Daily Archives

ପଦ୍ମପୁର ଲୋକ ମହୋତ୍ସବ ସମାରୋହ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୩ୟ ପଦ୍ମପୁର ଲୋକ ମହୋତ୍ସବର ତୃତୀୟ ଦିବସର ଉଦ୍‌ଯାପିତ ସମାରୋହ ସନ୍ଧ୍ୟାରେ ମୁଖ୍ୟ ଅତିଥି ନାଉରୀ ନାୟକ (ବିଧାୟକ ରେଙ୍ଗାଲି), ଡି. ମୁରଲୀକୃଷ୍ଣା (ଚେଆର୍‌ପର୍ସନ ବିକାଶ ଗ୍ରୁପ), ଇରାଶିଷ ଆଚାର୍ଯ୍ୟ (ରାଜ୍ୟ ସମ୍ପାଦକ, ବିଜେପି), ଚୁନିରାମ ସାହୁ (ସାଂସଦ,
Read More...

ଭୂଗୋଳରେ ନିଜର ସ୍ଥିତି ଖୋଜୁଥିବା କେତୋଟି ଗାଁ

ଜୟପାଟଣା, (ଶେଷଦେବ ବେହେରା) : ଜୀବିକା ଖୋଜି ଜୀବନ ବଞ୍ଚାଇବା ପାଇଁ ଅନେକ ଆଦିବାସୀ ପରିବାର ଇତସ୍ତତଃ ହୋଇ ବିଭିନ୍ନ ଜଙ୍ଗଲ ମଧ୍ୟରେ ନିଜର ବାସସ୍ଥାନ ବାଛି ବର୍ଷ ବର୍ଷ ଧରି ରହିବା ପରେ ମଧ୍ୟ ସେମାନଙ୍କର ଖୋଜ ଖବର ତ ଦୂରର କଥା ବହୁ ବର୍ଷ ପର୍ଯ୍ୟନ୍ତ ସେମାନେ ଲୋକ ଲୋଚନର ଅନ୍ତରାଳେ
Read More...

ଆର୍‌ଇସି ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉଚ୍ଚ ବିଦ୍ୟାଳୟ ଆର୍‌ଇସି କ୍ୟାମ୍ପସ୍‌ ପ୍ରାଙ୍ଗଣରେ ବାର୍ଷିକ କ୍ରୀଡା ଉତ୍ସବ ୨୦୨୩ - ୨୪ ପ୍ରଧାନ ଶିକ୍ଷୟିତ୍ରୀ ସୁଦିପ୍ତା ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କ୍ରୀଡ଼ା ଶିକ୍ଷକ ଅଜୟ କୁମାର ରାଉତଙ୍କ ତତ୍ତ୍ୱାବଧାନରେ ସମସ୍ତ
Read More...

ସ୍ୱଚ୍ଛ ସୁନ୍ଦର ହେବ ବଲାଙ୍ଗିର ସହରର ମହାରାଣୀ ସାଗର : ଆରମ୍ଭ ହେଲା ପ୍ରଥମ ପର୍ଯ୍ୟାୟ କାମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ସବୁଠୁ ବଡ଼ ପୋଖରୀ ମହାରାଣୀ ସାଗର ଏବେ ସ୍ୱଚ୍ଛ ସୁନ୍ଦର ହେବ । ଏହାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଆଜି ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଆଜି ଚାଲିଛି ଏହି ପୋଖରୀର ଜଳ ନିଷ୍କାସନ । ରାଜ୍ୟ ସରକାରଙ୍କ ‘ମୋ ପୋଖରୀ’ ଯୋଜନା ମାଧ୍ୟମରେ
Read More...

ଡାଇରିଆ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବିଜେପିର ଦାବି ପତ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜେପି ପାନପୋଷ ସାଂଗଠନିକ ଜିଲ୍ଲାର ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ତାଙ୍କ କାର୍ଯ୍ୟାଳୟରେ ପ୍ରଦାନ କରିଛନ୍ତି । ରାଉରକେଲା ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ
Read More...

ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ସଇଁତଲା, (କେପିଏନ୍‌ଏସ୍‌) : ସଇଁତଲା ରେଲୱେ ଷ୍ଟେସନ ନିକଟସ୍ଥ ଟ୍ରେନ ଲାଇନରେ ଜଣେ ଯୁବକଙ୍କ ମୃତଦେହ ମିଳିଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତାହାର କାରଣ ଅସ୍ପଷ୍ଟ ରହିଛି । ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ସଇଁତଲା ରେଳ ଷ୍ଟେସନରୁ ୧୦୦ ମିଟର ଦୂରରେ ଜଣେ ଯୁବକଙ୍କ ମୃତ
Read More...

ପ୍ରକୃତ ହିତାଧିକାରୀଙ୍କୁ ସରକାରୀ ଯୋଜନା ମିଳୁନଥିବା ଅଭିଯୋଗ

ବୟସର ଅପରାହ୍ନରେ ବି ମୁଣ୍ଡ ଗୁଞ୍ଜିବାକୁ ଆବାସ ଯୋଜନା ସାତସପନ୫ କେଜି ଚାଉଳ ଓ ୫ ଶହ ଟଙ୍କା ଭତ୍ତାରେ ଚଳୁଛି ମାଁ ଓ ଝିଅର ଜୀବନଅନ୍ତ୍ୟୋର୍ଦୟ ଯୋଜନା କାହା ପାଇଁ ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ପଞ୍ଚାୟତ ଅନ୍ତର୍ଗତ ପୁଟୁପଡା
Read More...

ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଅସହାୟ ବିଧବା ମହିଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ତୁରେକେଲା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଝର୍‌ନି ଗ୍ରାମର ଜଣେ ଅସହାୟ ବିଧବା ମହିଳା ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ତାଙ୍କ ଗୁହାରି ଜଣାଇଛନ୍ତି । ତାଙ୍କୁ ଏକ ଚାଉଳ କାର୍ଡ ପ୍ରଦାନ କରାଯାଉ ବୋଲି ସେ ଜିଲ୍ଲାପାଳଙ୍କୁ
Read More...

ମାଁ’ ବସ୍ତ୍ରେନ ମାଉଲୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ସିନ୍ଦୁରବାହାଲ ବିଜୟୀ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ଜାମୁଟିଆ ଗ୍ରାମରେ ମାଁ' ବସ୍ତ୍ରେନ ମାଉଲୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଭାଗ ନେଇଥିଲେ । ଫାଇନାଲ୍‌ ମ୍ୟାଚ୍‌ ସିନ୍ଦୁରବାହାଲ ଏବଂ ଝାଙ୍କରପାଲି ମଧ୍ୟରେ କଡା ଟକ୍କର
Read More...

ଏଟିଏମ୍‌ ଭାଙ୍ଗି ଲୁଟିଲେ ସାତ ଲକ୍ଷ ଟଙ୍କା : ପୋଲିସର ଛାନ୍‌ଭିନ୍‌ ଜାରି

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ଥାନା ଅନ୍ତର୍ଗତ ସରମୂହାଣସ୍ଥିତ ଏସ୍‌ବିଆଇ ଏଟିଏମ୍‌ରୁ ଡ୍ରିଲ୍‌ କଟର୍‌ ସାହାଯ୍ୟରେ ଏଟିଏମ୍‌ ଭାଙ୍ଗି ୭ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ ପାଟଣାଗଡ଼-ବଲାଙ୍ଗିର ମୁଖ୍ୟ ରାସ୍ତାରେ ଥିବା ସରମୁହାଣ
Read More...