Daily Archives

କିଏ କୋଠା ଘରେ ତ କିଏ ପଲିଥିନ ତଳେ ମୁଣ୍ଡଗୁଞ୍ଜି ଦିନ କାଟୁଛି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଭେଉଁରିଆ ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଗ୍ରାମର ତରଣୀ ସୁନା ଓ ତାଙ୍କ ବିଧବା ମାଁ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି । ରହିବା ପାଇଁ ଉପଯୁକ୍ତ ଗୃହ ନାହିଁ ବୋଲି ବିବାହ ପରେ ସ୍ତ୍ରୀ ତାଙ୍କୁ ଛାଡି ବାପା ଘରକୁ
Read More...

ସାଧାରଣ ନିର୍ବାଚନ ୨୦୨୪ ସକାଶେ ସେକ୍ଟର ଅଧିକାରୀ ଏବଂ ପୋଲିସ ସେକ୍ଟର ଅଧିକାରୀଙ୍କ ପ୍ରଶିକ୍ଷଣ ଶିବିର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆସନ୍ତା ସାଧାରଣ ନିର୍ବାଚନ ୨୦୨୪ ଉପଲକ୍ଷେ ଜିଲ୍ଲାରେ କିଭଳି ଏକ ସୁସ୍ଥ ଓ ଉପଯୁକ୍ତ ପରିବେଶରେ ଶାନ୍ତି ଶୃଙ୍ଖଳା ସହ ଭୋଟ ଦାନ କାର୍ଯ୍ୟ ସମାପନ ହେବ ଏବଂ ଏଥିପାଇଁ ନିର୍ବାଚନ ପୂର୍ବରୁ ସଂବେଦନଶୀଳ, ଅସୁରକ୍ଷିତ ଭୋଟଗ୍ରହଣ ଅଞ୍ଚଳ / ଗ୍ରାମ ଚିହ୍ନଟ
Read More...

ଶ୍ରୀହରି ନାମ ପ୍ରଚାର ସମିତି ପକ୍ଷରୁ ପ୍ରବଚନ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶିଷ୍ଟ ପ୍ରବଚିକା ଏଲୋରା ମିଶ୍ରଙ୍କ ଦ୍ୱାରା ଗଠିତ ଶ୍ରୀହରି ନାମ ପ୍ରଚାର ସମିତି ବଲାଙ୍ଗିର ପକ୍ଷରୁ ଏକ ପ୍ରବଚନ କାର୍ଯ୍ୟକ୍ରମ ଅନ୍ନପୂର୍ଣ୍ଣା ନଗର, ବିଷ୍ଣୁମୁଣ୍ଡା, ଦୁର୍ଗାଚରଣ ସାହୁଙ୍କ ପ୍ରାଙ୍ଗଣଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରବଚିକା
Read More...

ପ୍ରେମ ବିବାହ ହେଲା କାଳ : ୧୨ ଘଣ୍ଟା ପଡ଼ି ରହିଲା ଶବ

ଶବ ସତ୍କାର କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଙ୍ଗଠନ ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ସରଗାଡ ଗ୍ରାମରେ ଜଣେ ବୃଦ୍ଧା ଅନ୍ୟ ଜାତିରେ ବିବାହ କରିଥିବାରୁ ବାସନ୍ଦ ଜୀବନ ଜିଇଁ ଆସୁଥିଲେ । ଗତ ସନ୍ଧ୍ୟାରେ ତାଙ୍କର ପରିଣତ ବୟସରେ ମୃତ୍ୟୁ ହୋଇଥିବା
Read More...

ମଦନପୁର ବିଦ୍ୟାଳୟର ଶତବାର୍ଷିକୀ ସ୍ମାରକୀ ଉତ୍ସବ

ମ,ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ,ରାମପୁର ବ୍ଲକ୍ ମଦନପୁର ସରକାରୀ ବିଦ୍ୟାଳୟର ୧୭ତମ ଶତବାର୍ଷିକୀ ସ୍ମାରକୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ କୁମାର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ସରପଞ୍ଚ କେତକୀ ଦଣ୍ଡିଆ, ମୁଖ୍ୟ ବକ୍ତା
Read More...

ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟରେ ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ନୁଆଁ -ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଷଷ୍ଠ ଦିନରେ ଆଜି ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ମୁରିବାହାଲରେ ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ମୁରିବାହାଲ
Read More...

୫୬ତମ ସର୍ବଭାରତୀୟ ଫୁଟବଲ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବଲାଙ୍ଗିର ସହର ସନ୍ନିକଟ ସଦାଇପାଲି ପଲ୍ଲିଶ୍ରୀ ଷ୍ଟଡିୟମଠାରେ ଚାଲିଥିବା ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିବସରେ ସମ୍ବଲପୁର ଏଫ୍‌ସି ଓ ବିଶାଖାପାଟନମ୍‌ ର ଭାଇଜାକ ସିଟି ଫୁଟବଲ କ୍ଲବ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଖେଳଟି
Read More...

ଆଗଲପୁର ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

ସାଲେଭଟା, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା) ବ୍ଲକ ସରପଞ୍ଚ ସଙ୍ଘ ତରଫରୁ ତହସିଲଦାର ଆଗଲପୁରଙ୍କୁ ଏକ ଦାବିପତ୍ର ଦିଆଯାଇଛି । ମିଗ୍‌ଜୋମ ପ୍ରଭାବ ହେତୁ ଅଦିନିଆ ଲଘୁଚାପ ଜନିତ ବର୍ଷାରେ ଚାଷୀ ନାହଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛି । ଧାନ ଚାଷ କରି ଚାଷୀ ଋଣ ସମବାୟ ସମିତିରୁ ଆଣି
Read More...

ବିଜୁ ଶିଶୁ ସୁରକ୍ଷା ଯୋଜନାର ସହାୟତା ପ୍ରଦାନ ପାଇଁ ଶିଶୁ ମଙ୍ଗଳ ସମିତିର କ୍ୟାମ୍ପକୋର୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ଦ୍ଵାରା ସରକାରୀ ପଲି ଟେକ୍‌ନିକ୍ ଶିକ୍ଷାନୁଷ୍ଠ।ନ ଓ ଶିଳ୍ପ ତାଲିମ ଅନୁଷ୍ଠାନ, ବଲାଙ୍ଗିରଠାରେ ଶିଶୁ ମଙ୍ଗଳ ସମିତିରର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କ୍ୟାମ୍ପକୋର୍ଟରେ ଅସୁବିଧା ତଥା ଗରିବ ପରିବାରରୁ
Read More...

ଭେଷଜ ରମ୍ଭାବତୀ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : କୁଣ୍ଡୁକେଲାସ୍ଥିତ ଭେଷଜ ରମ୍ଭାବତୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ନୂଆ ଓଡ଼ିଶା ଯୁବ ଓଡ଼ିଶା, ନବୀନ ଓଡ଼ିଶା ଅନ୍ତର୍ଗତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ଜିଲ୍ଲା ବିଜେଡି ସଭାପତି ଯୋଗେଶ ସିଂହ ଓ
Read More...