Daily Archives

ମହିଳା ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସାମାଜିକ ସଚେତନତା କାର୍ଯ୍ୟକ୍ରମ ଓ କ୍ରିୟାକଳାପ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜିସ୍ଥିତ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ବୁଧବାର ଦିନ କଂଟାବାଂଜି ସହରର ବିଭିନ୍ନ ସ୍ଥାନରେ ସାମାଜିକ ସଚେତନତା ଓ କ୍ରିୟାକଳାପ କାର୍ଯ୍ୟକ୍ରମ କରାଯାଇଛି । ନୂଆ ଓ ଯୁବ ଓଡିଶା ନବୀନ ଓଡିଶା ଆନୁକୂଲ୍ୟରେ
Read More...

ବିଧାୟକଙ୍କ ଦ୍ୱାରା ଯୁକ୍ତଦୁଇ ଓ ମହିଳା ଡିଗ୍ରୀ ମହାବିଦ୍ୟାଳୟର ପୃଥକ ପୃଥକ ଦୁଇଟି ହଷ୍ଟେଲ ନିର୍ମାଣର ଶିଳାନ୍ୟାସ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ବୁଧବାର ଦିନ ପୃଥକ ପୃଥକ ଦୁଇଟି ନୂତନ ମହିଳା ହଷ୍ଟେଲ ନିର୍ମାଣ ନେଇ ଶିଳାନ୍ୟାସ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଓଡିଶା ସରକାରଙ୍କ ଦ୍ୱାରା ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ
Read More...

୫୬ତମ ସର୍ବଭାରତୀୟ ଫୁଟବଲ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ପଲ୍ଲିଶ୍ରୀ ଷ୍ଟାଡିୟମଠାରେ ସର୍ବଭାରତୀୟ ୫୬ତମ ଇଂଜିନିୟରସ୍‌ କପ୍‌ ଓ ନର୍ସିଂ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନ ଖେଳ ଭିଲେଇ ବିକେପି ୟୁଥ୍‌ ଏଫ୍‌ସି ଓ କୁଚିଣ୍ଡା ବିଏଫ୍‌ସି ମଧ୍ୟରେ ହୋଇଥିଲା । ଦୁଇ ଦଳ ମଧ୍ୟରେ ଜୋରଦାର ଟକ୍କର
Read More...

କୃଷି ଓ କୃଷକର ସମସ୍ୟା ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା କିଷାନ କଂଗ୍ରେସ

କୃଷିଋଣଛାଡ, କୃଷିବୀମା ଓ ଏକରପିଛା ୨୫ ହଜାର ସହାୟତା ପ୍ରଦାନ ଦାବୀ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର କୃଷି ଓ କୃଷକଙ୍କ ସମସ୍ୟାକୁ ନେଇ ଆଜି ୯ଦଫା ଦାବୀ ନେଇ ଜିଲ୍ଲା କିଷାନ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି । ହଜାର ସଂଖ୍ୟାରେ ଚାଷୀଙ୍କୁ ନେଇ କଂଗ୍ରେସଦଳ ଆଜି
Read More...

ପଦ୍ମପୁର ମହାବିଦ୍ୟାଳୟରେ କ୍ରୀଡା ପ୍ରତିଯୋଗିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ନୂଆ-ଓ, ଯୁବ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉପଲକ୍ଷେ କ୍ରୀଡା ଉତ୍ସବ ପ୍ରତିଯୋଗିତା ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଯୁକ୍ତ ଦୁଇ ଏବଂ ତିନି ଛାତ୍ରଛାତ୍ରୀ
Read More...

ସାମ୍ବାଦିକଙ୍କୁ ପୋଲିସ ଭେନ୍‌ ଧକ୍କା ପ୍ରସଙ୍ଗ : ଅତିରିକ୍ତ ଏସ୍‌ପିଙ୍କୁ ଭେଟିଲେ କଳାହାଣ୍ଡି ସାମ୍ବାଦିକ ୟୁନିଅନ୍‌

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସାମ୍ବାଦିକ ରଞ୍ଜନ କୁମାର ମହାନ୍ତି ଓ ଧନୁର୍ଯ୍ୟ ସାହୁଙ୍କୁ କେସିଙ୍ଗାଠାରେ ପୋଲିସ ବସ୍‌ ଧକ୍କା ଦେବା ଘଟଣାକୁ ଇତି ମଧ୍ୟରେ ୧୧ ଦିନ ବିତି ଯାଇଛି । କିନ୍ତୁ ଏ ଯାଏ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏହି ଘଟଣାକୁ
Read More...

ରେଙ୍ଗାଲିରେ ରାବଣ ଦରବାର ଚତୁର୍ଥ ଦିନରେ ସୀତା ଠାବ ଓ ଲଙ୍କା ପୋଡି ନାଟକ ମଞ୍ଚସ୍ଥ

ରମ୍ଭା, ମେନକା ଓ ଉର୍ବଶୀଙ୍କ ନୃତ୍ୟ ଦର୍ଶକଙ୍କ ମନମୋହିଲା ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କୁଇକେଡ଼ା ପଞ୍ଚାୟତ ରେଙ୍ଗାଲିଠାରେ ଜୟଲକ୍ଷ୍ମୀ କ୍ଳବ ଆନୁକୂଲ୍ୟରେ ୨ ବର୍ଷ ଉପଲକ୍ଷେ ରାବଣ ଦରବାର ଆୟୋଜିତ ହୋଇଯାଇଛି । ଏହାର ଚତୁର୍ଥ ଦିନରେ ଦରବାରରେ ନାଟକ
Read More...

ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତା. ୧୨.୧୨.୨୦୨୩ ଓ ୧୩.୧୨.୨୦୨୩ ଦୁଇଦିନ ଧରି ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ ସିଆଲବାହାଲିଠାରେ ବାର୍ଷିକ କ୍ରୀଡା ଅନଚଷ୍ଠିତ ହୋଇଯାଇଛି । ଏଥିରେ ପ୍ରଥମ ଶ୍ରେଣୀ ରୁ ଦଶମ ଶ୍ରେଣୀ ମଧ୍ୟରେ ଥିବା ସମସ୍ତ ବର୍ଗର ଛାତ୍ରଛାତ୍ରୀ ଉତ୍ସାହର ସହିତ ଅଂଶଗ୍ରହଣ
Read More...

ଖଲିଆଭଟା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ଖଲିଆଭଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ସମ୍ପନ୍ନ ହୋଇ ଯାଇଛି । ନିଜସ୍ଵ ଖେଳପଡିଆଠାରେ ଆୟୋଜିତ କ୍ରୀଡା ଉତ୍ସବକୁ ପ୍ରଧାନ ଶିକ୍ଷକ ଉମା ଶଙ୍କର ପଣ୍ଡା ଶୁଭ ଉଦ୍‌ଘାଟନ କଲା ପରେ ବିଭିନ୍ନ
Read More...

ସଇଁତଲା କଲେଜରେ ‘ଯୁବ ଓଡିଶା ନବୀନ ଓଡିଶା’ କ୍ରୀଡା କାର୍ଯ୍ୟକ୍ରମ ଉଦ୍‌ଘାଟିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ବେଲଗାଁ ଉତ୍କଳମଣି ଗୋପବନ୍ଧୁ ଦାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁବ ଓଡିଶା ଓ ନବୀନ ଓଡିଶା କ୍ରୀଡା କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ବେଲଗାଁ କଲେଜ ଅଧ୍ୟକ୍ଷା
Read More...