Daily Archives

ଆଇସ୍‌ଲ୍ୟାଣ୍ଡରେ ଆଗ୍ନେୟଗିରି ଉଦ୍‌ଗିରଣ

ରିକଜାଭିକ : ଆଇସ୍‌ଲ୍ୟାଣ୍ଡର ରେକଜାନ୍ସ ଉପଦ୍ୱୀପରେ ଆଗ୍ନେୟଗିରି ବିସ୍ଫୋରଣ ହେତୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଦକ୍ଷିଣ ପଶ୍ଚିମ ଆଇସ୍‌ଲ୍ୟାଣ୍ଡର ରେକଜାନ୍ସ ଉପଦ୍ୱୀପରେ ଏକ ଆଗ୍ନେୟଗିରି ବିସ୍ଫୋରଣ ଘଟିଛି ବୋଲି ଜାତୀୟ ପାଣିପାଗ ବିଭାଗ ଆଜି ସକାଳେ ସୂଚନା ଦେଇଛନ୍ତି ।
Read More...

ତାଳଚେର ଉପଖଣ୍ଡ ନିମନ୍ତେ ସରକାରଙ୍କ ଏଏଚ୍‌ଏଲ୍‌ ସେବା ଜରୁରୀ ହୋଇପଡିଛି

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ଖଣି ଅଂଚଳ ତାଳଚେରରେ ବୁଲା ଗାଇଗୋରୁଙ୍କ ଜୀବନ ବିପର୍ଣ୍ଣ ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି । ଖଣି ଦ୍ୱାରା ବିଭିନ୍ନ ଗା' ଗଣ୍ଡା ଉଠିଯିବା ପରେ ବର୍ତ୍ତମାନ ସେଠାରେ ଥିବା ଗୃହ ପାଳିତ ପଶୁ ଆଜି ରାସ୍ତା ଉପରେ ଜୀବନ ନିର୍ବାହ କରୁଛନ୍ତି । ଖଣି ଅଞ୍ଚଳ
Read More...

ହସ୍ପିଟାଲ ପରିସରରୁ ମିଳିଲା ମୃତଦେହ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିସରରେ ମୃତଦେହ ପଡିଥିବା ଖବର ମିଳିଛି । ମୃତକ କୋମନା ବ୍ଲକ ଲଖନା ଗାଁର କରନ ରାଉତ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ସୋମବାର ଦିନ ଜ୍ୱର ହେଉଥିବାରୁ କରନଙ୍କୁ ହସ୍ପିଟାଲରେ
Read More...

ଅପହୃତା ଶିଶୁକନ୍ୟା ଉଦ୍ଧାର

ସୁନ୍ଦରଗଡ଼/ଦେବଗଡ଼ : ଦେବଗଡ଼ରୁ ଅପହୃତା ଶିଶୁକନ୍ୟା ଉଦ୍ଧାର । ଆଜି ସକାଳେ ଦେବଗଡ଼ର କପଡା ବ୍ୟବସାୟୀ ଆଲୋକ ଅଗ୍ରୱାଲଙ୍କ ଝିଅ ପିହୁ (୬)କୁ କାନ୍ଦୁଥିବାର ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁର ଜଣେ ମହିଳା ଦେଖିବାକୁ ପାଇଥିଲେ । ଦେବଗଡ଼ରୁ ଆଈମା କୋଳରୁ ଅପ଼ହୃତା ନାବାଳିକା ପିହୁକୁ ଭୋର୍ ୪ଟା ବେଳେ
Read More...

ଦେବୀ ରାଣୀ ସତୀ ଦାଦି ମାଆଙ୍କ ଚୁନରୀ ଉତ୍ସବ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରେ ପାଳିତ ହୋଇଯାଇଛି ଦେବୀ ରାଣୀ ସତୀ ଦାଦି ମାଆଙ୍କ ଚୁନରୀ ଉତ୍ସବ । ୧୫୧ ଫୁଟ୍‌ ଚୁନରୀକୁ ନେଇ ମହିଳାମାନେ ସହର ସାରା ପରିକ୍ରମା କରିବା ପରେ ଦେବୀଙ୍କଠାରେ ଲାଗି କରାଯାଇଛି । ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ରେ ଶ୍ରଦ୍ଧା ଓ ଭକ୍ତିର ସହ ବହୁ
Read More...

ଭିଜିଲାନ୍ସ ଜାଲରେ ଏସ୍‌ଡିଜେ ପ୍ଲାନିଂ ମେମ୍ବର

ସମ୍ବଲପୁର : ଏସ୍‌ଡିଜେ କେଲେଙ୍କରୀ ମାମଲାରେ ଗିରଫ ହୋଇଥିବା ପ୍ଲାନିଂ ମେମ୍ବର ବନ୍ଦିତା ମିଶ୍ର, କନିଷ୍ଠ କିରଣୀ ଲକ୍ଷ୍ମୀ ନାରାୟଣ ସାମଲଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ଚଢ଼ାଉ । ପୂର୍ବରୁ ଜାଲ ଘର ନକ୍ସା ଦେବା ମାମଲାରେ ୨ଜଣ ଗିରଫ ହୋଇ ଜେଲରେ ଅଛନ୍ତି । ଖବର ଅନୁଯାୟୀ, ଆୟ ବହିର୍ଭୂତ
Read More...

ଡେଲାଙ୍ଗ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଯୁବ ଓଡିଶା, ନବୀନ ଓଡିଶା ଅନ୍ତର୍ଭୁକ୍ତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ସରକାରଙ୍କ ପ୍ରୟୋଜିତ ନୂଆ-ଓ ଯୁବ ଓଡିଶା, ନବୀନ ଓଡିଶା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଡେଲାଙ୍ଗ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ନିକଟବର୍ତ୍ତୀ ଗ୍ରାମଗୁଡିକରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

କଣାସରେ ହାତୀ ଉପଦ୍ରବ

କଣାସ : ପୁରୀ ଜିଲ୍ଲା କଣାସ ଦିବ୍ୟସିଂହପୁର ଅଞ୍ଚଳରେ ହାତୀ ଆତଙ୍କ । ବିଲରେ ପଶି ପାଚିଲା ଧାନ ଫସଲ ଦଳି ଚକଟି ନଷ୍ଟ କରୁଛନ୍ତି ହାତୀ । ଏପିରିକି ଧାନ କାଟି ବିଲରେ ରଖିଥିବା ଧାନ ଗଦା ଖାଇ ନଷ୍ଟ କରୁଛନ୍ତି । ଯାହାକୁ ନେଇ ଦିବ୍ୟସିଂହପୁର ଅଞ୍ଚଳର ବିରକେଶରପୁର, ହଳଦୀପଦରର ଗ୍ରାମବାସୀ
Read More...

ତାମିଲନାଡୁରେ ପ୍ରବଳ ବର୍ଷା

ଚେନ୍ନାଇ : ତାମିଲନାଡୁରେ ଦୁଇ ଦିନ ଧରି ଲଗାତାର ପ୍ରବଳ ବର୍ଷା ଜାରି ରହିଛି । ଏହି କାରଣରୁ, ସାଧାରଣ ଜନଜୀବନ ବ୍ୟାହତ ହୋଇଛି । ରାଜ୍ୟର ଅନେକ ନଦୀ ଓ ହ୍ରଦର ଜଳ ସ୍ତର ଯଥେଷ୍ଟ ବୃଦ୍ଧି ପାଇଛି । ରାଜ୍ୟର ୪ଟି ଉପକୂଳବର୍ତ୍ତୀ ଜିଲ୍ଲା କନ୍ୟାକୁମାରୀ, ତିରୁନେଲଭେଲି, ତୁତିିକୋରିନ ଏବଂ
Read More...

ଚୀନରେ ଭୀଷଣ ଭୂମିକମ୍ପ : ୧୧୧ ମୃତ

ବେଜିଂ : ପଶ୍ଚିମ ଚୀନର ଗାଂସୁ ପ୍ରାନ୍ତରେ ଭୀଷଣ ଭୂମିକମ୍ପ ଅନୁଭୂତ ହୋଇଥିବା ଖବର ମିଳିଛି । ସୋମବାର ବିଳମ୍ବିତ ରାତି ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରେକର୍ଡ କରାଯାଇଛି । ଏହି ଭୟଙ୍କର ଭୂକମ୍ପରେ ପ୍ରାୟ ୧୧୧ଜଣଙ୍କ ମୃତ୍ୟୁ ହୋଇଛି । ଭୂମିକମ୍ପର ତୀବ୍ରତା ଏତେ
Read More...