Daily Archives

ଡେଲାଙ୍ଗ- କଲ୍ୟାଣପୁର ରାସ୍ତା ମରାମତି ନେଇ ସାଶକ ଦଳ ପକ୍ଷରୁ ଗଣଧାରଣା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଦୀର୍ଘ ଦିନ ହେଲା ଡେଲାଙ୍ଗରୁ କଲ୍ୟାଣପୁର ୬ କିମି ରାସ୍ତା ଅତ୍ୟନ୍ତ ଶୋଚନୀୟ ପଡିଛି । ଏହି ରାସ୍ତା ଦେଇ ସହସ୍ର ସଂଖ୍ୟାରେ ଭାରି ଯାନ, ମୋଟର ଗାଡ଼ି, ଜନସାଧାରଣ, ରୋଗୀ, ସରକାରୀ କର୍ମଚାରୀ, ସ୍କୁଲ, କଲେଜ ଛାତ୍ରଛାତ୍ରୀ, ଜନପ୍ରତିନିଧି ଯାଇଥାନ୍ତି ।
Read More...

ଟ୍ରକ୍‌ ସହିତ ଧକ୍କା ଖାଇ ଜଳିଗଲା କାର୍‌

ବରେଲି : ଶନିବାର ରାତିରେ ଉତ୍ତର ପ୍ରଦେଶ ଅନ୍ତର୍ଗତ ବରେଲି-ନୈନିତାଲ୍‌ ରାଜପଥ ନିକଟସ୍ଥ ଭୋଜିପୁରଠାରେ ଗୋଟିଏ ଡମ୍ପର୍‌-ଟ୍ରକ୍‌ ସହିତ ଗୋଟିଏ କାର୍‌ ଧକ୍କା ଖାଇ ଜଳିଯିବାରୁ ସେଥିରେ ଥିବା ଜଣେ ପିଲା ସମେତ ୮ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇ ମରି ଯାଇଥିବା କଥା ପୁଲିସ କହିଛି । ସୂଚନା
Read More...

ବିଦ୍ୟୁତ୍ ତାର ଲାଗି ଚାଲିଗଲା ଦୁଇ ନାବାଳକଙ୍କ ଜୀବନ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଡେଇଁପଙ୍କ ଗ୍ରାମ ପଞ୍ଚାୟତର ରମେଶ ବୁଡ଼ (୧୩) ଓ ତାଙ୍କ ସାଙ୍ଗ ଜିତ ଡୁଙ୍ଗ(୧୩) ହାତିଲି ମୁଣ୍ଡା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଲାଗି ମୃତ୍ୟୁବରଣ କରିଥିବା ବେଳେ ଜିତର ବାପା ନବୀନ ଡୁଙ୍ଗ ଆହତ ହୋଇ ଉଲୁଣ୍ଡା ଡାକ୍ତରଖାନାରେ
Read More...

ବ୍ୟାପକ ଉତ୍ସାହ ଉଦ୍ଦିପନା ସହ ତୃତୀୟ ଶିଶୁକଳା ମହୋତ୍ସବ ଆରମ୍ଭ

ବାରିପଦା : ମୟୂରଭଞ୍ଜ କଲଚୁରାଲ ଡେଭେଲପ୍‌ମେଣ୍ଟ ଫାଉଣ୍ଡେସନ ଦ୍ୱାରା ଗତ ଦୁଇବର୍ଷ ଭଳି ଚଳିତ ବର୍ଷ ତୃତୀୟ ଶିଶୁକଳା ମହୋତ୍ସବ ସ୍ଥାନୀୟ ଶହୀଦ ଭବନଠାରେ ଅନୁଷ୍ଠିତ ହେଉଛି । ଉଦ୍‌ଘାଟନ ସମାରୋହରେ ମୁଖ୍ୟ ଅତିଥିଭାବେ ବାରିପଦା ପୌରପରିଷଦର ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଓ ସମ୍ମାନିତ
Read More...

ଦୁଇଦିନ ଧରି ଅନୁଷ୍ଠିତ ତୃତୀୟ ଶିଶୁକଳା ମହୋତ୍ସବ ଉଦ୍‌ଯାପିତ

ବାରିପଦା : ଦୁଇ ଦିନ ଧରି ବାରିପଦା ଶହୀଦ ସ୍ମୃତି ଭବନଠାରେ ମୟୂରଭଞ୍ଜ କଲ୍‌ଚରାଲ୍‌ ଡେଭେ୍‌ଲପ୍‌ମେଣ୍ଟ ଫାଉଣ୍ଡେସନ୍‌ ତରଫରୁ ଅନୁଷ୍ଠିତ ତୃତୀୟ ଶିଶୁକଳା ମହୋତ୍ସବର ଉଦ୍‌ଯାପନୀ ଉତ୍ସବରେ ମହାରାଣୀ ରଶ୍ମି ରାଜଲକ୍ଷ୍ମୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଏଭଳି ମହୋତ୍ସବ ଆୟୋଜନର
Read More...

ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ମିଳୁନଥିବା ଅଭିଯୋଗ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କମେଇମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଖାନମୁଣ୍ଡା ଗାଁର ଟିକମନ ମାଝି ଭତ୍ତା ପାଉଥିବା ୮୪ ବର୍ଷ ବୟସର ବୃଦ୍ଧ । ହେଲେ ଆଜକୁ ପ୍ରାୟ ବର୍ଷେ ହେଲାଣି ଭତ୍ତା ପାଇପାରୁ ନଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ୱାର୍ଡ
Read More...

ରାଜ୍ୟ ପର୍ଯ୍ୟଟନମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ଦିନିକିଆ ବଲାଙ୍ଗିର ଗସ୍ତ : ସମଲେଶ୍ୱରୀ, ପାଟଣେଶ୍ୱରୀ ମନ୍ଦିର ଓ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟସରକାରଙ୍କ ପର୍ଯ୍ୟଟନ, ଭାଷା ସାହିତ୍ୟ ଓ ଅବକାରୀ ବିଭାଗର ମନ୍ତ୍ରୀ ଆଜି ଦିନିକିଆ ବଲାଙ୍ଗିର ଗସ୍ତରେ ଆସି ବିଭିନ୍ନ ମନ୍ଦିର ଓ ପର୍ଯ୍ୟଟନସ୍ଥଳି ପରିଦର୍ଶନ କରିବା ସହିତ ବାନ୍ଧନଘୋରଠାରେ ଆୟୋଜିତ ସୁକତେଲ ମହୋତ୍ସବରେ ଯୋଗଦେଇଥିଲେ । ମନ୍ତ୍ରୀ ଟ୍ରେନରେ
Read More...

ଅଦିନିଆ ବର୍ଷାରେ ଧାନ ଫସଲ ନଷ୍ଟ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କମେଇମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାନ୍ଦଳା ଗାଁର ମୁରଲି ପଧାନ ପ୍ରାୟ ଛଅ ଏକର ଜମିରେ ଧାନଚାଷ କରିଥିଲେ । ଧାନ କାଟି ଜମିରେ ରଖିଥିବା ସମୟରେ ଲଗାଣ ବର୍ଷା ହେତୁ ଧାନ ସବୁ ପାଣିରେ ବୁଡି ଭିଜିଯାଇ କ୍ଷୟକ୍ଷତି
Read More...

ଶ୍ୱଶୁର ଘରେ ଚାଲିଗଲା ଜ୍ୱାଇଁଙ୍କ ଜୀବନ

ଢେଙ୍କିକୋଟ : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ ସରାସପଶି ଗ୍ରାମକୁ ଆସିଥିବା କେନ୍ଦୁଝର ସଦର ବ୍ଲକ୍‌ ମଇଦାନକେଲ ଗ୍ରାମର ଲାଲମୋହନ ନାଏକ (୩୮)ଙ୍କ ମୃତ୍ୟୁ ଘଟିଛି । ଲାଲମୋହନ ପତ୍ନୀ ଓ ପୁଅକୁ ନେଇ ଶ୍ୱଶୁର ଘରକୁ ଆସିଥିଲେ। ସକାଳୁ ଲାଲମୋହନ ରକ୍ତବାନ୍ତି କରିବାରୁ ତାଙ୍କୁ ଆମ୍ବୁଲାନ୍ସ
Read More...

ଶିକ୍ଷାର ବିକାଶ ପାଇଁ ଉତ୍ତମ ଶିକ୍ଷକ ନିଯୁକ୍ତି କରନ୍ତୁ ସରକାର : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଛାତ୍ରଛାତ୍ରୀ, ଯୁବକଯୁବତୀଙ୍କ ଶିକ୍ଷା, କ୍ରୀଡାର ବିକାଶ ପାଇଁ ବର୍ତ୍ତମାନ ସରକାର ଅନେକ ଯୋଜନା ଆଣୁଛନ୍ତି କିନ୍ତୁ ଯୋଜନାର ଭୁଲ ପ୍ରଣୟନ ଓ ଭୁଲ କାର୍ଯ୍ୟକାରିତା ଯୋଗୁଁ ଯୋଜନା ପ୍ରଣୟନର ମୁଖ୍ୟ ଉଦ୍ଦେଶ୍ୟ ସାଧିତ ହେଇ ପାରୁନାହିଁ । ଯେପରିକି ବର୍ତ୍ତମାନ
Read More...