କୋଇଲା ଖଣିରେ ଦୁର୍ଘଟଣା

ହେଇଲୋଙ୍ଗଜିଆଙ୍ଗ : ଚୀନ୍‌ କୋଇଲା ଖଣିରେ ଦୁର୍ଘଟଣା ଘଟିଛି । ଫଳରେ ଖଣିରେ କାମ କରିବାକୁ ଯାଉଥିବା ୧୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣା ହେଇଲୋଙ୍ଗଜିଆଙ୍ଗ ପ୍ରାନ୍ତରେ ଥିବା ଜିକ୍ସି ସହରର କୁୟୁ କୋଇଲା ଖଣିରେ ଦୁର୍ଘଟଣା ଘଟିଛି ।
Read More...

ବିଶ୍ଵ ଶାନ୍ତି ରୁଦ୍ର ମହାଯଜ୍ଞ ସମ୍ପନ

ରାଉରକେଲା, (ସସ୍ମିତା ପ୍ରଧାନ) : ମାନବ କଲ୍ୟାଣ ଏବଂ ଆଧ୍ୟାତ୍ମିକ ଚେତନାର ଜାଗ୍ରତୀକରଣ ଦୈବୀ ଦୁର୍ବିପାକ, ଭୂକମ୍ପ, ବାତ୍ୟା ଏବଂ ପରଦେଶୀ ଶତ୍ରୁ ଆକ୍ରମଣ, ଧର୍ମସଂସ୍ଥାପନ ଓ ଅଧର୍ମର ବିନାଶ ପାଇଁ ଗତ ୧୮ତାରିଖଠାରୁ ୨୧ତାରିଖ ପର୍ଯ୍ୟନ୍ତ ତ୍ରୟୋଦିନାତ୍ମକ ବିଶ୍ଵ ଶାନ୍ତି ରୁଦ୍ର ମହାଯଜ୍ଞ
Read More...

ନାଳରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ପିପିଲି : ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଡେଲାଙ୍ଗ ଡିଷ୍ଟ୍ରିବ୍ୟୁଟାରୀ କେନାଲ ବନ୍ଧର ଧାନପୁର ବ୍ରିଜ ନିକଟ ଦଳଭର୍ତ୍ତି ସଫେଇନାଳରୁ ଜଣେ ବିବାହିତ ଯୁବକର ଗଳିତ ମୃତଦେହକୁ ପୁଲିସ ଗୁରୁବାର ସଂନ୍ଧ୍ୟାରେ ଉଦ୍ଧାର କରିଛି । ମୃତକଙ୍କ ନାମ ସୁଲତାନ ଖାନ୍(୪୩) ଓ ତାଙ୍କ ଘର ପୁରୀ କୁମ୍ଭାରପଡା
Read More...

ଶୁଣ୍ଢରେ କଚାଡ଼ି ମାରିଲା ହାତୀ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଅଞ୍ଚଳରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜ ପାନପୋଷ ପଞ୍ଚାୟତ କଦମବାହାଲ ଗାଁରେ ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ମୃତକ ହେଲେ ଚାରୁଆ ଏକ୍କା । ହାତୀ ଗାଁ ଭିତରକୁ ପଶି ଆସିଥିବା ଶୁଣି ଘରୁ ବାହାରିଲା
Read More...

ଓଲଟିଲା ଲୁହାପଥର ବୋଝେଇ ଟ୍ରକ

ପାଟଣା : କଲିକତାରେ ଅନଲୋଡିଂ କରିବାକୁ ଥିବା ଏକ ଲୁହାପଥର ବୋଝେଇ ୧୨ ଚକିଆ ଟ୍ରକ ବାଉଁଶୂଳୀ – ଶରଧାପୁର ରାସ୍ତାରେ କଣ୍ଟିଆପଡା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଓଲଟି ପଡ଼ିଛି । ଗାଡିର ଚାଳକ ପାଖ ଅଞ୍ଚଳର ହୋଇଥିବାରୁ ବିଶ୍ରାମ ପାଇଁ ଘରକୁ ଗାଡି ନେଇ ଆସୁଥିବା ବେଳେ ଗାଡ଼ିଟି ଦୁର୍ଘଟଣାର
Read More...

ମୋବାଇଲ ଫୋନରେ ରିଲ୍ସ ଦେଖି ଆତ୍ମହତ୍ୟା କଲେ ପଞ୍ଚମ ଶ୍ରେଣୀ ଛାତ୍ର

ଲକ୍ଷ୍ନୌ : ମୋବାଇଲ ଫୋନରେ ରିଲ୍ସ ଦେଖି ଜଣେ ପଞ୍ଚମ ଶ୍ରେଣୀର ଛାତ୍ର ଆତ୍ମହତ୍ୟା କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରେ । ସହରର ୱାର୍ଡ ନମ୍ବର ୧୮ ରବୀନ୍ଦ୍ରନାଥ ଟାଗୋର ନଗରର ବାସିନ୍ଦା ଅବଧେଶ ସାହୁଙ୍କ ପୁଅ ନିଖିଲ (୧୧) ସହରର ଏକ ସରକାରୀ
Read More...

ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଛୁରାମାଡ ଅଭିଯୋଗ

ଭଦ୍ରକ : ଯାଜପୁର ଜିଲ୍ଲାର ପୂର୍ବତନ ତଥା ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ରଘୁନାଥ ପାଢୀଙ୍କୁ ଛୁରା ମାଡ ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ଭୋର ସମୟରେ କିଛି ଦୁର୍ବୃତ୍ତ ଚୋରି କରିବା ଉଦ୍ଦେଶ୍ୟରେ ଶ୍ରୀପାଢୀଙ୍କ ଘରେ ପଶିଥିଲେ । ତେବେ ଏହି ସମୟରେ
Read More...

ନୂଆବର୍ଷ ପୂର୍ବରୁ ସରକାରଙ୍କ ଭେଟି : ଶସ୍ତା ହେଲା କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର

ନୂଆଦିଲ୍ଲୀ : ନୂଆବର୍ଷ ପୂର୍ବରୁ ଏଲ୍‌ପିଜି ଉପଭୋକ୍ତାଙ୍କୁ ସରକାରଙ୍କ ଭେଟି । ଶସ୍ତା ହେଲା କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର । ୧୯ କିଲୋଗ୍ରାମ୍ ଗ୍ୟାସ୍ ସିଲିଣ୍ଡର ଉପରେ ୩୯.୫୦ ଟଙ୍କା ଶସ୍ତା ହୋଇଛି । ନୂଆ ଦର ଆଜିଠାରୁ ଲାଗୁ ହେଉଥିବା ବେଳେ ଦିଲ୍ଲୀରେ ବର୍ତ୍ତମାନ ୧୭୫୭.୫୦ ଟଙ୍କାରେ ମିଳିବ
Read More...