Daily Archives

କେରପାଇ ଗାଁରେ ମାଓ ପୋଷ୍ଟର

କଳାହାଣ୍ଡି : କେରପାଇ ଗାଁରେ ମାଓ ପୋଷ୍ଟର । ତିଜମାଳି ଖଣି ଖନନକୁ ବିରୋଧ କରି ଗତକାଲି ବିଳମ୍ବିତ ରାତିରେ କେରପାଇଠାରେ ମାଓବାଦୀମାନେ ଏକ ପୋଷ୍ଟର ଲଗାଇଛନ୍ତି । ପୋଲିସକୁ ଦମନ ଓ କମ୍ପାନୀର ଦଲାଲ ନେତାକୁ ଦଣ୍ଡ ଦେବାକୁ ଆହ୍ୱାନ କରିଛନ୍ତି ମାଓବାଦୀ । ଗୁରୁବାର ପୋଲିସ ମହାନିର୍ଦ୍ଦେଶକ
Read More...

ବିଦ୍ୟୁତ ଖୁଣ୍ଟରେ ପିଟିହେଲା ବାଇକ୍‌ : ୨ ମୃତ

କଣାସ/ପୁରୀ : ବିଦ୍ୟୁତ ଖୁଣ୍ଟରେ ପିଟିହେଲା ବାଇକ୍‌ ୨ ମୃତ । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଇନ୍ଦିପୁର ମୁଖ୍ୟ ରାସ୍ତାର ଭଣ୍ଡାରୀ ଦଣ୍ଡା ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଲେ ଇନ୍ଦିପୁର ଅଞ୍ଚଳର ଲିପୁନ ସେନାପତି ଏବଂ ପୁପୁନା ପାଢୀ ବୋଲି ଜଣାପଡିଛି । ସୂଚନା
Read More...

ଆଜି ପବିତ୍ର ଧନୁ ସଂକ୍ରାନ୍ତି

ପୁରୀ : ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଏହି ଅବସରରେ ଶ୍ରୀମନ୍ଦିରରେ ମହାପଭୁଙ୍କ ପ୍ରସିଦ୍ଧ ପହିଲି ଭୋଗ ନୀତିର ଶୁଭାରମ୍ଭ ହୋଇଛି । ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ଏହି ନୀତି ଚାଲିବ । ଏଣୁ ଶୁକ୍ରବାର ମହାସୁଆରମାନେ କୋଠଭୋଗ ରୋଷଘରେ ନୂଆ ଚୂଲି ତିଆରି
Read More...

ତାଳଚେର ଉପଖଣ୍ଡ ପଶୁ ଚିକିତ୍ସାଳୟ ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଅନୁରୋଧ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ଦୁର୍ଘଟଣା ପ୍ରବଣ କୋଇଲାନଗରୀ ତାଳଚେରର ଏକମାତ୍ର ପଶୁ ଚିକିତ୍ସାଳୟରେ ଆହତ ବୁଲା ଗାଈଗୋରୁଙ୍କ ଉପାଚାର ଏକ ସମସ୍ୟା ରୂପେ ଉଭା ହୋଇଛି । ଅନେକ ସମୟରେ କୋଇଲାଟ୍ରକ ତଳେ ଗାଈଗୋରୁଙ୍କ ଜୀବନ ଯାଉଥିବା ସମୟରେ କେତେ ଗାଈଗୋରୁ ମୁର୍ମୁଷୁ ଅବସ୍ଥାରେ ରାସ୍ତା ଉପରେ
Read More...

ସୁବର୍ଣ୍ଣପୁର ଜିଲ୍ଲାରେ କ୍ଷୁଦ୍ର ନିଯୁକ୍ତି ମେଳା ନିମନ୍ତେ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାରେ ଦୁଇଟି କ୍ଷୁଦ୍ର ନିଯୁକ୍ତି ମେଳାର ଆୟୋଜନ ନିମନ୍ତେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର ସୂର୍ୟ୍ୟନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...

ଏସ୍ଏଚ୍‌ଜି ମହିଳାମାନଙ୍କ ସିଲେଇ ଓ ଫିନାଇଲ ଶିକ୍ଷା ତାଲିମ ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଇଆର୍‌ଇଏଲ୍ (ଇଣ୍ଡିଆ) ପକ୍ଷରୁ ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ ଏସ୍ଏଚ୍‌ଜି ମହିଳାମାନଙ୍କ ସିଲେଇ ଓ ଫିନାଇଲ ଶିକ୍ଷା ତାଲିମ ପୋଡାପଦର ଗ୍ରାମ ପଞ୍ଚାୟତର ହୁମର ଗ୍ରାମରେ ଏବଂ କୁମାରବେଗ ପଲ୍ଲୀଠାରେ ପେପର ପ୍ଲେଟ, ଖଲିପ୍ଲେଟ ଆଦିର
Read More...

କସ୍ତୁରୀର ଉଦ୍‌ଯାପନୀ ଦିବସର ସାଂସ୍କୃତିକ ସମାରୋହ ୨୦୨୩

ଡିଜିଟାଲ ସ୍ୱର୍ଗ ଦେଖି ହସି ହସି ବେଦମ ହେଲେ ଦର୍ଶକଅଶ୍ରୁମୋଚନ ମହାନ୍ତି, ଶଙ୍କର ପ୍ରସାଦ ତ୍ରିପାଠୀ ଓ ଭାସ୍କର ଚନ୍ଦ୍ର ମହାପାତ୍ରଙ୍କୁ କସ୍ତୁରୀ ସମ୍ମାନ ରାଉରକେଲା, (ସସ୍ମିତା ସାହୁ) : ରାଉରକେଲା ସହରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ନାଟ୍ୟାନୁଷ୍ଠାନ କସ୍ତୁରୀର ଉଦ୍‌ଯାପନୀ ଦିବସରେ
Read More...

ଭାରତୀୟ ବିଜୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡିସେମ୍ବର ୧୬ ଭାରତର ବିଜୟ ଦିବସ । ୧୯୭୧ ଯୁଦ୍ଧରେ ପାକିସ୍ତାନ ଉପରେ ଭାରତୀୟ ସେନାର ବିଜୟକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ୧୬ ଡିସେମ୍ବରରେ ପାଳନ କରାଯାଏ । ୧୯୭୧ ମସିହାରେ ପାକିସ୍ତାନ ବିରୁଦ୍ଧରେ ହୋଇଥିବା ସଂଘର୍ଷରେ ନିଜ ଜୀବନକୁ ବଳି ଦେଇଥିବା
Read More...