Daily Archives

ପ୍ରଥମ ଇସ୍ପାତ ନାଟକ ମହୋତ୍ସବର ଷଷ୍ଠ ସନ୍ଧ୍ୟା : ଦି ବିଲିଭର୍‌ ତରଫରୁ ନାଟକ ‘ପ୍ରଭାସ ଯଜ୍ଞ’ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକତ୍ର ରାଉରକେଲା ଦ୍ଵାରା ଆୟୋଜିତ ପ୍ରଥମ ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୩ ଷଷ୍ଠ ସନ୍ଧ୍ୟାରେ ନାଟ୍ୟାନୁଷ୍ଠାନ ଦି ବିଲିଭର୍‌ ତରଫରୁ ନାଟକ 'ପ୍ରଭାସ ଯଜ୍ଞ' ମଞ୍ଚସ୍ଥ ହୋଇଥିବା ବେଳେ ନାଟକକୁ ନାଟ୍ୟକାର ପ୍ରବୀର କୁମାର ଜେନା ରଚନା କରିଥିବା ବେଳେ ଚିନ୍ମୟ
Read More...

ବାତ୍ୟା ମିଗ୍‌ଜୋମ୍‌ ପ୍ରଭାବରେ ଅମଳ ଧାନ ଫସଲ ଓ ପନିପରିବା ନଷ୍ଟ ହେବା ଆଶଙ୍କା : ସରକାରୀ ସହାୟତା ଯୋଗାଇ ଦେବା ପାଇଁ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକରେ ବାତ୍ୟା ମିଗ୍‌ଜୋମ୍‌ ପ୍ରଭାବରେ ଅମଳ ଧାନ ଫସଲ ଓ ପନିପରିବା ଗୁଡିକର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖାଯାଇଛି ।ଏହି ଅଦିନିଆ ବର୍ଷା ଆରମ୍ଭ ହେବା ଫଳରେ ବ୍ଲକର ୨୩ ଗୋଟି ପଞ୍ଚାୟତ ଅଞ୍ଚଳରେ ବର୍ଷା ହେବା ସହ ଅମଳ ଧାନ ନଷ୍ଟ
Read More...

ସୁନା ବନ୍ଧକ ଦେଇ ଠକେଇର ଶିକାର ହୋଇଥିବା ଅଭିଯୋଗ କଲେ ଯୁବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁନା ବନ୍ଧକ ଦେଇ ଠକେଇର ଶିକାର ହୋଇଥିବା ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ କରିଛନ୍ତି ଜଣେ ଯୁବକ । ଅଭିଯୋଗ ଅନୁସାରେ ପୁଇଁତଲା ଥାନା ଅନ୍ତର୍ଗତ ବହଲପଦର୍‌ ଗ୍ରାମର ଘନଶ୍ୟାମ ଷାଣ୍ଢ ଗତ ନଭେମ୍ବର ମାସ ୫ ତାରିଖ ଦିନ ବଲାଙ୍ଗିର ଏକ୍ସିସ୍‌ ବ୍ୟାଙ୍କ କର୍ମଚାରୀ
Read More...

ଭାରତୀୟ ସଶସ୍ତ୍ର ବାହିନୀ ପତାକା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଦେଶର ସଶସ୍ତ୍ର ବାହିନୀ ଆମର ଶକ୍ତି । ସେମାନେ ସୀମାରେ ଠିଆ ହୋଇ ଦେଶବାସୀଙ୍କୁ ଭଲ ନିଦ ସୁନିଶ୍ଚିତ କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ରଖନ୍ତି । ସେମାନେ ସାହସିକତା ଏବଂ ବୀରତ୍ୱସହ ଶତ୍ରୁମାନଙ୍କ ସହିତ ଲଢନ୍ତି ଏବଂ ଏପରିକି ବେଳେବେଳେ ଦେଶର
Read More...

ପଦ୍ମପୁର ବିଦ୍ୟୁତ୍‌ ବିଭାଗର ଅଜବ ନୀତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଦ୍ୟୁତ୍‌ ବିଭାଗ ଅଧିନସ୍ଥ ବାଦିକଟା ଗ୍ରାମପଞ୍ଚାୟତ ସାପଲହର ଗ୍ରାମର ସମଲାଇପୁର ପଡା । ଏହି ଗ୍ରାମରେ ଦେଖିବାକୁ ମିଳେ ବିଦ୍ୟୁତ୍‌ ବିଭାଗ ପଦ୍ମପୁର ଖାମଖିଆଲ ମନୋଭାବ । ସମଲାଇପୁର ପଡାର କଂକ୍ରିଟ୍‌ ରାସ୍ତା ମଝିରେ ରହିଛି ଏକ ବିଦ୍ୟୁତ୍‌
Read More...

ଓବିସି ଜନ ଜାଗରଣ ଯାତ୍ରାକୁ ସ୍ଵାଗତ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓବିସି ଜନସାଧାରଣ ଓବିସି ଜନ ଜାଗରଣ ଯାତ୍ରାକୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସାହର ସହ କରିଛନ୍ତି । ଏହି ଅବସରରେ ଓଡ଼ିଶା ଓବିସି ମଞ୍ଚର ସଭାପତି ମାନନୀୟ ଶଙ୍କର ପାତ୍ର କହିଲେ ଓଡିଶାରେ ଓବିସିମାନଙ୍କ ସଂରକ୍ଷଣ ଶୂନ୍ୟ । ସରକାର ଯଦି ୨୬ ଜାନୁଆରୀ ସୁଦ୍ଧା ଯଦି
Read More...

୧୨ ଘଣ୍ଟିଆ ଜଗତସିଂହପୁର ବନ୍ଦ

ଜଗତସିଂହପୁର : ୧୨ ଘଣ୍ଟିଆ ଜଗତସିଂହପୁର ବନ୍ଦ ଡାକରା । ଜଗତସିଂହପୁର ଜିଲ୍ଲାରେ ମେଡିକାଲ୍‌ କଲେଜ୍‌ ପ୍ରତିଷ୍ଠା ଦାବି ସହ ଜିଲ୍ଲାରେ ଥିବା ପଲି ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ୟତ୍ର ସ୍ଥାନାନ୍ତର ପ୍ରତିବାଦରେ ବନ୍ଦ ଡାକରା ଦିଆଯାଇଛି । ତେବେ ବନ୍ଦ ପ୍ରଭାବରେ ଜଗତସିଂହପୁର ସହର ସମେତ ଜିଲ୍ଲାର
Read More...

ଜିଲ୍ଲା ମାନ୍ୟତା ଦାବିରେ ଆଠଗଡ଼ ବନ୍ଦ

ଆଠଗଡ : ଆଠଗଡକୁ ଜିଲ୍ଲା ମାନ୍ୟତା ଦାବିରେ ଆଜି ଆଠଗଡ଼ ବନ୍ଦ । ଜିଲ୍ଲା ଦାବି ନେଇ ବାର ଘଣ୍ଟିଆ ବନ୍ଦ ଡାକରା ଦେଇଛି ଆଠଗଡ଼ ଜିଲ୍ଲାକ୍ରିୟାନୁଷ୍ଠାନ କମିଟି । କ୍ରିୟାନୁଷ୍ଠାନର ସଦସ୍ୟମାନେ ବିଭିନ୍ନ ଛକରେ ପିକେଟିଂ କରି ଗାଡି ମଟର ବନ୍ଦ କରିଛନ୍ତି । ଆଠଗଡକୁ ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ
Read More...

ଜୁନିଅର ରେଡକ୍ରସ ସଚେତନତା ଶିବିର

ତରଭା, (କେପିଏନ୍‌ଏସ୍‌) : ତରଭା ବ୍ଲକ ଅନ୍ତର୍ଗତ କମସରା ଉଚ୍ଚ ବିଦ୍ୟାଳୟଠାରେ ତରଭା ବ୍ଲକସ୍ତରୀୟ ଏକଦିବସୀୟ ଜୁନିଅର ରେଡକ୍ରସ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । କମସରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଜ୍ଞା ପରମିତା ନାଗ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଉତ୍ସବରେ
Read More...

ଅଦିନିଆ ବର୍ଷା ସାଲେଭଟା ଅଞ୍ଚଳରେ ଚାଷୀଙ୍କ ଚିନ୍ତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା) ବ୍ଲକ ଅଂଚଳରେ ଅଦିନିଆ ବର୍ଷା ପ୍ରଭାବରେ ଧାନ ଓ ପନିପରିବା ଚାଷ ପ୍ରଭାବିତ ହୋଇଛି । ବାତ୍ୟା ମିଗ୍‌ଜୋମ୍‌ ପ୍ରଭାବରେ ବଲାଙ୍ଗିର ଜିଲ୍ଲାରେ ଦୁଇଦିନ ହେଲା ଝିପି ଝିପି ବର୍ଷା ଲାଗି ରହିବା ଫଳରେ ବର୍ଷକର ପରିଶ୍ରମ ପାଣିରେ ନଷ୍ଟ ହେବାକୁ ଯାଉ
Read More...