Daily Archives

ଆନ୍ତଃରାଜ୍ୟ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତଙ୍କୁ ଏନ୍‌କାଉଣ୍ଟର୍‌

କଟକ : ନିଶ୍ଚିନ୍ତକୋଇଲି ଅନ୍ତଃରାଜ୍ୟ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ ଓରଫ୍‌ ଲିପୁ(୩୨)ଙ୍କୁ ଗତକାଲି ରାତିରେ କଟକ ଗ୍ରାମାଞ୍ଚଳ ପୁଲିସ ଏନ୍‌କାଉଣ୍ଟର୍‌ କରିଛି । ଲିପୁଙ୍କ ବାମଗୋଡ଼ରେ ଗୁଳି ବାଜିଛି । ତାକୁ ଚିକିତ୍ସା ପାଇଁ ପ୍ରଥମେ ନିଶ୍ଚିନ୍ତକୋଇଲି ଓ ପରେ କଟକ ବଡ଼
Read More...

ବଲାଙ୍ଗିର ଲିଟିଲ୍‌ ଆଞ୍ଜେଲ୍‌ ସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଲିଟିଲ୍‌ ଆଞ୍ଜେଲ୍‌ ସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ଆୟୋଜିତ ହୋଇଯାଇଛି । ଗତ ୩୦ ଓ ୧ ଦୁଇ ଦିନ ଧରି ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆରେ ଆୟୋଜିତ ଏହି ଉତ୍ସବରେ ବରେଣ୍ୟ ଅତିଥି ଭାବେ ବଲାଙ୍ଗିର ଡିସିଓ ରଶ୍ମିରଞ୍ଜନ ମିଶ୍ର, ଅବସରପ୍ରାପ୍ତ
Read More...

ମୋଦୀ ସବୁଠୁ ଭଲ ନେତା : କହିଲେ ଆମେରିକୀୟ ଗାୟିକା ମେରି ମିଲ୍‌ବେନ୍‌

ନୂଆଦିଲ୍ଲୀ : ରବିବାର ଦିନ ‘ବିଜେପି’ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିବା ଖୁସିରେ ପ୍ରଖ୍ୟାତ ଆଫ୍ରିକୀୟ-ଆମେରିକୀୟ ଗାୟିକା ତଥା ଅଭିନେତ୍ରୀ ମେରି ମିଲ୍‌ବେନ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ‘ଏକ୍ସ୍‌’ କରି ମେରି
Read More...

କଟକ ବାଲିଯାତ୍ରା : ଦିନରୁ ରାତିଯାଏଁ ଅସମ୍ଭାଳ ଭିଡ଼

କଟକ : ଐତିହାସିକ କଟକ ବାଲିଯାତ୍ରାର ସପ୍ତମ ଦିନ ରବିବାର ସମ୍ପୂର୍ଣ୍ଣ ଅଲଗା ଥିଲା, ଯାହାକୁ ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବ ନାହିିଁ । ଯେଉଁ ଆଡେ ଦେଖିଲେ ଖାଲି ଲୋକ ଗହଳି । ରବିବାର ଛୁଟିଦିନ ଥିବାରୁ ଦିନରୁ ରାତି ଯାଏଁ ଅସମ୍ଭାଳ ଭିଡ଼ ଦେଖା ଯାଇଥିଲା । ବାଲିଯାତ୍ରାକୁ ସଂଯୋଗ
Read More...

ବଲାଙ୍ଗିର ଭୀମଭୋଇ ମେଡିକାଲ ଛାତ୍ରଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲର ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ କେଉଁ କାରଣରୁ, କେଉଁ ପରିସ୍ଥିତିରେ ଛାତ୍ରଙ୍କ ମୃତ୍ୟୁ ଘଟିଛି ତାହାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ମୃତ ଛାତ୍ରଙ୍କ ନାମ
Read More...

ମି‌ଜୋରାମ ବିଧାନସଭାରେ ନିର୍ବାଚନର ଭୋଟ୍‌ ଗଣନା ଆରମ୍ଭ

ଅଇଜୋଲ୍‌: ଭାରତର ଉତ୍ତରପୂର୍ବ ପ୍ରାନ୍ତରେ ଅବସ୍ଥିତ ମିଜୋରାମ ରାଜ୍ୟ ବିଧାନସଭା ନିର୍ବାଚନ ନିମନ୍ତେ ଗ୍ରହଣ କରାଯାଇଥିବା ଭୋଟ୍‌ ଗୁଡ଼ିକର ଆଜି ନିର୍ଦ୍ଧାରିତ ସମୟ ସକାଳ ୮ଟା ବେଳେ ଗଣତି ଆରମ୍ଭ ହୋଇଯାଇଛି । ୪୦ଟି ଆସନ ନିମନ୍ତେ ଗ୍ରହଣ କରାଯାଇଥିବା ଉକ୍ତ ଭୋଟ୍‌ଗୁଡ଼ିକୁ ଗଣିବା ନିମନ୍ତେ
Read More...

ପ୍ରଥମ ଇସ୍ପାତ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟା : ରଙ୍ଗମଞ୍ଚ ତରଫରୁ ନାଟକ ‘ଜୀବନ ଏମିତି’ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକତ୍ର ରାଉରକେଲା ଦ୍ଵାରା ଆୟୋଜିତ ପ୍ରଥମ ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୩ ତୃତୀୟ ସନ୍ଧ୍ୟାରେ ନାଟ୍ୟାନୁଷ୍ଠାନ ରଙ୍ଗମଞ୍ଚ ତରଫରୁ ନାଟକ 'ଜୀବନ ଏମିତି' ମଞ୍ଚସ୍ଥ ହୋଇଥିବା ବେଳେ ନାଟକକୁ ଅଶୋକ ବହିଦାର ରଚନା ଓ ନାଟ୍ୟ ରୂପାନ୍ତର, ଅଭିକଳ୍ପ, ସଂଗୀତ ଓ
Read More...

ବାତ୍ୟା ରୂପ ନେଲା ‘ମିଗ୍‌ଜୋମ୍‌’

ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ରବିବାର ଦିନ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେଇଛି । ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷ୍ୟରୁ ସୂଚନାନୁସାରେ, ରବିବାର ସନ୍ଧ୍ୟା ୭ଟା ୪୫ ସୁଦ୍ଧା ଏହା ପୁଡୁଚେରୀଠାରୁ ପ୍ରାୟ ୨୪୦ କି.ମି ପୂର୍ବ,
Read More...

ଦନ୍ତା ନେଲା ଜୀବନ : ୨ମୃତ

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ ବିଭାଗ ଅଧିନ ପାରିଓରଡ଼ ପଞ୍ଚାୟତ ବ୍ରଜଗୋପିକାଧାନ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଦନ୍ତାର ପାଦରେ ଗଲା ଦୁଇ ଚାଷୀଙ୍କ ଜୀବନ । ମୃତକଙ୍କ ନାମ କୃଷ୍ଣଚନ୍ଦ୍ର ପ୍ରଧାନ ଏବଂ ଲକ୍ଷ୍ମୀଧର ବେହେରା ବୋଲି ଜଣାପଡିଛି । ଖବର ଅନୁଯାୟୀ, ରବିବାର ଦିନ
Read More...

ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍‌ରେ ଛତ୍ରପୁର ପ୍ରେସ୍‌ କ୍ଲବ ବିଜୟୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) :ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ଛତ୍ରପୁରର ଅନ୍‌ସ୍ଲୋ ମିନିଷ୍ଟାଡିୟମରେ ଛତ୍ରପୁର ପ୍ରେସ୍‌ କ୍ଲବ ଓ ବ୍ରହ୍ମପୁର ପ୍ରେସ୍‌ କ୍ଲବ ମଧ୍ୟରେ ଏକ ବନ୍ଧୁତ୍‌ତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ଏହି କ୍ରିକେଟ ମ୍ୟାଚ୍‌ରେ
Read More...